Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କ୍ୟୁଏସ୍ ୱାର୍ଲ୍ଡ ମାନ୍ୟତାରେ କିଟ୍କୁ ଭାରତର ସର୍ବୋଚ୍ଚ ସ୍ଥାନ
ଭୁବନେଶ୍ୱର,୨୮ ।୪: କ୍ୟୁଏସ୍ ୱାଲ୍ର୍ଡ ର୍ୟାଙ୍କିଙ୍ଗ୍ରେ କିଟ୍କୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି । ଏହି ର୍ୟାଙ୍କିଙ୍ଗ୍ ପ୍ରଦାନ କରାଯିବା ପରେ କିଟ୍ ବିଶ୍ୱବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ୍ ଫାଇଭ୍ ଷ୍ଟାର ରେଟେଡ୍’ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରାପ୍ତ ହୋଇଛି ।!-->…
Read More...
Read More...
ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ଅସହାୟ ମହିଳା
ଫୁଲବାଣୀ,୨୮/୪- କନ୍ଧମାଳଜିଲ୍ଲା ଫିରିଙ୍ଗିଆ ବ୍ଳକର ରବିଙ୍ଗିଆ ଗ୍ରାମର ପ୍ରତାପ କହଁର ୨୦୦୯ ଜୁନରେ ଖଜୁରୀପଡ଼ା ଦରଡି ଗ୍ରାମର ସ୍ୱର୍ଣ୍ଣପ୍ରଭାଙ୍କୁ ବିବାହ କରିଥିଲେ । ପ୍ରତାପଙ୍କ ଗୋଟଏ ଝିଅ ଓ ଗୋଟଏ ପୁଅ ଥିବା ସତ୍ତେ୍ୱ ସେ ଅନ୍ୟ ଜଣଙ୍କୁ ବିବାହ କରିଥିବା ଅଭିଯୋଗ ନେଇ ସ୍ୱର୍ଣ୍ଣପ୍ରଭା ଆଜି!-->…
Read More...
Read More...
ପେଶାରେ ଖବରକାଗଜ ବିତରକ ହେଲେ ନିଶା ସମାଜସେବା
ସୁବର୍ଣ୍ଣପୁର,୨୮/୪- ଏବେ ସମଗ୍ର ମାନବ ସମାଜ କରୋନା କବଳରୁ ମୁକ୍ତି ପାଇଁ ସଂଘର୍ଷ କରୁଥିବା ବେଳେ କିଛି ଆଗଧାଡିର ଯୋଦ୍ଧା କିନ୍ତୁ ନିଜ ଜୀବନକୁ ବାଜିଲଗାଇ ସମାଜର ମଙ୍ଗଳପାଇଁ କାମ କରୁଥିବା ଦେଖାଯାଏ । ଏମିତି ଏକ ବ୍ୟକ୍ତି ସମାଜରେ ସଚେତନତାର ବାର୍ତ୍ତା ଦେଇ ଏବେ ସାମାଜିକ ଗଣମାଧ୍ୟମରେ ବେଶ!-->…
Read More...
Read More...
ଅନନ୍ୟ ବିବାହ : ବରଯାତ୍ରୀରେ ଜଣେ, ବିନା ଯୌତୁକରେ ବାହାହେଲେ ଯୁବକ
ଗୋଣ୍ଡା : କରୋନା ଏବେ ଦେଶରେ ହୁ ହୁ ହୋଇ ବଢିଚାଲିଛି । ଏହାକୁ ରୋକ୍ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଗାଇଡଲାଇନ ଆଣିଛନ୍ତି । ଏହି ଗାଇଡଲାଇନ ଅନୁସାରେ ବିବାହ କାର୍ଯ୍ୟ ମଧ୍ୟ ସଂପନ୍ନ ହେଉଛି । ମଧ୍ୟପ୍ରଦେଶର ଗୋଣ୍ଡା ଅଂଚଳରେ ଏମିତି ଏକ ବିବାହ ଦେଖିବାକୁ ମିଳିଛି ଯେଉଁଥିରେ!-->…
Read More...
Read More...
ସୌରଶକ୍ତିରେ ଆଲୋକୀକରଣ ପ୍ରକଳ୍ପ ଅଚଳ, ହେଉନି ମରାମତି
ବୌଦ୍ଧ,୨୮/୪- କଣ୍ଟାମାଳବ୍ଲକ ବରଗୋଛା ଗ୍ରାମ ପଞ୍ଚାୟତ ସିଗାଡି ଗ୍ରାମରେ ୭ ଗୋଟି ଖମ୍ବପୋତି ଗ୍ରାମ ଦାଣ୍ଡକୁ ସୌରଶକ୍ତିଚାଳିତ ଆଲୋକୀକରଣ ବ୍ୟବସ୍ଥା ଗ୍ରାମ ପଞ୍ଚାୟତ ତରଫରୁ ୨୦୨୦ -୨୧ ଆର୍ଥିକ ବର୍ଷରେ କରାଯାଇଥିଲା । ଏ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇଥିବାବେଳେ!-->…
Read More...
Read More...
ନଳକୂପ ଅଚଳ, ତୁରନ୍ତ ମରାମତି ପାଇଁ ଦାବି
ବୌଦ୍ଧ,୨୮/୪- ବୌଦ୍ଧବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ବ୍ରାହ୍ମଣୀପାଲି ଗ୍ରାମର ଦୁଇଟି ନଳକୂପ ଆଜକୁ ପ୍ରାୟ ୫ ମାସ ହେବ ଅଚଳ ହୋଇଯାଇଥିବା ଜଣାପଡିଛି । ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ନଳକୂପ ମରାମତି ପାଇଁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ୫ ମାସ ହେଲା ଉକ୍ତ ନଳକୂପ!-->…
Read More...
Read More...
ବିବାହ ଅନୁମତି ମାଗିଲେ ଦେବାକୁ ପଡିବ ୫୦ ଜଣଙ୍କ ତାଲିକା
ବୌଦ୍ଧ,୨୮/୪- କରୋନାର ଦ୍ୱିତୀୟ ଲହର୍ ସହରଠାରୁ ଗାଆଁଗଣ୍ଡା ଯାଏଁ ବ୍ୟାପିଯାଇଥିବା ବେଳେ ବିବାହ ଋତୁ ଆସିଯାଇଛି । ପୂର୍ବରୁ ବିବାହ ତାରିଖ ନିର୍ଦ୍ଧାରଣ କରି ବର ଓ କନ୍ୟାପକ୍ଷ ମାନେ ପ୍ରସ୍ତୁତି ଚଳାଇଥିବା ବେଳେ ପ୍ରଶାସନର କରୋନା କଟକଣା ସେମାନଙ୍କୁ ଅଡୁଆରେ ପକାଇଛି । ଗତକାଲି ଜିଲ୍ଲାପାଳ!-->…
Read More...
Read More...
ରାତ୍ରୀକାଳୀନ ସାର୍କିଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୌଦ୍ଧ,୨୮/୪- ବୌଦ୍ଧବ୍ଳକ ଅଇଁଲାପାଲି ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଅଁଳାପାଲି ହାଟପଦା ଖେଳପଡ଼ିଆଠାରେ କୋଭିଡ୍ ନୀତିନିୟମକୁ ଅନୁପାଳନକରି ରାତ୍ରୀକାଳୀନ ଗ୍ରାମାଞ୍ଚଳସ୍ତରୀୟ ସାର୍କିଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଏକ ଦିବସୀୟ କ୍ରିକେଟ ମ୍ୟାଚ କାସଲପୁର୍ ଓ!-->…
Read More...
Read More...
ବୌଦ୍ଧ:୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମଣ ଉଦବେଗଜନକ
ବୌଦ୍ଧ,୨୮/୪- ଆଜି ବୌଦ୍ଧଜିଲ୍ଲାରେ ନୂତନ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ବୌଦ୍ଧ ଏନ.ଏ.ସି. ଅଂଚଳ ମଧ୍ୟରୁ ୨୬ ଜଣ, ବୌଦ୍ଧବ୍ଲକ୍ ମଧ୍ୟରୁ ୯ ଜଣ, ହରଭଙ୍ଗା ବ୍ଲକ ମଧ୍ୟରୁ ୧୩ ଜଣ ଓ କଣ୍ଟାମାଳ ବ୍ଲକ ଅଂଚଳ!-->…
Read More...
Read More...
ରେକର୍ଡ ଭାଙ୍ଗିଲା କରୋନା : ଦିନକରେ ୮୩୮୬ ପଜିଟିଭ ଚିହ୍ନଟ
ଭୁବନେଶ୍ୱର ୨୮ ।୦୪ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୩୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...