Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଲାଙ୍ଗୀର: ଓଳିଏ ବଜାର ବନ୍ଦ ଦରଦାମ ବଢିବା ଆଶଙ୍କା
ବଲାଙ୍ଗୀର,୨୭/୪- ଦିନ ୨ଟାପରେ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦଦେଇ ଦୋକାନବଜାର ବନ୍ଦ ରଖିବାକୁ ବଲାଙ୍ଗୀର ସହର ବ୍ୟବସାୟୀ ସଂଗଠନ ତରଫରୁ ନିଷ୍ପତି ନିଆଯାଇଛି । ଆସନ୍ତା ୨୮ତାରିଖରୁ ଉପର ଓଳି ବନ୍ଦ ରହିବ ଦୋକାନ ବଜାର । ସଂକ୍ରମଣ ଚେନ୍ ଭାଙ୍ଗିବ ଓ ଜୀବନ ଜୀବିକା ବିଶେଷ ପ୍ରଭାବିତ!-->…
Read More...
Read More...
ପୁଣି ରାଜ୍ୟରେ ୬୦୭୩ କରୋନା ପଜିଟିଭ ଚିହ୍ନଟ, ୧୦ ମୃତ
ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...
ବୌଦ୍ଧ : ଆଜି 64 କରୋନା ଆକ୍ରାନ୍ତ ଚିନ୍ହଟ, ବୌଦ୍ଧ ଏନ.ଏ.ସି. ଶୀର୍ଷରେ
ବୌଦ୍ଧ,୨୭/୪- ଆଜି ବୌଦ୍ଧ ଜିଲ୍ଲାରେ ପୁଣି 64 ଜଣ ନୂତନ କୋରନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି l ଆଜି ବୌଦ୍ଧ ଏନଏସି ଅଞ୍ଚଳରେ ସର୍ବାଧିକ 21 ଜଣ ନୂତନ କୋରନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ ଦ୍ବିତୀୟରେ ହରଭଙ୍ଗା ବ୍ଲକରୁ 17,!-->!-->!-->…
Read More...
Read More...
ଦୁବୃର୍ତ୍ତ ଲଗାଇଲେ ନିଆଁ, ପୋଡିଗଲା ଆମ୍ବବଗିଚା
ବୌଦ୍ଧ,୨୬/୪- ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ନାରାୟଣନଗର ଗ୍ରାମର ରାଧାରମଣ ମେହେରଙ୍କ ଲକ୍ଷ୍ମୀପ୍ରସାଦ ମୌଜାରେ ଥିବା ଜମିରେ ସାତବର୍ଷ ପୂର୍ବେ ବୌଦ୍ଧ ଉଦ୍ୟାନ ବିଭାଗ ପକ୍ଷରୁ ଆମ୍ବଚାରା ଆଣି ରୋପଣ କରିଥିଲେ । ଗଛଗୁଡିକ ଭଲ ବଢ଼ି ଚଳିତବର୍ଷ ଭଲ ଫଳ ମଧ୍ୟ ହୋଇଥିଲା । କିନ୍ତୁ କେହି!-->…
Read More...
Read More...
କୋଭିଡ ସୁପରିଚାଳନା ପାଇଁ ସ୍ୱେଚ୍ଛାସେବୀଙ୍କୁ ନେଇ ବୈଠକ
ବୌଦ୍ଧ,୨୬/୪ - ଆଜି ବୌଦ୍ଧ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ଠାରେ ଜିଲ୍ଲାରେ ଦେଖାଦେଇଥିବା ସାଂପ୍ରତିକ କୋଭିଡ ପରିସ୍ଥିତିର ସୁପରିଚାଳନା ପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ସହ ଜିଲ୍ଲା ପ୍ରଶାସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ!-->…
Read More...
Read More...
ଥାନା ପରିସରରେ ନିଆଁଲାଗି ପୋଡିଗଲା ଜବତ ହୋଇଥିବା ବାଇକ
ବୌଦ୍ଧ/ବାଉଁଶୁଣୀ,୨୬/୪ - ଗତକାଲି ଅପରାହ୍ନରେ ବାଉଁଶୁଣୀ ଥାନା ପରିସରରେ ନିଆଁଲାଗି କୌଣସି ଏକ ମାମଲାରେ ଜବତ ହୋଇଥିବା ଗୋଟିଏ ବାଇକ ପୋଡି ଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ରବିବାର ଅପରାହ୍ନ ସମୟରେ ବାଉଁଶୁଣୀଥାନା ପଛପଟେ ପାଚେରୀ ମଧ୍ୟରେ ଥିବା ଗଛ ଗୁଡିକରୁ!-->…
Read More...
Read More...
ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩୦ ବଖରା ଘର
ଦଶପଲ୍ଲା,୨୬/୪- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଡାସାହି ଗ୍ରାମର ନୂଆସାହିରେ ନିଆଁଲାଗି ୨୧ ପରିବାରର ୩୦ବଖରା ଘର ଜଳିପୋଡି ପାଉଁଶ ହୋଇଯିବା ସହ ୩୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ସମସ୍ତ ପରିବାରର ଘରର ଆସବାବପତ୍ର ସମେତ ମହଜୁଦ!-->…
Read More...
Read More...
ବିଜେଡିର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ପରଲୋକ
ଫୁଲବାଣୀ/ଦାରିଙ୍ଗବାଡି,୨୬/୪ - ବିଜୁ ଜନତା ଦଳର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ଗତକାଲି ସେ ନିଜର ଶରୀର ଅସୁସ୍ଥତା ଯୋଗୁଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ମେଡିକାଲରେ ଭର୍ତ୍ତି ହେବାର କିଛି ଘଣ୍ଟା!-->…
Read More...
Read More...
କରୋନା ମୁକାବିଲ ପାଇଁ ୧୭ ଓଏଏସ୍ଙ୍କୁ ଦାୟିତ୍ୱ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଗତ ୫ଦିନ ଧରି ୬ ହଜାର ଉପରେ ରହୁଛି । ଏହା ଉପରକୁ ବଢୁନଥିଲେ ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ବଢୁଥିବା ୫ଜିଲ୍ଲାପାଇଁ ରାଜ୍ୟ ସରକାର ଆଜି ୧୭ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍)ଙ୍କୁ!-->…
Read More...
Read More...
ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସରକାରଙ୍କ ଘୋଷଣା: ଆସନ୍ତା ୨୮ରୁ ନାମ ପଞ୍ଜିକରଣ ଆରମ୍ଭ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ପର୍ଯ୍ୟାୟରେ ମାଗଣା ଟିକା ଦେବାକୁ ସରକାର ଘୋଷଣା କରିଛନ୍ତି । ଏଥିପାଇଁ ଆସନ୍ତା ୨୮ ତାରିଖରୁ ନାମ ପଞ୍ଜିକରଣ ଆରମ୍ଭ ହେବ । କୋଶ୍ଚିନ୍ ପୋର୍ଟାଲରେ ଦୁଇଟି!-->…
Read More...
Read More...