Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନାଇଟ୍ କର୍ଫ୍ୟୁ ଚାଲିଥିବା ବେଳେ ଗଞ୍ଜେଇ ଚୋରାଚାଲାଣ ମହଙ୍ଗା ପଡିଲା, ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଦୁଇ ଦାମିଗାଡ଼ି…
ବାଲିଗୁଡ଼ା,୨୦/୪: ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ନାଇଟ୍ କର୍ଫ୍ୟୁ ବେଳେ ଦାମୀ ଗାଡ଼ିରେ ଗଞ୍ଜେଇ ଚୋରାଚାଲାଣ ମହଙ୍ଗା ପଡ଼ିଲା । ପୋଟ୍ରୋଲିଂ ବେଳେ ମାଦିନାଟ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ୍ । ଗୋଟିଏ ଇନୋଭା କାର୍ ଓ ଗୋଟିଏ ବୋଲେରସହ ଦୁଇଜଣ ମାଫିଆଙ୍କୁ ଗିରଫକରି!-->…
Read More...
Read More...
ଫ୍ରେଞ୍ଚ ଓପନ ଖେଳିବେ ରୋଜର ଫେଡରର
ପ୍ୟାରିସ : ଚଳିତ ବର୍ଷ ହେବାକୁ ଥିବା ଫ୍ରେଞ୍ଚ ଓପନରେ ରୋଜର ଫେଡରରର ଖେଳିବେ ବୋଲି ଜଣାପଡିଛି । ସେ ଏ ସଂପର୍କରେ ରବିବାର ଦିନ ସ୍ପଷ୍ଟ କରିଛନ୍ତି । ୩୯ ବର୍ଷିୟ ଏହି ଟେନିସ ତାରକା ଟ୍ୱିଟରରେ ଲେଖିଛନ୍ତି ହାଏ ! ସମସ୍ତଙ୍କୁ ଅଭିନନ୍ଦନ । ଆପଣମାନଙ୍କୁ ଜଣାଇ ଦେଉଛି ଯେ, ମୁଁ ଜିନେୱା ଓ!-->…
Read More...
Read More...
ବାଇକ ଦୁର୍ଘଟଣାରେ ଜଣେ ମୃତ
ଫୁଲବାଣୀ,୨୦/୪- ଫୁଲବାଣୀରୁ ଗୋଛIପଡ଼l ବାଇକରେ ଯାଉଥିବା ସମୟରେ ଫୁଲବାଣୀ ସହର ନିକଟବର୍ତ୍ତି ପଟାବାଲି ସାହି ନିକଟରେ ଥିବା ପୋଲକୁ ଲାଗି ବୁଲାଣୀ ରାସ୍ଥାରେ ଭାରସ୍ୟାମ ହରାଇ ସାଇଟ୍ ୱlଲକୁ ପିଟି ହୋଇଯିବା ଫଳରେ ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ମୃତ ହୋଇଯାଇଥିଲା l ମୃତଙ୍କ ପରିଚୟ!-->…
Read More...
Read More...
ଫୋଲୋଅପ୍ ନାହିଁ, ଫେଲ୍ ମାରୁଛି ବାଲ୍ୟ ବିବାହ ନିଷେଧ ଆଇନ୍ !
ବୌଦ୍ଧ,୨୦/୪ - ବୌଦ୍ଧଜିଲ୍ଲାରେ ନାବାଳିକା ବିବାହ ଆଇନ୍ ଫେଲ୍ ମାରୁଛି ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ଫୋଲୋଅପ୍ ହେଉନଥିବା କାରଣରୁ । ଚଳିତ ବିବାହ ଋତୁରେ ଶିଶୁ ସୁରକ୍ଷା ୟୁନିଟ ଓ ସମନ୍ୱିତ ଶିଶୁ ବିକାଶ ଯୋଜନାର ଅଧିକାରୀଙ୍କ ଦ୍ୱାରା କେତେକ ନାବାଳିକା ବିବାହକୁ!-->…
Read More...
Read More...
ଭାଲୁ ଆକ୍ରମଣରେ ଯୁବକ ଗୁରୁତର
ବୌଦ୍ଧ,୨୦/୪ - ବୌଦ୍ଧବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ସମାପାଜ୍ ଗ୍ରାମ ନିକଟରେ ଗୋଟିଏ ଜଙ୍ଗଲୀ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବଘିଆପଡା ଫରେଷ୍ଟ ଅନ୍ତର୍ଗତ ସମାପାଜ୍ ନିକଟ କୁଟିବାରୀ ଗ୍ରାମର କବିଚନ୍ଦ୍ର ଦେହୁରୀ (୩୦ ବର୍ଷ )!-->…
Read More...
Read More...
ବେପରୁଆ ଗାଡି ଚାଳନା, ଟ୍ରାକ୍ଟରକୁ ପଛରୁ ଧକ୍କାଦେଲା ବାଇକ
ବୌଦ୍ଧ,୨୦/୪ - ଆଜି ଭୋର ପ୍ରାୟ ୫ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ମନମୁଣ୍ଡା ବାଇପାସ୍ ଛକ ନିକଟରେ ରାସ୍ତା କଡରେ ରଖାଯାଇଥିବା ଗୋଟିଏ ଟ୍ରାକ୍ଟର ପଛରେ ବାଇକ ଧକ୍କାଦେବାରୁ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ୫ ଘଣ୍ଟା ସମୟରେ ଜାତୀୟ ରାଜପଥ!-->…
Read More...
Read More...
ପୁଣି ୪୭୬୧କରୋନା ପଜିଟିଭ ଚିହ୍ନଟ, ୫ ମୃତ
ଭୁବନେଶ୍ୱର ୨୦ ।୦୪ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୭୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...
ଆଜି ବୌଦ୍ଧ ଏନ.ଏ.ସି.ରୁ ୧୩ ଓ କଂଟାମାଳରୁ ୭ ପଜିଟିଭ ଚିହ୍ନଟ
ବୌଦ୍ଧ,୨୦/୪ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି କରୋନା ମିଟର୍ ବଢି ନୂତନ ୨୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୨୩ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୮ରେ!-->…
Read More...
Read More...
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, 2 ଗୁରୁତର
ବୌଦ୍ଧ/ବାଉଁଶୁଣୀ,୧୯/୪- ଆଜି ସନ୍ଧ୍ୟାରେ 57ନଂ ଜାତୀୟ ରାଜପଥ ଗୁଦୁଗୁଦା ପୋଲ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ତାଳସରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମ୍ପରା ଗ୍ରାମର ପୂର୍ଣଚନ୍ଦ୍ର ସିଂହ ଓ!-->!-->!-->…
Read More...
Read More...
ପାନୀୟ ଜଳର ମହା ସଂକଟ, ମରାମତି ହୋଇପାରୁନି ନଳକୂପ
ହରଭଙ୍ଗା,୧୯/୦୪ - କିଡ଼ନୀ ମହାମାରୀର ପେଣ୍ଠ ସ୍ଥଳୀ ପାଲଟିଥିବା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଧଳପୁର ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି | ଜାଣି ନ ଜାଣିଲା ଭଳି ସ୍ଥାନୀୟ ରାଜନେତା ଓ ବିଭାଗୀୟ କତୃପକ୍ଷ ଏହା ଉପରେ ଧ୍ୟାନ ଦେଉନାହାନ୍ତି l ବିଭିନ୍ନ ନଳକୂପ ଅଚଳ ଅବସ୍ଥା!-->…
Read More...
Read More...