Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଦାରିଙ୍ଗିବାଡ଼ି,୧୯/୩: ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବାଲିଗୁଡା ଥାନା ଅଧିନ ବୁଡାଗୁଡ଼ା ହାଇସ୍କୁଲ ନିକଟ ଜଙ୍ଗଲରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଥିବା ଦେଖିବାକୁ ମିଳିଛି । ମହିଳା ଜଣକ ହେଲେ ଗୁମିକିଆ ପଞ୍ଚାୟତ ଅଲିମା ଗ୍ରାମର ପିଙ୍କି ପ୍ରଧାନ(୨୫) । ମିଳିଥିବା ସୂଚନା!-->…
Read More...
Read More...
ଖର୍ଚ୍ଚ ହେଲାଣି ୧୫ ଲକ୍ଷ:୪ମାସ ହେଲା ପାନୀୟ ଜଳ ପ୍ରକଳ୍ପ ବନ୍ଦ
ବୌଦ୍ଧ/ଜହ୍ନାପଙ୍କ,୧୯/୦୩: ବୌଦ୍ଧବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଜହ୍ନାପଙ୍କ ଗାଁକୁ ୪ମାସ ହେଲା ଜଳ ଯୋଗାଣ ବନ୍ଦ ଯୋଗୁଁ ଏଠାରେ ବ ।ସକରୁଥିବା ୨୦୦ ପରିବାରର ପ୍ରାୟ ୧୪୦୦ ଲୋକ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ସୂଚନାମତେ ୨୦୦୪ ମସିହାରେ ସ୍ୱଜଳ ଧାରା ଯୋଜନାରେ ସାଢେ ୪ ଲକ୍ଷ ଟଙ୍କା ବ୍ୟୟରେ!-->…
Read More...
Read More...
କୋଭିଡ କଟକଣା ପାଳନ କରିବା ପାଇଁ ପ୍ରଶାସନ ତରଫରୁ ସଚେତନତା
ଦାରିଙ୍ଗବାଡ଼ି, ୧୯/୩: ଦେଶକୁ ମହାମାରୀ କରୋନା ବର୍ତ୍ତମାନ ଲେଉଟି ଆସୁଅଛି । ସେଥିପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।ପୂର୍ବଭଳି ଲୋକଙ୍କୁ ଘରୁ ବାହାରିବାବେଳେ ମାସ୍କ ପରିଧାନ ସହିତ ପରସ୍ପର ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି!-->…
Read More...
Read More...
ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ
ବୌଦ୍ଧ,୧୯/୩ - ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତାକାଟି ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ!-->…
Read More...
Read More...
ଟ୍ରକ ଧକ୍କାରେ ମହିଳା ବ୍ରାଞ୍ଚ ପୋଷ୍ଟ ମାଷ୍ଟର୍ ଗୁରୁତର
ବୌଦ୍ଧ,୧୯/୩ - ଆଜି ସକାଳ ପ୍ରାୟ 11 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ହରେକୃଷ୍ଣପୁର ଛକ ନିକଟରେ ଗୋଟିଏ ଟ୍ରକ ସହ ସ୍କୁଟିର ଧକ୍କା ହେବା ଫଳରେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ 11 ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ!-->…
Read More...
Read More...
ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣକୁମାର ସାହୁଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ଗଣିଆ କିଶୋରଚନ୍ଦ୍ର ନୋଡାଲ ବିଦ୍ୟାପୀଠ
ଦଶପଲ୍ଲା,୧୯/୩ :- ସ୍କୁଲରେ ହିଁ ଆମ ବ୍ୟକ୍ତିତ୍ବର ମୂଳଦୁଆ ପଡ଼ିଥାଏ । ଶିକ୍ଷା ହିଁ ସଭ୍ୟତା ଓ ସଂସ୍କାରକୁ ଆଗକୁ ନେଇଥାଏ ଏବଂ ରୂପାନ୍ତରର ଭିତ୍ତି ପକାଇଥାଏ । ତେଣୁ ଆମ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ!-->…
Read More...
Read More...
୧୫କେଜି ହରିଣ ମାଂସ ଜବତ ସହ ୨ ଅଭିଯୁକ୍ତ ଗିରଫ
ଦଶପଲ୍ଲା,୧୯/୩-ଗଣିଆ ବନବିଭାଗ ଗତକାଲି ସନ୍ଧ୍ୟାରେ ହରିଣ ମାଂସ ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସୂଚନା ମୁତାବକ ଗତ କିଛ ଦିନ ହେବ କିଛି ଅସାଧୁ ବ୍ୟକ୍ତି ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିଲେ । ଯାହା ଫଳରେ ବନବିଭାଗର ନିଦ ହଜି ଯାଇଥିଲା l ସେଥିପାଇଁ ଗଣିଆ!-->…
Read More...
Read More...
ପାଦରେ ଚଢିଗଲା ବଲେରୋ ଚକ, ଯୁବକ ଗୁରୁତର
ବୌଦ୍ଧ,୧୯/୩ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ - ଧଳପୁର୍ ରାସ୍ତାର ବୁରୁବୁଡା ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଜଣେ ଯୁବକଙ୍କ ପାଦ ଉପରେ ଗୋଟିଏ ବୋଲେରୋ ଚକ ଚଢି ଯିବାରୁ ସେ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ତିଲେଶ୍ବର୍ ଗ୍ରାମ ପଞ୍ଚାୟତ!-->…
Read More...
Read More...
ଭରୁଆ ଗ୍ରାମ ଜଙ୍ଗଲରେ ନିଆଁ ଲିଭାଇଲେ ଗ୍ରାମବାସୀ
ବୌଦ୍ଧ,୧୮/୩ - ବୌଦ୍ଧଜିଲ୍ଲା ମନମୁଣ୍ଡା ରେଞ୍ଜ ଗୁନ୍ଦୁଲିଆ ଫରେଷ୍ଟ ଅନ୍ତର୍ଗତ ଭରୁଆ ଗ୍ରାମରେ ଥିବା ଗ୍ରାମ୍ୟ ଜଙ୍ଗଲ ରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା l ଗ୍ରାମ୍ୟ ବନ ସୁରକ୍ଷା ସମିତିର ସଭାପତି ବୈଷ୍ଣବ ମଲ୍ଲିକଙ୍କ ନେତୃତ୍ବରେ ଅନ୍ୟାନ୍ୟ ସଦସ୍ୟ ତଥା!-->!-->!-->…
Read More...
Read More...
ହରଭଙ୍ଗା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ବୌଦ୍ଧ/ହରଭଙ୍ଗା୧୮/୩- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଗୁରୁବାର ଦିନ ବ୍ଲକ କାଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ହରଭଙ୍ଗାବ୍ଲକ ଚେୟାରମେନ୍ ବିଶ୍ବଜିତ୍ ମିଶ୍ର, ବ୍ଲକ ଉପାଧକ୍ଷ ରଶ୍ମିତା ମହାକୁଡ, ବୌଦ୍ଧଜିଲ୍ଲା ପରିଷଦ ଉପାଧକ୍ଷ!-->…
Read More...
Read More...