Browsing Category

ରାଜ୍ୟ

କରୋନା ପାଇଁ ଫିକାପଡିଲା ଶ୍ରୀରାମ ନବମୀ ଓ ରାମଲୀଳା

ବୌଦ୍ଧ,୨୨/୪ - କରୋନା ମହାମାରୀର ଦ୍ୱିତୀୟ ଲହର୍‌ ଆସିବାପରେ ଲାଗୁ ହୋଇଛି କଟକଣା । ଗତକାଲି ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀରାମ ମନ୍ଦିର ମାନଙ୍କରେ ପାରମ୍ପରିକ ପୂଜାବିଧି ଅନୁଷ୍ଠିତ ହୋଇଥିଲେ ମଧ୍ୟ ଭକ୍ତ ଓ ବ୍ରତୀମାନଙ୍କ ସମାଗମ ଦେଖିବାକୁ ମିଳିନଥିଲା । କରୋନା ଯୋଗୁଁ ଲକଡାଉନ
Read More...

ବନବିଭାଗ ଦ୍ୱାରା ହରିଣ ଉଦ୍ଧାର

ଦଶପଲ୍ଲା,୨୨/୪- ଜଙ୍ଗଲ ନିଆଁ, ମହୁଲ ମୂଳରୁ ମାରଇ ଡିଆଁ । ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା କେବଳ ଯେ ପରିବେଶ ନଷ୍ଟ ହେଉଛି ତାହା ନୁହେଁ ବନ୍ୟଜନ୍ତୁ ମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାନ୍ତି । ତାହାର ଏକ ନିଛକ ଉଦାହରଣ ଆଜି ଦେଖିବାକୁ ମିଳିଛି ଦଶପଲ୍ଲା ଏନଏସି ଅଂଚଳରେ । ଜଙ୍ଗଲରେ ନିଆଁ
Read More...

ବୌଦ୍ଧଜିଲ୍ଲାରୁ ରେକର୍ଡ ସଂଖ୍ୟକ ୩୮ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୨/୪ - ଆଜି ବୌଦ୍ଧଜିଲ୍ଲାରେ ପୁଣି ୩୮ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୩୮ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୮ ରେ ପହଞ୍ଚିଛି ।
Read More...

ଅଗ୍ନିକାଣ୍ଡରେ ୨ବଖରା ଘର ଭସ୍ମୀଭୂତ

ହରଭଙ୍ଗା,୨୧/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଜବଲପୁର ଗ୍ରାମରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟି ସଂଜୀବ ଦୀପଙ୍କ ଦୁଇ ବଖରା ଚାଳଘର ଜଳିପୋଡି ପାଉଁଶ ହୋଇଯାଇଛି । ସେ ରୋଷେଇ କରୁଥିବା ସମୟରେ କୌଣସିମତେ ନିଆଁ ଲାଗିଯାଇଥିଲା । ଖବରପାଇ ହରଭଙ୍ଗା ଦମକଳ ବାହିନୀ ଘଟଣାସ୍ଥଳରେ
Read More...

ନିଆଁଲାଗି ଦୁଇଟି ପରିବାରର ୩ ବଖରା ଘର ଭସ୍ମୀଭୂତ

ବୌଦ୍ଧ,୨୧/୪ - ଆଜି ଅପରାହ୍ନ ପ୍ରାୟ ୨ ଘଣ୍ଟା ସମୟରେ ବୌଦ୍ଧବ୍ଲକ୍‌ ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର୍‌ ଦଳିତ ସାହିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୩ ବଖରା ଘର ଭସ୍ମୀଭୂତ ହୋଇ ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୨
Read More...

ହରଭଙ୍ଗାବ୍ଲକର ବିଭିନ୍ନ ଟିଏମ୍‌ସି ପରିଦର୍ଶନ କଲେ ଜିଲ୍ଲାପାଳ

ହରଭଙ୍ଗା,୨୧/୪- ଦିନକୁ ଦିନ କରୋନା ସଂକ୍ରମିତ ବଢିବାରେ ଲାଗିଥିବାବେଳେ, ରାଜ୍ୟ ବାହାରେ ଥିବା ଦାଦନ ଶ୍ରମିକ ବର୍ତ୍ତମାନ ଘରମୁହାଁ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବାହାର ରାଜ୍ୟର ଶ୍ରମିକମାନେ ଅଧିକ କରୋନା ସଂକ୍ରମିତ ହେଉଥିବାଜାଣି, ପୂର୍ବରୁ ସେନେଇ ଜିଲ୍ଲାପ୍ରଶାସନ ତତ୍ପରତା ହୋଇ
Read More...

ପୁରୁଣାକଟକରେ ବିଜେପି କାର୍ଯ୍ୟାଳୟ ଉଦଘାଟିତ

ବୌଦ୍ଧ,୨୧/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ କଲେଜଛକ ନିକଟରେ ଆଜି ହରଭଙ୍ଗା ବ୍ଲକ ବିଜେପି କାର୍ଯାଳୟ ଜିଲ୍ଲା ଉପସଭାପତି ଶ୍ୟାମସୁନ୍ଦର ପୁରୋହିତଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଭାରତମାତା, ଦିନ୍‌ ଦୟାଲ୍‌, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଫୋଟ ଚିତ୍ରରେ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ , ଧାରୁଆ ଅସ୍ତ୍ରରେ ଗଳାକାଟି ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା ଅଭିଯୋଗ

ବାଲିଗୁଡ଼ା,୨୧/୪: ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ଗଳା କାଟି ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିର୍ଲା ଗ୍ରାମ ପଞ୍ଚାୟତର ବିରିମିଲା ଗାଁ । ସୂଚନା ପ୍ରକାରେ ବିରିମିଲା ଗାଁ ର
Read More...

ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ସଂଜୀବ ଓ ବିନୋଦ

କଣ୍ଟାବାଞ୍ଜି,୨୧/୪- ସାରା ବିଶ୍ୱକୁ କରୋନାର ଦ୍ୱିତୀୟ ଲହରୀ ଗ୍ରାସି ଥିବାବେଳେ ବର୍ତ୍ତମାନ ପରିସ୍ଥିତି ଅସମ୍ଭାଳ ହେଲାଣି । ଏହିଭଳି ପରିସ୍ଥିତିରେ ରକ୍ତର ମଧ୍ୟ ମହା ସଙ୍କଟ ଦେଖା ଦେଇଛି।ଇତିମଧ୍ୟରେ ତୁରେକେଲା ଗ୍ରାମର ୧୪ବର୍ଷର ବାଳକ ସୁମିତ ପୁଟେଲ ସିକଲିଙ୍ଗ ରୋଗୀ ହୋଇଥିବାରୁ
Read More...

ଯାତ୍ରୀ ବିଶ୍ରାମାଗାର ପାଲଟିଛି ଠିକା ସଂସ୍ଥାର ଗୋଦାମ, ଖରାବର୍ଷାରେ ଯାତ୍ରୀ ହନ୍ତସନ୍ତ

ଦାରିଙ୍ଗବାଡି,୨୧/୪- ଗାଁ ଗହଳିରେ ଲୋକଙ୍କ ଯାତାୟାତ ପାଇଁ ବସ୍‌କୁ ଅପେକ୍ଷା କରିବା ତଥା ବିଶ୍ରାମ ନେବାପାଇଁ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଉଛି । ଯାହା ଫଳରେ ଯାତ୍ରୀମାନେ ସୁବିଧାରେ ବିଶ୍ରାମକରି ଯାତ୍ରା କରିପାରିବେ । କିନ୍ତୁ ସେହି ଯାତ୍ରୀ ବିଶ୍ରାମଗାରଟିକୁ ରାସ୍ତା ନିର୍ମାଣ
Read More...