Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାରଳାରେ ସଟଡାଉନ କଡ଼ାକଡ଼ି
ପାରଳାଖେମୁଣ୍ଡି ; ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସଟଡାଉନ ହୋଇଛି। ଶନିବାର ଓ ରବିବାର ଏହି ସଟଡାଉନ ରହିବ ଆଜି ପୋଲିସ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଛକ ଜାଗାରେ ପୋଲିସ ମୃତୟନ ହୋଇଛି ଓ ଯାଞ୍ଚ କଡ଼ାକଡ଼ି କରା ଯାଇଛି।କାରଣ ନଥାଇ ବାହାରେ ବୁଲାବୁଲି ନ କରିବା ଓ!-->…
Read More...
Read More...
କୁମ୍ଭମେଳା ଫେରନ୍ତା ଶିକ୍ଷକଙ୍କ କରୋନା ରିପୋର୍ଟ ଆସିବା ପୂର୍ବରୁ ମୃତ୍ୟୁ
ବୌଦ୍ଧ,୨୫/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ଧଳପୁର ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁନୀଲ ଦାଶ (୪୧)ଙ୍କ ଗତକାଲି ବିଳମ୍ବିତ ରାତିରେ ଧଳପୁର ଠାରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସ୍ୱର୍ଗତ ଦାଶ କୁମ୍ଭମେଳାକୁ ଯାଇଥିଲେ । ସେ ରେଳପଥରେ ସେଠାରୁ!-->…
Read More...
Read More...
ନିଆଁରେ ପୋଡ଼ିଯାଇ ନାବାଳକର ଶୋଚନୀୟ ମୃତ୍ୟୁ
ସୁବର୍ଣ୍ଣପୁର,୨୫/୪- ସୁବର୍ଣ୍ଣପୁର ଜିଲ୍ଲା ବିନିକାବ୍ଲକ ଶଙ୍କରା ଗାଁରେ ଆଜି ଭୋର ସକାଳୁ ଏକ ଅଗ୍ନିକାଣ୍ଡ ଘଟି ଜଣେ ନାବାଳକର ଶୋଚନୀୟ ମୃତ୍ୟୁ ହୋଇଛି । ଚା' ତିଆରି କରୁଥିବାବେଳେ ଅଚାନକ ଗ୍ୟାସ୍ଲିକ୍ ହୋଇଯିବାରୁ ଘର ପୋଡ଼ିଯିବା ସହ ଜଣେ ୧୦ବର୍ଷ ନାବାଳକ ବାବୁଶାନ୍ ଗୁଡୁରିଆ ଗ୍ୟାସରେ!-->…
Read More...
Read More...
ଟିକାର ଏକ ଦର ଧାର୍ଯ୍ୟ ହେଉ, ରାଜ୍ୟ ଉପରେ ଆର୍ଥିକ ଚାପ ଦିଆ ନ ଯାଉ:ସାଂସଦ
ଭୁବନେଶ୍ୱର : ଚିନ୍ତାଜନକ ବିଷୟ। ଆମେ ଭାବିଥିଲୁ କୋଭିସିଲଡ଼ ପରି କିଛି ଦର ହେବ। ICMR ଦ୍ୱାରା ସ୍ୱୀକୃତି covaxin କମ ହେବ ବୋଲି ଭାବିଥିଲୁ। ହେଲେ ବହୁତ ବଢିଛି। ରାଜ୍ୟମାନଙ୍କ ସମ୍ବଳ ଉପରେ ଅଧିକ ଚାପ ପଡ଼ିବ। ରାଜ୍ୟମାନେ ନିଜ ସ୍ତରରରେ କୋବିଡ଼ ମୁକାବିଲା କରୁଛନ୍ତି। ଯେତେ ସ୍ୱାସ୍ଥ୍ୟ!-->…
Read More...
Read More...
ବୌଦ୍ଧ: ଆଜି ଜିଲ୍ଲାରେ ୩୨ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୨୫/୪ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୩୨ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୩୨ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୬୯ ରେ ପହଞ୍ଚିଛି ।!-->…
Read More...
Read More...
ସହରାଞ୍ଚଳ ସର୍ଟଡାଉନରେ ଆଶ୍ଚର୍ଯ୍ୟଜନକ ଭାବେ ଗ୍ରାମାଞ୍ଚଳ ସାମିଲ୍ !
ବୌଦ୍ଧ/ବାଉଁଶୁଣୀ,୨୫/୪ - ସରକାରୀ ଘୋଷଣା ଅନୁଯାୟୀ ରାଜ୍ୟର କେବଳ ସହରାଞ୍ଚଳରେ ସପ୍ତାହାନ୍ତ ସର୍ଟ ଡାଉନ ଶନିବାର ଓ ରବିବାର ହେବାକୁ ଥିବାବେଳେ ବୌଦ୍ଧ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ମଧ୍ୟ ଗତକାଲି ଅଘୋଷିତ ସର୍ଟଡାଉନ ଦେଖିବାକୁ ମିଳିଥିଲା । ଚାରିଛକ, ପୁରୁଣାକଟକ, ସାହାଜପାଲ, ବାଉଁଶୁଣୀ,!-->…
Read More...
Read More...
କେନ୍ଦୁପତ୍ର ଫଡି ପ୍ରତିଷ୍ଠା ହେଲାନାହିଁ, ଚିନ୍ତାରେ ୩ ଗାଆଁର ପତ୍ର ତୋଳାଳୀ
ବୌଦ୍ଧ,୨୫/୪- ବୌଦ୍ଧ କେନ୍ଦୁପତ୍ର ବନଖଣ୍ଡ ବାଉଁଶୁଣୀ ରେଞ୍ଜ ଅନ୍ତର୍ଗତ ଆମ୍ବଝରୀ ଗ୍ରାମ ପଞ୍ଚାୟତ କୁରୁକୁଚ ଗ୍ରାମ ଠାରେ ଗୋଟିଏ କେନ୍ଦୁପତ୍ର ଫଡି ପ୍ରତିଷ୍ଠା ପାଇଁ ରାମ୍ଭିକଟା, କରଡାପଡା ଓ କୁରୁକୁଚ ଗ୍ରାମର ପତ୍ରତୋଳାଳୀ ମାନେ ବହୁଦିନରୁ ଦାବୀ କରି ଆସୁଛନ୍ତି । ଏ ସଂପର୍କରେ ସ୍ଥାନୀୟ!-->…
Read More...
Read More...
ହଟହଟା ହେଲେ କେନ୍ଦୁପତ୍ର ତୋଳାଳି,ଫଡିକୁ ନେଇ ଫେରାଇ ଆଣିଲେ ପତ୍ର
ହରଭଙ୍ଗା : ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ପ୍ରୋତ୍ସାହନ ରାଶି ସହିତ ଆନୁସଙ୍ଗିକ ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି । ମାତ୍ର ଚଳିତବର୍ଷ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ କେନ୍ଦୁପତ୍ର ସଂଗ୍ରହରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ତୋଳାଳିଙ୍କଠାରୁ ଚଳିତବର୍ଷ ୧/୨ ଫର୍ମ ବା ୫୦ ବିଡା ଲେଖାଏଁ!-->…
Read More...
Read More...
ସମ୍ବଲପୁର ମଣ୍ଡଳ ଅକ୍ସିଜେନ ଏକ୍ସପ୍ରେସର ସୁରକ୍ଷିତ ଚଳାଚଳ ସୁନିଶ୍ଚିତ କରିଛି
ସମ୍ବଲପୁର : କୋଭିଡ-୧୯ ବିରୋଧରେ ଲଡେଇ ଜାରି ରଖି ଭରତୀୟ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ଇସ୍ପାତ କାରଖାନାରୁ ଅମ୍ଳଜାନ ଯୋଗାଇବା ପାଇଁ ଅକ୍ସିଜେନ ଏକ୍ସପ୍ରେସ ଚଳାଇବାକୁ ପ୍ରସ୍ତୁତ ହୋଇଛି । ପୂର୍ବତଟ ରେଳବାଇର ସମ୍ବଲପୁର ମଣ୍ଡଳ ଏହାର ଅଧୀନରେ ଅକ୍ସିଜେନ ସ୍ପେଶାଲ ନିରାପଦ ଓ ଦ୍ରୁତ ଗତି!-->…
Read More...
Read More...
ସାହସୀ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନ ପ୍ରଦାନ ସହ ବେଦାନ୍ତ ପକ୍ଷରୁ ଜାତୀୟ ଅଗ୍ନିସେବା ସପ୍ତାହ ପାଳିତ
ଭୁବନେଶ୍ୱର : ଭାରତର ବୃହତ୍ତମ ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦର ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଲିମିଟେଡ ପକ୍ଷରୁ ଅପ୍ରେଲ ୧୪ ରୁ ୨୧ ପର୍ଯ୍ୟନ୍ତ ଓଡ଼ିଶାର ଲାଞ୍ଜିଗଡ଼ ଠାରେ ଥିବା ଆଲୁମିନା ରିଫାଇନାରୀରେ ଏବଂ ଓଡ଼ିଶାର ଝାରସୁଗୁଡ଼ା ଠାରେ ଥିବା ଆଲୁମିନିୟମ ଏବଂ ପାୱାର ଅପରେସନ ଠାରେ ୭୮!-->…
Read More...
Read More...