Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଲକଡାଉନ ନିୟମ ଉଲଂଘନ କରି ୧୨ଟାପରେ ଦୋକାନ ଖୋଲିଥିବାରୁ ସିଲ୍ କଲେ ତହସିଲଦାର
ଦାରିଙ୍ଗବାଡ଼ି ୧୦/୫: କରୋନାର ଦ୍ୱିତୀୟ ଲହର ସଂକ୍ରମଣର ଭୟବହତାକୁ ଦୃଷ୍ଟିରେ ରଖି ସରକାର ସାରାରାଜ୍ୟରେ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଥିବାବେଳେ କେତେକ ଅମାନିଆ ଏହାର ଖୋଲାଖୋଲି ଉଲଂଘନ!-->…
Read More...
Read More...
ପାଟଣାଗଡରେ ସାମ୍ବଦିକଙ୍କୁ କୋଭିଡ ଟୀକା ଦିଆଗଲା
ପାଟଣାଗଡ,୧୦/୫: ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଆଜି ସାମ୍ବଦିକଙ୍କୁ କରୋନା ଟୀକା ଦିଆଯାଇଛି । ସରକାର ସାମ୍ବଦିକ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାପରେ ପାଟଣାଗଡ ଡାକ୍ତରଖାନା ପରିସରରେ ଥିବା ରକ୍ତଭଣ୍ଡାର ଠାରେ ସାମ୍ବାଦିକ ମାନଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି । ଏହି ଟୀକାକରଣ!-->…
Read More...
Read More...
କନ୍ଧମାଳ ସଂସଦୀୟ କ୍ଷେତ୍ରର କୋଭିଡ୍ ସମୀକ୍ଷା କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ
ଫୁଲବାଣୀ : କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଜିଲ୍ଲାରେ କୋଭିଡ୍ ପରିଚାଳନା ନେଇ ସାଂସଦ ଅଚ୍ୟୁତ ସାମନ୍ତ ନିୟମିତ ସମୀକ୍ଷା ଜାରି ରଖିଛନ୍ତି । ପ୍ରତି ସପ୍ତାହରେ ସଂସଦୀୟ କ୍ଷେତ୍ରର ବିଭିନ୍ନ ଜିଲ୍ଲାପାଳଙ୍କ ସହ କୋଭିଡ୍ ପରିଚାଳନା ନେଇ ଆଲୋଚନା କରିଆସୁଛନ୍ତି । ଚଳିତ ସପ୍ତାହରେ ସାଂସଦ!-->…
Read More...
Read More...
ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚକ୍ରଧର ଭୋଇଙ୍କ ପରଲୋକ
ବୌଦ୍ଧ/ଜହ୍ନାପଙ୍କ,୧୦/୫- ବୌଦ୍ଧବ୍ଳକ ତେଲିବନ୍ଧର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚକ୍ରଧର ଭୋଇ(୮୫)ଙ୍କ ରବିବାର ରାତିପ୍ରାୟ ୧୧ ଟା ବେଳେ ନିଜ ବାସଭବନରେ ହୃଦଘାତରେ ପରଲୋକ ଘଟିଛି । ସେ ୧୯୫୯ ମସିହାରେ କଣ୍ଟାମାଳ ବ୍ଳକର ବାର୍ଡୋଲ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ତାପରେ!-->…
Read More...
Read More...
୧୫ ଦିନରେ ଜିଲ୍ଲାସାରା ଚହଟିଗଲା କରୋନା, ଅଣାୟତ ପରିସ୍ଥିତି !
ବୌଦ୍ଧ,୧୦/୫ - କରୋନା ମହାମାରୀର ଦ୍ୱିତୀୟ ଲହର୍ ଆସିବା ପରେ ଜିଲ୍ଲାର କୋଣ ଅନୁକଣେ ବ୍ୟାପୀଯାଇଛି । ଲୋକଙ୍କ ଭିତରେ ସଚେତନତାର ଅଭାବ ଓ ଅମାନିଆ ସ୍ୱଭାବ ଯୋଗୁଁ କରୋନା ତାର କାୟା ବିସ୍ତାର କରିଚାଲିଛି । କରୋନା ସଂକ୍ରମଣର ପ୍ରତିରୋଧ କରିବାରେ ପ୍ରଶାସନର ଖାମଖିଆଲି ମନୋଭାବ ସଂକ୍ରମଣ!-->…
Read More...
Read More...
ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଲକ୍ଡାଉନ୍: ନିୟମ କଡ଼ାକଡ଼ି ସହ ଅମାନିଆଙ୍କୁ ସାବାଡ଼ କରୁଛି ପ୍ରଶାସନ
ବାଲିଗୁଡ଼ା,୧୦/୫: ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହରୀ ଅସ୍ତବ୍ୟସ୍ତ କଲାଣି ସାରାଦେଶକୁ । ରାଜ୍ୟରେ ମଧ୍ୟ ଦିନକୁଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦ୍ୱିତୀୟ ଲହର ଭୟାବହ ପରିସ୍ଥିତି ସୃଷ୍ଟିକଲାଣି ସାରା ରାଜ୍ୟରେ । ସଂକ୍ରମଣରେ ଅନେକଙ୍କ ଜୀବନ ମଧ୍ୟ ଚାଲିଗଲାଣି । ଏଭଳି!-->…
Read More...
Read More...
ଫରକ ପଡୁନି ଲକ୍ଡାଉନ୍, କଟକଣା ମାନୁନାହାନ୍ତି ଅମାନିଆ !
ବୌଦ୍ଧ/ବାଉଁଶୁଣୀ,୧୦/୫- ବୌଦ୍ଧବ୍ଲକ ବାଉଁଶୁଣୀ ଅଞ୍ଚଳରେ ଲୋକେ ମାନୁନାହାନ୍ତି ସାମାଜିକ ଦୂରତା କି ପିନ୍ଧୁନାହାନ୍ତି ମାସ୍କ । ବାରମ୍ବାର ପ୍ରଶାସନ ସଚେତନ ହେବାପାଇଁ ଘୋଷଣା କରୁଥିଲେ ମଧ୍ୟ ଲୋକଙ୍କର ଭିଡ଼ କମୁନାହିଁ । ଏହା ସହିତ ଜିଲ୍ଲାପାଳ ଅତି ଆବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ!-->…
Read More...
Read More...
ବୌଦ୍ଧ – ଆଜି ଜିଲ୍ଲାରେ ୧୮୩ ଆକ୍ରାନ୍ତ ଚିହ୍ନଟ, ଭେଜିଗୋରାରୁ ୩୮
ବୌଦ୍ଧ,୧୦/୫ - ବୌଦ୍ଧ ଜିଲ୍ଲାରେ ୧୮୩ କରୋନା ପଜିଟିଭ ଆଜି ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଆଜି ଜିଲ୍ଲାରେ ସର୍ବାଧିକ ହରଭଙ୍ଗା ବ୍ଲକ୍ ଅଂଚଳର ଚିହ୍ନଟ ହୋଇଥିବା ଜଣା ପଡିଛି l ଭେଜିଗୋରାରୁ ୩୮ ଜଣ ଓ ତାଲବାହାଲ୍ ଗ୍ରାମରୁ ୨୯ ଜଣ!-->!-->!-->…
Read More...
Read More...
ବିନା ସୂଚନା ଫଳକ ଓ ଜେ.ସି.ବି. ଦ୍ୱାରା ରାସ୍ତା କାମ ହେଉଥିବା ଅଭିଯୋଗ
ବୌଦ୍ଧ,୧୦/୫ - ବୌଦ୍ଧଜିଲା ବୌଦ୍ଧବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଲସପାଟ ଗ୍ରାମଠାରୁ କୁଲୁତାଖଲି ଗ୍ରାମକୁ ସଂଯୋଗ ହେଉଥିବା ରାସ୍ତା କାମ ବର୍ତ୍ତମାନ ଚାଲିଛି । କେଉଁ ଅନୁଦାନରେ କେତେ ଟଙ୍କାର କାମ ଓ କାହାଦ୍ୱାରା ସମ୍ପାଦିତ ହେଉଛି ସେ ସମ୍ପର୍କରେ କୌଣସି ସୂଚନା ଫଳକ!-->…
Read More...
Read More...