Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚିନ୍ତା ବଢ଼ାଉଛି ପ୍ରବାସୀ ଫେରନ୍ତା, ଅନ୍ୟ ରାଜ୍ୟ ବସ୍ ଦେଖି ଲୋକେ ଆତଙ୍କିତ
ବୌଦ୍ଧ/ଜହ୍ନାପଙ୍କ,୧୫/୫- ବର୍ତ୍ତମାନ ରାଜ୍ୟ ତଥା ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରତି ରାଜ୍ୟସୀମା ସିଲ୍ କରିବାପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେପରି ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ନଫେରନ୍ତି ସେଥିପାଇଁ!-->…
Read More...
Read More...
ଭାରତୀୟ କିଷାନ ସଙ୍ଘ ବୌଦ୍ଧଶାଖା ତରଫରୁ ଅକ୍ଷିମୁଠି ଅନୁକୁଳ
ବୌଦ୍ଧ,୧୫/୫- ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଆଜି ଭାରତୀୟ କିଷାନ ସଙ୍ଘ ତରଫରୁ ବୌଦ୍ଧବ୍ଲକ କମିରା ଗ୍ରାମରେ ମୁଠି ଅନୁକୂଳ ପର୍ବ ପାଳିତ ହୋଇଯାଇଛି । କୋରନା କଟକଣାକୁ ମାନି ସୀମିତ ଚାଷୀଙ୍କୁ ନେଇ ବିଧି ମୁତାବକ ନିରାଡମ୍ବର ଭାବେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବ୍ଲକ!-->…
Read More...
Read More...
ପୋଲିସ୍ କବଜାରେ ଲୁଟେରା ଗ୍ୟାଙ୍ଗ: ୯ଜଣ ଲୁଟେରା ଗିରଫ, ଜଣେ ଫେରାର
ବାଲିଗୁଡ଼ା/ତୁମୁଡ଼ିବନ୍ଧ,୧୫/୫: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା । ୩ ଦିନ ମଧ୍ୟରେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ୍ । ତୁମୁଡ଼ିବନ୍ଧ ମଦ ଦୋକାନରୁ ବଡ଼ ଧରଣର ଲୁଟ୍ ଘଟଣାର ପର୍ଦ୍ଧାଫାଶ କଲା ତୁମୁଡ଼ିବନ୍ଧ ପୋଲିସ୍ । ଗତ ୧୦ ତାରିଖ!-->…
Read More...
Read More...
ଖମାରିପଡା ଗ୍ରାମକୁ ସାନିଟାଇଜ କଲେ ଦମକଳ ବାହିନୀ
ବୌଦ୍ଧ/ ବାଉଁଶୁଣୀ,୧୫/୫- ବୌଦ୍ଧ ବ୍ଳକ ମୁଣ୍ଡାପଡା ପଞ୍ଚାୟତ ଖମାରିପଡା ଗ୍ରାମରେ ୧୪ ତାରିଖରେ ଗୋଟିଏ ଦିନରେ ୫୨ ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିଲେ । ଆଗକୁ ଗ୍ରାମରେ ଅଧିକ କରୋନା ସଂକ୍ରମଣ ବୃଦ୍ଧି ନ ପାଇବାକୁ ଆଖି ଆଗରେ ରଖି ବାଉଁଶୁଣୀ ଦମକଳ ବାହିନୀ ତରଫରୁ ଆଜି ଗ୍ରାମକୁ!-->!-->!-->…
Read More...
Read More...
ସେବାକାର୍ଯ୍ୟ କରି ଜନ୍ମଦିନ ପାଳିଛନ୍ତି ପ୍ରଣାମ ନୃତ୍ୟାନୁଷ୍ଠାନର ଛାତ୍ର ଶ୍ରୀୟାଂଶ
ବୌଦ୍ଧ,୧୫/୫ - ପ୍ରଣାମ ନୃତ୍ୟାନୁଷ୍ଠାନର ଛାତ୍ର ଶ୍ରୀୟାଂଶ କୁମାରଙ୍କ ଶୁଭ ଜନ୍ମ ଦିନ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି । ଗତକାଲି ପ୍ରଣାମ ପରିବାରର ସଦସ୍ୟ ମାନଙ୍କ ସହ ଶ୍ରୀୟାଂଶ କୁମାରଙ୍କ ପିତା ଅଜିତ ପଟ୍ଟନାୟକ, ମାତା ବିନ୍ଦିଆ ପଟ୍ଟନାୟକ ଜେଜେବାପା ଦୁର୍ଜୟ ପଟ୍ଟନାୟକ, ବନ୍ଧାପଥର!-->…
Read More...
Read More...
ବୌଦ୍ଧ: ଜିଲ୍ଲାରୁ ୨୪୬ ପଜିଟିଭ ଚିହ୍ନଟ, ଗ୍ରାମାଞ୍ଚଳ ସଂକ୍ରମିତ ବଢାଇଲେ ଚିନ୍ତା
ବୌଦ୍ଧ,୧୫/୫ - ଆଜି ବୌଦ୍ଧଜିଲ୍ଲାରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୬ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର୍ ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୨୪୬ କରୋନା ପଜିଟିଭ!-->…
Read More...
Read More...
ଏ.ଟି.ଏମ୍ରୁ ବାହାରୁଛି ଚିରା ନୋଟ, ଗ୍ରାହକ ହନ୍ତସନ୍ତ
ବୌଦ୍ଧ,୧୫/୫ - ବୌଦ୍ଧବ୍ଲକ୍ ବଘିଆପଡା ଠାରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଏ.ଟି.ଏମ.ରୁ ଚିରା ଫଟା ଓ କଟି ଯାଇଥିବା ୫୦୦ ଟଙ୍କିଆ ନୋଟ ଗୁଡିକ ବାହାରୁଥିବା ଅଭିଯୋଗ ହୋଇଛି । ଉକ୍ତ ନୋଟ୍ ଗୁଡିକ କେହି ନେବାକୁ ଅମଙ୍ଗ ହେଉଥିବା ବେଳେ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ବଘିଆପଡା ଠାରେ!-->…
Read More...
Read More...
ବାଲି ବୋଝେଇ ଟ୍ରକ ଧକ୍କାରେ ଘର କାନ୍ଥ ଭାଙ୍ଗିଲା, ଟ୍ରକ ଅଟକ
ବୌଦ୍ଧ,୧୪/୫ - ଆଜି ସନ୍ଧ୍ୟା ସମୟରେ ପୁରୁଣା କଟକ ମାଧ୍ୟମିକ ବିଦ୍ୟାଳୟ ନିକଟ ବୁଲାଣିରେ ଗୋଟିଏ ଘରକୁ ଏକ ବାଲି ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଘର କାନ୍ଥ ଭାଙ୍ଗି ଯାଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ଘ 7. 30 ମିନିଟ ସମୟରେ ଧଲପୁର୍ ମହାନଦୀ!-->!-->!-->…
Read More...
Read More...
ପିଏମ କିଷାନରେ ଭୂମିହୀନ ଗରିବଙ୍କୁ ଅନ୍ତର୍ଭୁକ୍ତ କରୁ କେନ୍ଦ୍ର
ଭୁବନେଶ୍ୱର,୧୪/୫ : ପିଏମ ବନାମ କାଳିଆ ୟାକୁ ନେଇ ଆଜି ପୁଣି ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସବୁ ଚାଷୀଙ୍କୁ ପିଏମ କିଷାନର ଲାଭ ଦେଉ ବୋଲି କହିଥିବା ବେଳେ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ କରି ଧର୍ମେନ୍ଦ୍ରଙ୍କୁ!-->…
Read More...
Read More...