Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପଞ୍ଚାୟତ ସ୍ତରୀୟ ସଙ୍ଗରୋଧ କେନ୍ଦ୍ର ଦାବୀ କଲେ ଲୋଇସିଂହା ବିଧାୟକ
ବଲାଙ୍ଗୀର,୯/୫- ଓଡ଼ିଶାରେ କରୋନାର ପ୍ରଭାବ ବର୍ତ୍ତମାନ ଗାଁ ମାନଙ୍କୁ ସଂପ୍ରସାରିତ ହୋଇସାରିଛି। ବଲାଙ୍ଗୀର ଜିଲ୍ଲା ସମେତ ସମସ୍ତ ପଶ୍ଚିମ ଓଡିଶାର ଗାଁ ଗାଁରେ ସଂକ୍ରମଣ ଚିନ୍ତାଜନକ । ସର୍ବ ନିମ୍ନ ଆବଶ୍ୟକତା ପୂରଣ ପାଇଁ ସୁବିଧା ସୁଯୋଗ ଦୂରେଥାଉ ଅନେକ ଗରିବ ପଜିଟିଭ ଚିହ୍ନିତଙ୍କ ପାଇଁ!-->…
Read More...
Read More...
ଅଚଳ ନଳକୂପର ମରାମତି ଦାବି
ବୌଦ୍ଧ,୯/୫ - ବୌଦ୍ଧବ୍ଲକ୍ ମୁଣ୍ଡିପଦର ଗ୍ରାମପଞ୍ଚାୟତ ସଦର ମହକୁମା ମୁଣ୍ଡିପଦର ଗ୍ରାମର ମଝିରେ ଥିବା ନଳକୂପ ଖରାପ ହୋଇଯାଇଥିବା ଦେଖିବାକୁ ମିଳୁଛି । ଏହି ନଳକୂପ ଖରାପ ହୋଇଥିବା ଯୋଗୁଁ ଗ୍ରାମର ସ୍ତ୍ରୀ ଲୋକମାନେ ପାନୀୟଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମର!-->…
Read More...
Read More...
ବୌଦ୍ଧଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡି କେଉଁ କାମକୁ !
ବୌଦ୍ଧ,୯/୫- ମହାପ୍ରୟାଣ ଗାଡି ଶବ ନେବା ପାଇଁ ନ ମିଳିବାରୁ ଜଣେ ମୃତକଙ୍କ ଶବ ଘଣ୍ଟାଘଣ୍ଟା ଧରି ପଡିରହିବା ଓ ପରିବାର ଲୋକ ପ୍ରାୟ ଅଧା କିଲୋମିଟର ଦୂର ବୋହି ବୋହି ନେବା ଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ସୂଚନାମତେ ଗତକାଲି ହରଭଙ୍ଗା ବ୍ଲକ ସଙ୍କୁଲେଇ!-->…
Read More...
Read More...
ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ, ଅଧୁରା ରହିଲା ଦ୍ୱିତୀୟ କୋଣାର୍କ ସ୍ୱପ୍ନ
ଭୁବନେଶ୍ୱର: ରାଜ୍ୟସଭା ସାଂସଦ, ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଆଉ ନାହାନ୍ତି । କରୋନା ସହ ସଂଘର୍ଷକରି ଆଜି ସେ ଆଖି ବୁଜିଛନ୍ତି । କରୋନାରେ ଆକ୍ରାନ୍ତ ହେବା ପରେ ଗତ ୨୨ ତାରିଖରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କର!-->…
Read More...
Read More...
ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲକ୍ଷ ଟଙ୍କା ସହାୟତା
ଭୁବନେଶ୍ୱର ୯/୫- କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି ।ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟ ର ସମ୍ମୁଖୀନ ହେଉଛନ୍ତି ।ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ!-->…
Read More...
Read More...
ଉନ୍ନୟନ କମିଶନ ତଥା ଏସଆରସି ପ୍ରଦୀପ ଜେନା କରୋନା ସଂକ୍ରମିତ
ଭୁବନେଶ୍ୱର,୯/୫- ୧୯୮୯ବ୍ୟାଚ ଆଇଏଏସ ଅଫିସର ଉନ୍ନୟନ କମିଶନର ତଥା ଏସଆରସି ପ୍ରଦୀପ ଜେନା କରୋନା ସଂକ୍ରମିତ ହୋଇଛନ୍ତି । ସେ ଏବେ ସଙ୍ଗରୋଧରେ ଅଛନ୍ତି ।
Read More...
Read More...
ବୌଦ୍ଧ: ଗୋଟିଏ ଦିନରେ ପୁଣି ୧୭୯ ଚିହ୍ନଟ, କେବଳ ଶ୍ୟାମସୁନ୍ଦରପୁର୍ ଗ୍ରାମରୁ ୧୦୮ ପଜିଟିଭ
ବୌଦ୍ଧ,୯/୫- ଆଜି ଗୋଟିଏ ଦିନରେ ପୁଣି ବୌଦ୍ଧ ଜିଲ୍ଲାରେ ୧୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କେବଳ ହରଭଙ୍ଗାବ୍ଲକ୍ ସାଂପୋଚ ଗ୍ରାମ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମରୁ!-->…
Read More...
Read More...
ସୁନ୍ଦରଗଡ ଓ ଅନୁଗୁଳରେ ହେବ ନୂଆ କେନ୍ଦ୍ରୀୟ ସ୍କୁଲ
ଭୁବନେଶ୍ୱର,୯/୫- ଓଡ଼ିଶାର ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲାରେ ଦୁଇଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ପ୍ରତିଷ୍ଠା କରିବା ପାଇଁ ମହାନଦୀ କୋଲ ଫିଲ୍ଡ(ଏମସିଏଲ୍) ବୋର୍ଡ ଅନୁମୋଦନ ଦେଇଥିବାରୁ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ!-->…
Read More...
Read More...
କୋଭିଡ଼ ନିୟମ ଉଲ୍ଲଂଘନ, ଦୋକାନ ସିଲ୍
ଦାରିଙ୍ଗବାଡି,୯/୫- କୋଭିଡ଼ ନିୟମ ଉଲ୍ଲଂଘନ କରି ସଟ୍ଡାଉନ ସମୟରେ ଦୋକାନ ଖୋଲିବା ପଡିଲା ମହଙ୍ଗା । ଦୋକାନକୁ ସିଲ୍ କଲା ଦାରିଙ୍ଗବାଡି ପ୍ରଶାସନ । ସରକାର କୋଭିଡ଼ ସଂକ୍ରମଣକୁ ରୋକିବା ନିମନ୍ତେ ଲକଡାଉନ ଓ ସଟଡାଉନ ଆରମ୍ଭ କରିଛନ୍ତି । ସପ୍ତାହର ଶନିବାର ଓ ରବିବାର ସଟ୍ଡାଉନ ଘୋଷଣା!-->…
Read More...
Read More...