Browsing Category

ରାଜ୍ୟ

ଦାରିଙ୍ଗବାଡ଼ିରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପକରଣ ବଂଟନ

ଦାରିଙ୍ଗବାଡି,23/3: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଉପକରଣ ବଂଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ଶିବିରର ଉଦଘାଟନ
Read More...

ପାରମ୍ପରିକ ପୂଜାବିଧି ପରେ ଉଠିଲା ଏକୋଇସିଆ ଦଣ୍ଡ

ବୌଦ୍ଧ,୨୩/୩- ଶ୍ରୀ ମହାଦେବ ଓ ଦେବୀ କର୍ପୁରମଣୀଙ୍କ ନିକଟରେ ପାରମ୍ପରିକ ପୂଜାବିଧି ପରେ କେତେକ ଶୈବ ପୀଠ ମାନଙ୍କରୁ ଦଣ୍ଡ ଯାତ୍ରା ଦଳ ମାନେ ସେମାନଙ୍କ ଯାତ୍ରା ଆରମ୍ଭ କରିଥିବା ଜଣା ପଡିଛି l ପଣା ସଂକ୍ରାନ୍ତିର 21, 16 କିମ୍ବା 13 ଦିନ ପୁର୍ବରୁ ପରମ୍ପରା ଅନୁସାରେ ଦଣ୍ଡ ଉଠା ଯିବାର
Read More...

ପରିବା ବୋଝେଇ ପିକ ଅପ ଦୁର୍ଘଟଣାଗ୍ରସ୍ତ,ଅଳ୍ପକେ ବର୍ତିଲେ ଡ୍ରାଇଭର

ବୌଦ୍ଧ/ଜହ୍ନାପଙ୍କ,୨୩/୩- ବୋୖଦ୍ଧ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୭ ର ବୁରକଟା ଛକ ନିକଟସ୍ଥ ଦୁଇବନ୍ଧଠାରେ ସୋମବାର ରାତି ସାଢ଼େ ଦଶଟା ବେଳେ ଏକ ବୋଲେରୋ ପିକ ଅପ ନଂ ଓଡ଼ି ୧୫ କ୍ୟୁ ୪୭୯୫ ବାମ ପାର୍ଶ୍ୱରେ ଏକ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଡ୍ରାଇଭର ଅଲ୍ପକେ ବର୍ତିଯାଇଥିବା
Read More...

ଅଧାପନ୍ତରିଆ ଡିଭାଇଡର ଯୋଗୁଁ ପୁଣି ଫସିଲା ମିନି ଟ୍ରକ

ବୌଦ୍ଧ,୨୨/୩ - ବୌଦ୍ଧ ସହର ଏନ.ଏ.ସି. ଛକ ଠାରୁ ଜାମୁ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ନମ୍ବର 57 ର ସଂପ୍ରସାରଣ କାର୍ଯ୍ୟ ଅଧାପଂତରିଆ ଅବସ୍ଥାରେ ପଡିଥିବା ଯୋଗୁଁ ପ୍ରତିଦିନ ଏକାଧିକ ଦୁର୍ଘଟଣା ଘଟି ଚାଲିଛି | ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ବୁଟୁପାଲି ପଟରୁ ଆସୁଥିବା ଏକ ମିନି ଟ୍ରକ
Read More...

ସ୍ୱେଚ୍ଛାସେବୀ ସଂଗଠନ ‘ସୁରକ୍ଷା’ର ମୁଖ୍ୟଙ୍କ ପରଲୋକ

ପାରଳାଖେମୁଣ୍ଡି,୨୧/୩‐ ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୁରକ୍ଷାର ମୁଖ୍ୟ ଏସ୍‌ .ମୋତିଲାଲ ରେଡ୍ଡୀଙ୍କ ନିଜ ପୁରୁଣାପାଟଣା ବାସଭବନଠାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ଦୀର୍ଘ ଦୁଇ ଦଶନ୍ଧି ଧରି ଗଜପତି ଜିଲ୍ଲାର ବିଭିନ୍ନ ପଛୁଆ ବ୍ଲକ
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ବନ ଦିବସ ପାଳିତ

ବୌଦ୍ଧ,୨୧/୩:- ବୌଦ୍ଧବ୍ଲକ ବଘିଆପଡ଼ା ସରକାରୀ ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ ଠାରେ ବୌଦ୍ଧ ବନଖଣ୍ଡ ତରଫରୁ ଜିଲ୍ଲାସ୍ତରୀୟ ବିଶ୍ୱ ବନଦିବସ ୨୦୨୧ ଜିଲ୍ଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏକ ସଚେତନ ରାଲି କରାଯିବା ପରେ ସଭାର ଆୟୋଜନ ହୋଇଥିଲା
Read More...

ଟାଙ୍କି ଅଛି ମୋଟର ନାହିଁ :୧ ବର୍ଷ ୯ମାସଧରୀ ଜଳକଷ୍ଟ ଭୋଗୁଛନ୍ତି ସୁରୁଣ୍ଡି ଗ୍ରାମବାସି

ହରଭଙ୍ଗା:ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ସୁରୁଣ୍ଡି ଗ୍ରାମରେ ଗତ ୧୯-୨୦ ଆର୍ଥିକ ବର୍ଷରେ ଏକ ପାନିୟଜଳ ଯୋଗାଣର ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିପାଇଁ ପାଣି ଟାଙ୍କି ନିର୍ମାଣ ହେବାସହ ସୁରୁଣ୍ଡି ଗ୍ରାମର ଦୁଇଟି ଓ୍ବାଡ୍ ପାଇଁଁ ପାଇପ୍ ବିଛା ଯାଇଥିଲା । ହେଲେ ଏଠାରେ ପିଇବା ପାଣି ନିମନ୍ତେ
Read More...

ବିଷଧର ସାପ କାମୁଡାରେ ନାବାଳିକାର ମୃତ୍ୟୁ

ବୌଦ୍ଧ,୨୧/୩ - ଗତକାଲି ସକାଳେ ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମରେ ଗୋଟିଏ ବିଷାକ୍ତ ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଡାକ୍ତରଖାନା ନିକଟରେ ରହୁଥିବା ସରୋଜ ବେହେରାଙ୍କ ଝିଅ ଯଶୋଧାରା (୧୦) ନିଜ ଘରେ ଖେଳୁଥିବା ବେଳେ
Read More...

ଧାନ କିଣା ଟାର୍ଗେଟ, ସମୁଦ୍ରକୁ ଶଂଖେ !

ବୌଦ୍ଧ,୨୧/୩ - ବୌଦ୍ଧଜିଲ୍ଲାରେ ଚାଷୀମାନଙ୍କ ଦୁଃଖ ସରିବାର୍‌ ନାମ ଧରୁନାହିଁ । ଖରିଫ ଧାନ କିଣାରେ ବ୍ୟାପକ ଅନିୟମିତତା ଯୋଗୁଁ ଚାଷୀ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନର ଉଦ୍ୟମରେ ଜିଲ୍ଲାକୁ ଅତିରିକ୍ତ ୧୪୭୦୫ କ୍ୱିଣ୍ଟାଲ ଧାନ କିଣିବା ପାଇଁ ରାଜ୍ୟ
Read More...

ହରଭଙ୍ଗାରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ,୨୦/୩- ବୌଦ୍ଧଜିଲ୍ଲା ହରଭଙ୍ଗା ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ତମାଖୁ ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର
Read More...