ବୌଦ୍ଧ : ଆଜି 64 କରୋନା ଆକ୍ରାନ୍ତ ଚିନ୍ହଟ, ବୌଦ୍ଧ ଏନ.ଏ.ସି. ଶୀର୍ଷରେ

0 4,280

hiring

ବୌଦ୍ଧ,୨୭/୪- ଆଜି ବୌଦ୍ଧ ଜିଲ୍ଲାରେ ପୁଣି 64 ଜଣ ନୂତନ କୋରନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି l ଆଜି ବୌଦ୍ଧ ଏନଏସି ଅଞ୍ଚଳରେ ସର୍ବାଧିକ 21 ଜଣ ନୂତନ କୋରନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ ଦ୍ବିତୀୟରେ ହରଭଙ୍ଗା ବ୍ଲକରୁ 17, କଣ୍ଟାମାଳ ବ୍ଲକରେ 14 ଓ ବୌଦ୍ଧ ବ୍ଲକ୍ ଅଂଚଳରୁ 12 ଜଣ ଚିନ୍ହଟ ହୋଇଥିବା ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ବୌଦ୍ଧ ଏନଏସି ବାବୁସାହିରୁ 4 ଜଣ, ବୁଟୁପାଲି ଓ ଦାନୀ ସାହିରୁ 3 ଜଣ ଲେଖାଏଁ, ରାଜନ୍ ପାଲି ଓ ଏଲ.ଆଈ.ସି. କଲୋନିସାହିରୁ 2 ଜଣ ଲେଖାଏଁ, ଖଲିଆ ବଗିଚା, ସୁଦସାହି, ରିଫ୍ୟୁଜୀ କଲୋନି, ମାଳିସାହି, କେଉଟସlହି, ଗଣେଶ ବଜାର ଓ ଦୈନିକ ବଜାର ଅଂଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି | ବୌଦ୍ଧ ବ୍ଲକ୍ ତେଲିବନ୍ଧ ଗ୍ରାମ ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମରୁ 3 ଜଣ, ତେଲିବନ୍ଧ ଗ୍ରାମରୁ 1 ଜଣ, ବାଉଁଶୁଣୀ ଗ୍ରାମରୁ 2 ଜଣ, ତାଲସରଡା ଗ୍ରାମ ପଞ୍ଚାୟତ ସିଙ୍ଗାରୀ ଗ୍ରାମରୁ 1 ଜଣ, ରକ୍ସା ଗ୍ରାମ ପଞ୍ଚାୟତ ଚୌରିଆପଦର୍ ଗ୍ରାମରୁ 1 ଜଣ, ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ବନ୍ଧ ପଡl ଗ୍ରାମରୁ 2 ଜଣ, ମୁର୍ଶୁଣ୍ଢ1 ଗ୍ରାମ ପଞ୍ଚାୟତ ଲୁଣ୍ଡାବେରଣୀ ଗ୍ରାମରୁ 1 ଜଣ, ମୁଣ୍ଡି ପଦର ଗ୍ରାମରୁ 1 ଜଣ, ହରଭଙ୍ଗା ବ୍ଲକ୍ ରାଧାନଗର୍ ଗ୍ରାମ ପଞ୍ଚାୟତ ବଡ ବାଗବର୍ ଗ୍ରାମରୁ 1 ଜଣ, ଲୁଣି ବାହାଲ୍ ଗ୍ରାମ ପଞ୍ଚାୟତ ତାଲପଦର୍ ଗ୍ରାମରୁ 1 ଜଣ, ମହାଲିକପଡl ଗ୍ରାମ ପଞ୍ଚାୟତ ଭାବପୁର୍ ଗ୍ରାମରୁ 1 ଜଣ, ହରଭଙ୍ଗା ଗ୍ରାମ୍ ପଂଚାୟତ ସୁରୁଣ୍ଡି ଗ୍ରାମରୁ 1 ଜଣ, ହରଭଙ୍ଗା ଗ୍ରାମରୁ 7 ଜଣ, ସମ୍ବଲପୁର ଗ୍ରାମରୁ 1 ଜଣ, କୁଶଙ୍ଗ ଗ୍ରାମ ପଞ୍ଚାୟତ କୁଶାସିଙ୍ଗା ଗ୍ରାମରୁ 1 ଜଣ, ତିଲେଶ୍ବର୍ ଗ୍ରାମରୁ 2 ଜଣ, ଚାରିଛକରୁ 1 ଜଣ, ବନ୍ଧାପଥର ଗ୍ରାମ ପଞ୍ଚାୟତ ରାଣୀସlହି ଗ୍ରାମରୁ 1 ଜଣ, କଣ୍ଟାମାଳ ବ୍ଲକ ବିଳାସପୁର୍ ଗ୍ରାମ୍ ପଂଚାୟତ ପାଣ୍ଡରିପଡl ଗ୍ରାମରୁ 1 ଜଣ, ଜୋଗୀନ୍ଦ୍ର ପୁର୍ ଗ୍ରାମ ପଞ୍ଚାୟତ ବାନ୍ଧନ ଝୁଲି ଗ୍ରାମରୁ 2 ଜଣ, ରୁଣ୍ଡି ମହୁଲ ଗ୍ରାମ ପଞ୍ଚାୟତ ପାଞ୍ଚଖଣ୍ଡି ଗ୍ରାମରୁ 1 ଜଣ, କଣ୍ଟାମାଳ ଗ୍ରାମରୁ 1 ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ଦମାମୁଣ୍ଡା ଗ୍ରାମରୁ 1 ଜଣ, ବରଗାଁ ଗ୍ରାମ ପଞ୍ଚାୟତ ପାର୍ବତୀପୁର୍ ଗ୍ରାମରୁ 2 ଜଣ, ଖଲିଆ ପାଲି ଗ୍ରାମ ପଞ୍ଚାୟତ ଖଲିଆପାଲି ଗ୍ରାମରୁ 5 ଜଣ ଓ ଲମ୍ବସରୀ ଗ୍ରାମ ପଞ୍ଚାୟତ ଖଲିଆପାଲି ଗ୍ରାମରୁ 1 ଜଣ ଆକ୍ରାନ୍ତ ହୋଇଥିବା ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତୀ ବଳିୟlଆରସିଂ ସୁଚନା ଦେଇଛନ୍ତି l ଆଜି ଚିନ୍ହଟ ହୋଇଥିବା 64 ଜଣ ପଜିଟିଭ ଚିନ୍ହଟଙ୍କୁ ମିଶାଇଲେ ଆଜି ସୁଦ୍ଧା ଜିଲ୍ଲାରେ ମୋଟ୍ 3203 ଜଣ ଆକ୍ରାନ୍ତ ଚିନ୍ହଟ ହୋଇ ସାରିଛନ୍ତି l

hiranchal ad1
Leave A Reply

Your email address will not be published.

16 − two =