Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରତୀୟ ଷ୍ଟେଟ ଵ୍ୟାଙ୍କ ଦ୍ୱାରା ଅନୁଗୋଳ ପୋଲିସକୁ ପେଟ୍ରୋଲିଙ୍ଗ ଭ୍ୟାନ ପ୍ରଦାନ
ଅନୁଗୋଳ : ଦେଶ ର ଅଗ୍ରଣୀ ବ୍ୟାଙ୍କ ଭାବେ ଜଣା ଶୁଣା ଭାରତୀୟ ଷ୍ଟେଟ ଵ୍ୟାଙ୍କ ଦ୍ୱାରା ଆଜି ଏକ ନିରାଡ଼ମ୍ବର ଉତ୍ସବ ରେ ସାମାଜିକ ଦା୍ୱିତ୍ୱବୋଧତା ର ନିଦର୍ଶନ ସ୍ୱରୂପ ଅନୁଗୋଳ ଜିଲ୍ଲା ପୋଲିସ କୁ ଏକ ପେଟ୍ରୋଲିଙ୍ଗ ଗାଡି ପ୍ରଦାନ କରାଯାଇଛି |
ଏହି କାର୍ଯ୍ୟକ୍ରମ ଟି ରେ ଭୁବନେଶ୍ୱର!-->!-->!-->…
Read More...
Read More...
ଗୁଣ୍ଡୁରିସାହିରୁ ୩ ଅହିରାଜ ଉଦ୍ଧାର
ହରଭଙ୍ଗା ୧୭/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିସାହି ଗ୍ରାମରୁ ୩ ଅହିରାଜ ସାପ ଉଦ୍ଧାର କରାଯାଇ ପଦ୍ମତୋଳା ଅଭୟାରଣ୍ୟରେ ଛଡା ଯାଇଛି । ସୂଚନା ମତେ ଆଜି ସକାଳ ପ୍ରାୟ ୭ ଘଟିକା ସମୟରେ ଦୁଇଟି ଅହିରାଜ ସାପ ଗୁଣ୍ଡୁରିସାହି ଗାଁ ମୁଣ୍ଡରେ ବାହାରି କ୍ରୀଡା!-->…
Read More...
Read More...
ବିଜୁ ଶ୍ରାଦ୍ଧ ଅବସରରେ ବିଜେଡି ପକ୍ଷରୁ ରକ୍ତଦାନ ଶିବିର
ବୌଦ୍ଧ,୧୭/୪ - ମହାନ୍ ଜନନାୟକ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି | କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ଉଦ୍ୟମରେ ରକ୍ତଦାନ ଶିବିର!-->…
Read More...
Read More...
କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା:କୋଭିଡ୍ ନିୟମ ଉଲଘଂନ ଅଭିଯୋଗରେ ଦୁଇଟି ଦୋକାନ ସିଲ୍
ବାଲିଗୁଡ଼ା,୧୭/୪:କରୋନା ଦ୍ୱିତୀୟ ଲହରୀରେ ସାରା ଦେଶରେ ହୁ ହୁ ହୋଇ ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେବାସହ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ!-->…
Read More...
Read More...
ବୌଦ୍ଧ: ଜିଲ୍ଲାରେ ପୁଣି ୭ କରୋନା ପଜିଟିଭ, ଟିକାପାଇଁ ଲୋକଙ୍କ ଭିଡ
ବୌଦ୍ଧ,୧୭/୪- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୭ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬୮ରେ ପହଞ୍ଚିଛି ।!-->…
Read More...
Read More...
ଆଜିଠାରୁ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ , ସଚେତନ କଲା ପ୍ରଶାସନ
ବୌଦ୍ଧ,୧୭/୪ - ଆଜି ଠାରୁ ବୌଦ୍ଧ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ରାତି ୯ ଘଣ୍ଟା ସମୟ ଠାରୁ ସକାଳ ୫ ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ସେଥିପାଇଁ ପ୍ରଶାସନ ପକ୍ଷରୁ ଆଜି ଲୋକଙ୍କୁ ବ୍ୟାପକ ସଚେତନ କରାଯାଇଛି । ଅତିରିକ୍ତ ତହସିଲଦାର ତ୍ରିଦେବ୍ ରଥଙ୍କ ସମେତ ବୌଦ୍ଧ!-->…
Read More...
Read More...
ରସିକିଆ ଜ୍ୱାଇଁର ଉନ୍ମତ୍ତ କାଣ୍ଡ, ଜ୍ୱାଇଁ ସମେତ ୪ ଗିରଫ
ବୌଦ୍ଧ,୧୭/୪ – ବୌଦ୍ଧବ୍ଲକ ମନମୁଣ୍ଡା ଥାନା ରକ୍ସା ଗ୍ରାମ ପଞ୍ଚାୟତ ଚଉଁରୀଆପଦର ଗ୍ରାମରେ ଗତ ପଣାସଂକ୍ରାନ୍ତି ଦିନ ଘଟିଥିବା ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ୧୪ ବର୍ଷୀୟ ଶାଳୀକୁ ବିବାହ କରିବାର ଜିଦ୍ଧରି ଶଳାକୁ ଅପହରଣ କରି ନେଇ ଯାଉଥିବା ବେଳେ ଗ୍ରାମବାସୀ ଗୋଡାଇବା ଯୋଗୁଁ ଦୁଇଟି!-->…
Read More...
Read More...
ଏକ ଦିବସୀୟ ରାତ୍ରିକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
ବୌଦ୍ଧ,୧୭/୪ - ବୌଦ୍ଧବ୍ଳକ ବହିରା ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଗତକାଲି ବହିରା ଖେଳପଡ଼ିଆ ଠାରେ ରାତ୍ରିକାଳୀନ ଗ୍ରାମାଞ୍ଚଳସ୍ତରୀୟ ସାର୍କିଲ୍ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ଏହି ଏକ ଦିବସୀୟ କ୍ରିକେଟ ମ୍ୟାଚ ତେନ୍ତୁଳିପାଲି ଓ ବହିରା (ବି) ଟିମ ମଧ୍ୟରେ ଅନୁଷ୍ଠିତ!-->…
Read More...
Read More...
ସରସରାରେ ରାଧାରାଣୀ ଭାଗବତ ଟୁଙ୍ଗୀ ଉଦଘାଟିତ
ବୌଦ୍ଧ,୧୭/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ନୂଆସାହି ଠାରେ ରାଧାରାଣୀ ଭାଗବତ ଟୁଙ୍ଗୀ ଉଦଘାଟିତ ହୋଇଯାଇଛି | ହରଭଙ୍ଗା ବ୍ଲକ ବିଡ଼ିଓ ନୀଳକଣ୍ଠ ବେହେରା ଭାଗବତ ଟୁଙ୍ଗୀ କୁ ଫିତା କାଟି ଉଦଘାଟନ କରିଥିଲେ | ଏକ ଲକ୍ଷ ଟଂକାର ସରକାରୀ ଅନୁଦାନ ଓ ସରସରା ନୂଆସାହି ନିବାସୀ ଭଗବତ୍ ପ୍ରେମୀ!-->…
Read More...
Read More...
ନାତିକୁ ଉଦ୍ଧାର କରିବାକୁ ଯାଇ ଜେଜେମାର ଜୀବନ ଗଲା
ଦାରିଙ୍ଗବାଡ଼ି,୧୭/୪: ୩ ବର୍ଷର ନାତିକୁ ବିଦ୍ୟୁତ ଆଘାତରୁ ଉଦ୍ଧାର କରିବାକୁ ଯାଇ ଜେଜେମାର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ସୋନପୁର ଗ୍ରାମରେ। ମୃତକ ଜେଜେମା ଜଣକ ହେଲେ ୬୦ ବର୍ଷୀୟ ବୃଦ୍ଧା ସନ୍ଧ୍ୟାବାଲି ବେହେରାଦଳେଇ।ଦାରିଙ୍ଗବାଡି!-->…
Read More...
Read More...