Browsing Category

ରାଜ୍ୟ

ଗଜପତି ଜିଲ୍ଲାରେ କୋଭିିଡପାଇଁ ଅମ୍ଳଜାନ ବ୍ୟବସ୍ଥା ଥିବା ଯଥେଷ୍ଟ ଆମ୍ବୁଲାନ୍ସ କାର୍ଯ୍ୟରତ

ଗଜପତି,୧୬/୫- କରୋନା ପଜିଟିଭ ରୋଗୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାରେ ଅମ୍ଳଜାନ ବ୍ୟବସ୍ଥା ଥିବା ୪୧ ଗୋଟି ଆମ୍ବୁଲାନ୍ସ କାର୍ଯ୍ୟରତ ଅଛି । ସେଥିମଧ୍ୟରୁ ପ୍ରତି ପଞ୍ଚାୟତ ସମିତିରେ ୨ ଟି ଲେଖାଏଁ ଆମ୍ବୁଲାନ୍ସ କାର୍ଯ୍ୟରତ ଥିବାବେଳେ କିନ୍ତୁ ମୋହନା…
Read More...

ପାଟଣାଗଡ଼ ଉପଖଣ୍ଡ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ସାହୁଙ୍କ ପରଲୋକ

ପାଟଣାଗଡ଼,୧୬/୫- ଆଜି ଭୋର ସମୟରେ ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ ତଥା ପାଟଣାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି କୈଳାସ ଚନ୍ଦ୍ର ସାହୁ ( ୭୫) ଙ୍କ ପରଲୋକ ହୋଇଯାଇଛି ।ସେ କିଛି ଦିନ ତଳେ କରୋନାରେ ପୀଡିତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିଥିଲେ । କିନ୍ତୁ ବିଧିର ବିଧାନ ଆଗରେ…
Read More...

ଆରମ୍ଭରୁ ଅଚଳ ହୋଇ ପଡିଛି ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ !

ବୌଦ୍ଧ,୧୬/୫- ବୌଦ୍ଧବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ବଘିଆପଡା ଗ୍ରାମ ରଥସାହି ନିକଟରେ ଆଜକୁ 3 ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ଲୋକଙ୍କ କାମରେ ଆସୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ପ୍ରକଳ୍ପ ପ୍ରତିଷ୍ଠା ଦିନ ଠାରୁ ଏହା ଅଚଳ ହୋଇ ପଡିଛି…
Read More...

ଦୁଇ ମାସ ହେଲା ନଳକୂପ ଅଚଳ, ହନ୍ତସନ୍ତ ଦଳିତପଡା ବାସୀ

ବୌଦ୍ଧ,୧୬/୫ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାରlୟଣପୁର ଗ୍ରାମର ଦଳିତପଡାରେ ଥିବା ଏକମାତ୍ର ନଳକୂପ ପ୍ରାୟ ଦୁଇ ମାସ ହେଲା ଅଚଳ ହୋଇ ପଡିଥିବା ଯୋଗୁଁ ପଡାବାସୀ ପାଣି ପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି | ନିକଟରେ ଥିବା ପୋଖରୀ ପାଣିକୁ…
Read More...

ଛେଳିବାହାଲ୍ ଗ୍ରାମକୁ ସାନିଟାଇଜ କଲେ ଦମକଳ ବାହିନୀ

ବୌଦ୍ଧ/ ବାଉଁଶୁଣୀ,୧୬/୫- ବୌଦ୍ଧ ବ୍ଳକ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଛେଳି ବାହାଲ୍ ଗ୍ରାମରେ ୧୪ ତାରିଖରେ ଗୋଟିଏ ଦିନରେ 14 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିଲେ । ଆଗକୁ ଗ୍ରାମରେ ଅଧିକ କରୋନା ସଂକ୍ରମଣ ବୃଦ୍ଧି ନ ପାଇବାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବରେ…
Read More...

ଛେଳିବାହାଲ୍ ଗ୍ରାମକୁ ସାନିଟାଇଜ କଲେ ଦମକଳ ବାହିନୀ

ବୌଦ୍ଧ/ ବାଉଁଶୁଣୀ,୧୬/୫- ବୌଦ୍ଧ ବ୍ଳକ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଛେଳିବାହାଲ୍ ଗ୍ରାମରେ ୧୪ ତାରିଖରେ ଗୋଟିଏ ଦିନରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଗକୁ ଗ୍ରାମରେ ଅଧିକ କରୋନା ସଂକ୍ରମଣ ବୃଦ୍ଧି ନ ପାଇବାକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବରେ…
Read More...

ନଳକୂପ ଅଚଳ, ପାଣି ପାଇଁ ହାହାକାର

ବୌଦ୍ଧ,୧୫/୫ - ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମ ପଞ୍ଚାୟତର ଅମାତସାହିର ନଳକୂପ ଦୀର୍ଘ ୧୦ ଦିନ ହେବ ଅଚଳ ଅବସ୍ଥାରେ ପଡିରହିଥିବା ଅଭିଯୋଗ ହେଉଛି । ଫଳରେ ଗୋଟାଏ ମାତ୍ର ନଳକୂପରେ ନିର୍ଭର ପଡାବାସୀ ବର୍ତ୍ତମାନ ପାଣି ବୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି…
Read More...

ବିଭିନ୍ନ କଣ୍ଟେନମେଣ୍ଟ ଅଂଚଳକୁ ପରିଦର୍ଶନ କଲେ ଉପ ଜିଲ୍ଲାପାଳ

ବୌଦ୍ଧ/ହରଭଙ୍ଗା,୧୫/୫- ଦିନକୁଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଗ୍ରାମାଞ୍ଚଳରେ ବୃଦ୍ଧି ପାଉଥିବାବେଳେ, ବ୍ଲକର କେତେକ ଗ୍ରାମକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏପଟେ ଗ୍ରାମାଞ୍ଚଳରେ ଲୋକମାନେ ସରକାରଙ୍କ କୋଭିଡ୍‌୧୯ର ନିୟମକୁ ଜାଣିଶୁଣି ଉଲ୍ଲଙ୍ଘନ…
Read More...

ପାଟଣାଗଡ଼ ଏବଂ ବେଲପଡା ଡାକ୍ତରଖାନାରେ ସେବା ଚେରିଟେବୁଲ ଟ୍ରଷ୍ଟ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ

ପାଟଣାଗଡ,୧୫/୫- ବଲାଙ୍ଗିର ଜିଲ୍ଲା ପାଟଣାଗଡ ଓ ବେଲପଡା ଅଞ୍ଚଳରେ କୋରେନା ମହାମାରୀକୁ ନିୟନ୍ତ୍ରଣ କରିବାପାଇଁ ସରକାରଙ୍କ ତରଫରୁ କିଛିଦିନ ହେବ ସପ୍ତାହନ୍ତ ସଟଡାଉନ ସହ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । କୋଭିଡ-୧୯ ନିୟମ ପାଳନ ସହ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା କିଛି ଦୋକାନ କିଛି…
Read More...

ଟିକାବାଲି ଏ-ଏମ-ସି-ଏସ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ କରୋନା ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ,୧୫/୫- କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ ଜିଲ୍ଲାସ୍ତରୀୟ କରୋନା ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀଧର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଦୀନବନ୍ଧୁ ମହାନ୍ତି ଅତିଥିଙ୍କୁ ସ୍ୱାଗତ…
Read More...