Browsing Category

ରାଜ୍ୟ

ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ହାତଧୁଆ କାର୍ଯ୍ୟକ୍ରମ

ବୌଦ୍ଧ/ବାଉଁଶୁଣୀ,୨୫/୩- ବୌଦ୍ଧବ୍ଲକ ବାଉଁଶୁଣୀ ସେକ୍ଟରର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ହାତଧୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡର ଦ୍ୱିତୀୟ ଲହରକୁ ଆଖିଆଗରେ ରଖି ରାଜ୍ୟ ସରକାର ସମସ୍ତ ଅଙ୍ଗନବାଡ଼ି, ସ୍କୁଲ, କଲେଜ ଓ ସମସ୍ତ ଲୋକଙ୍କୁ ସାବୁନ କିମ୍ବା ସାନିଟାଇଜରରେ
Read More...

ଗରିବଙ୍କ ପାଇଁ ଆବାସ ଯୋଜନା ସାତ ସପନ !

ବୌଦ୍ଧ,୨୫/୩- ଗରିବ ଲୋକ କିପରି ସୁବିଧାରେ ରହିପାରିବେ ଏଥିପାଇଁ ସରକାର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓ ବିଜୁ ପକ୍କା ଘର ଯୋଜନାରେ ଲୋକଙ୍କୁ ଘର ଯୋଗାଇ ଦେଉଛନ୍ତି । ହେଲେ ମୂର୍ଷୁଣ୍ଢିି ପଂଚାୟତରେ ଏଇ ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ଗରିବଙ୍କୁ ମିଳୁନାହିଁ ପକ୍କା ଘର,
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଦୁଇ ଗୁରୁତର

ବୌଦ୍ଧ,୨୪/୩ - ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ବୌଦ୍ଧ - ହରଭଙ୍ଗା ପୁରୁଣା ଜଗନ୍ନାଥ ସଡକର ପରଗଲପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ସେଥିରେ ଥିବା ଦୁଇ ଜଣ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ 3
Read More...

ମିନି ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ବୌଦ୍ଧ ,୨୪/୩- ଆଜି ସକାଳେ ଜାତୀୟ ରାଜପଥ ନମ୍ବର 57ର ପୁରୁଣା କଟକ ନିକଟ ଦିଗସିରା ନିକଟରେ ଗୋଟିଏ ବାଇକ ଓ ମିନି ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପୁରୁଣା କଟକ ଥାନା କରଞ୍ଜକଟା ଗ୍ରାମ ପଞ୍ଚାୟତ
Read More...

ଦୁଇ ବାଇକ ମଧ୍ୟରେ ଧକ୍କା, ୨ ମୃତ, ଜଣେ ଗୁରୁତର

ବୌଦ୍ଧ,୨୪/୩- ପୁରୁଣାକଟକ ଥାନା ୫୭ ନଂ ଜାତୀୟ ରାଜପଥର ରାଣିଗଞ୍ଜ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମ୍ରୁତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ ୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର
Read More...

ନାଟକ ଗାନ୍ଧୀଙ୍କ ଓଡ଼ିଶା ପାରଳାରେ ମଞ୍ଚସ୍ଥ

ପାରଳାଖେମୁଣ୍ଡି,୨୪/୩- ଗାନ୍ଧିଜୀଙ୍କଓଡିଶା ଆଗମନ ର ଶତବାର୍ଷିକୀ ଅବସରରେ ଓଡ଼ିଶା ସରକାର ଙ୍କ ସଂସ୍କୃତି ବିଭାଗ ଓ ଓଡ଼ିଶାସଂଗୀତନାଟକ ଏକାଡେମୀ ଆନୁକୁଲ୍ୟରେ ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ ର କଳାକାର ମାନେ ପରିବେଷଣ କରିଥଲେ ନାଟକ ଗାନ୍ଧୀ ଙ୍କ
Read More...

ଦୁଇଜଣ ଏ.ଟି.ଏମ. ଲୁଟେରାଙ୍କୁ ଧରି ପୋଲିସରେ ଜିମା ଦେଲେ ଲୋକେ

ବୌଦ୍ଧ,୨୪/୩ - ଆଜି ସକାଳ ପ୍ରାୟ 9 ଘଣ୍ଟା ସମୟରେ ବୁଟୁପାଲି ଠାରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବୁଟୁପାଲି ଏ.ଡି.ବି. ଶାଖାର ଏ.ଟି.ଏମ. କାଉଣ୍ଟର ଭିତରେ ପଶି ଲୁଟ ଉଦ୍ୟମ କରୁଥିବା ଅଭିଯୋଗରେ ବୌଦ୍ଧ ଆଦର୍ଶ ଥାନା ପୋଲିସ୍ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି l ମିଳିଥିବା ସୂଚନା ଅନୁଯାୟୀ
Read More...

ନିଫା ଅନୁଷ୍ଠାନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବାଲିଗୁଡ଼ା,୨୪/୩: ସହିଦ ଭଗତ ସିଂ,ରାଜଗୁରୁ ଓ ସୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜାତୀୟ କଳାକାର ଓ କର୍ମକର୍ତ୍ତା ନିଫା ଅନୁଷ୍ଠାନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୧୫୦୦ଟି କ୍ୟାମ୍ପ ରେ ୯୦ହଜାର ୟୁନିଟ୍‌ ରକ୍ତ ସଂଗ୍ରହ କରିବାକୁ ଅନୁଷ୍ଠାନ ପକ୍ଷରୁ
Read More...

ଏ.ଟି.ଏମ. କର୍ମଚାରୀଙ୍କ ଠାରୁ 21 ଲକ୍ଷ ଲୁଟ ମାମଲାରେ ବୌଦ୍ଧର 4 ଲୁଟେରା ଗିରଫ

ବୌଦ୍ଧ,୨୩/୩ - ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଧର୍ମଶାଳା ଫାଣ୍ଡି ଠାରୁ ପ୍ରାୟ ଦେଢ କିଲୋମିଟର ଦୂରରେ ଗତ 17 ତାରିଖ ରେ ବନ୍ଧୁକ ମୁନରେ ବରୋଦା ବ୍ୟାଙ୍କ ଏ.ଟି. ଏମ. କର୍ମଚାରୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲୁଟ ଘଟଣା ପର୍ଦାଫାସ କରିଛି ସୋନପୁର ପୋଲିସ । 21 ଲକ୍ଷ ଟଙ୍କାରୁ 15
Read More...

ଉତ୍କର୍ଷ ବନସେବା ପାଇଁ ରାଜ୍ୟସ୍ତରୀୟ ପୁରସ୍କାର ପାଇଲେ ବନପାଳ

ବୌଦ୍ଧ,୨୩/୩- ବୌଦ୍ଧ ବନଖଣ୍ଡ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ଗୁନ୍ଦୁଳିଆ ବନପାଳ ରବିନ୍ଦ୍ର କୁମ୍ଭାର ବିଶ୍ୱ ବନ ଦିବସ ଅବସରରେ ରାଜ୍ୟସ୍ତରୀୟ ଉତ୍ସବରେ ସମ୍ମାନିତ ହୋଇଛନ୍ତି । ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଭୁବନେଶ୍ୱରସ୍ଥିତ ଜୟଦେବ
Read More...