Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହୁଲଫୁଲର ଅଭାବୀ ବିକ୍ରୀ : ପରିଶ୍ରମ ଅଧିକ,ପ୍ରାପ୍ୟ କମ୍
ହରଭଙ୍ଗା : ମହୁଲ ହେଉଛି ବୌଦ୍ଧଜିଲ୍ଲାର ଅନ୍ୟତମ ପରିଚୟ, ଜିଲ୍ଲାର ଆଦିବାସୀଙ୍କ ପାଇଁଁ ବର୍ଷର ଦୁଇମାସ ରୋଜଗାରର ମାଧ୍ୟମ ହୋଇଥାଏ ।ତେବେ ଚଳିତବର୍ଷ ମହୁଲଫୁଲର ଅଭାବିବିକ୍ରୀ ଆଦିବାସୀଙ୍କ ପାଇଁଁ ଏକ ସମସ୍ୟା ସୃଷ୍ଟି କରିଛି । ମାର୍ଚ୍ଚ଼ ଓ ଏପ୍ରିଲ୍ ମାସରେ ହଜାର୍ ହଜାର୍ ସଂଖ୍ୟାରେ ଆଦିବାସୀ!-->…
Read More...
Read More...
ରାଜ୍ୟରେ ପୁଣି ୬୧୧୬ ପଜିଟିଭ୍ ଚିହ୍ନଟ, ୭ ମୃତ
ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା!-->…
Read More...
Read More...
ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ପାଇଁ କାର୍ଯ୍ୟକ୍ଷମ ହେଲା ସମର୍ପିତ କୋଭିଡ ଚିକିତ୍ସାଳୟ
ସୁବର୍ଣ୍ଣପୁର,୨୫/୪- ରାଜ୍ୟରେ ବର୍ତ୍ତମାନ କରୋନା ର ଦ୍ଵିତୀୟ ଲହର କ୍ରମଶଃ ବୃଦ୍ଧିହେଉଥିବାର ପରିଲକ୍ଷିତ ହେଉଛି l ସର୍ବସାଧାରଣଙ୍କ ଧନଜୀବନ ତଥା ସ୍ୱାସ୍ଥ୍ୟକୁ ଦୃଷ୍ଟି ରେ ରଖି ସରକାରଙ୍କ ତରଫରୁ ବହୁବିଧ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ କରୋନା ସଂକ୍ରମିତ ରୋଗୀଙ୍କ ତୁରନ୍ତ!-->!-->!-->…
Read More...
Read More...
କରୋନା ରୋଗୀଙ୍କ ଶବ ସତ୍କାର ପାଇଁ ପ୍ରଶାସନ ତରଫରୁ ଜମି ଚିହ୍ନଟ
ଦାରିଙ୍ଗବାଡି,୨୪/୪ : ଦାରିଙ୍ଗବାଡିରେ କୋଭିଡ଼ ଆକ୍ରାନ୍ତଙ୍କ ଶବ ଦାହ କରିବାକୁ ନେଇ ଘୁ .ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନେତୃତ୍ୱରେ ଦାରିଙ୍ଗବାଡି ହେଲିପ୍ୟାଡ଼ ପଡ଼ିଆ ପାଖରେ ଥିବା ଜମିକୁ ଶବ ଦାହ କରିବା ପାଇଁ ଚିହ୍ନଟ କରାଯାଇଛି । ଏହା ପୂର୍ବରୁ ଗ୍ରୀନବାଡ଼ି ପଞ୍ଚାୟତ!-->!-->!-->…
Read More...
Read More...
ଟିଏମସି ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ
ଜହ୍ନାପଙ୍କ,୨୪/୪ - ବର୍ତ୍ତମାନ ରାଜ୍ୟ ତଥା ଦେଶରେ କରୋନା ଲହର ଦ୍ରୁତ ବେଗରେ ବଢିଚାଲିଥିବାବେଳେ ପ୍ରବାସୀ ଓଡିଆଙ୍କ ଘର ବାହୁଡ଼ା ପାଇଁ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛନ୍ତି। ଆଜି ବୌଦ୍ଧ ଜିଲ୍ଲାପାଳ ଲାଲଟେନ୍ଦୁ ମିଶ୍ର ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ଟିଏମସି କେନ୍ଦ୍ର କୁ!-->…
Read More...
Read More...
ରାସ୍ତା ତଳକୁ ଓଲଟିପଡିଲା ଟ୍ରକ୍
ବୌଦ୍ଧ/ହରଭଙ୍ଗା,୨୪/୪- ବୌଦ୍ଧଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଆଡେଣିଗଡ ଫାଣ୍ଡି ଅଧୀନସ୍ଥ ମାଧପୁର ବ୍ରିଜ୍ ନିକଟରେ ଏକ ଲୁହା କବାଡି ବୋଝେଇ ଟ୍ରକ୍ ରାସ୍ତା ତଳକୁ ଖସିପଡିଥିଲା । ସୁଚନାମତେ ଟ୍ରକ୍ଟି ଲୁହାରଷ୍ଟ୍ ସାମାନ୍ ଗୁଡିକ ବୋଝେଇ ହୋଇ!-->…
Read More...
Read More...
ଟ୍ରାକ୍ଟର ମୋଟରସାଇକେଲ ମୁହାଁମୁହିଁ ଧକ୍କା, ୩ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ
ବାଲିଗୁଡ଼ା,୨୪/୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କଟପଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ଟ୍ରାକ୍ଟର ସହ ଓ ଗୋଟିଏ ପଲସର୍ ବାଇକ୍ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ୨ଜଣ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ଖବରପାଇ ବାଲିଗୁଡ଼ା!-->…
Read More...
Read More...
ବନବିଭାଗ ଦ୍ୱାରା ୧୦ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର
ବାଲିଗୁଡ଼ା,୨୪/୪: କନ୍ଧମାଳ ଜିଲ୍ଲା କୋଟଗଡ଼ ସଗଡ଼ିଆ ସାହିରୁ ୧୦ଫୁଟ ଲମ୍ବର ଗୋଟିଏ ଅହିରାଜ ସାପ ଉଦ୍ଧାର କରିଛି କୋଟଗଡ଼ ବନବିଭାଗ । ସୂଚନାନୁସାରେ କୋଟଗଡ଼ ବତାଗୁଡ଼ା ନିକଟ ସଗଡ଼ିଆ ସାହିର କିଛି ଲୋକ ଏକ ୧୦ଫୁଟରୁ ଉର୍ଦ୍ଧ୍ୱ ଲମ୍ବର ବିଷଧର ଅହିରାଜ ସାପକୁ ଦେଖିଥିଲେ ଓ ସଙ୍ଗେସଙ୍ଗେ କୋଟଗଡ଼!-->…
Read More...
Read More...
ସୁବର୍ଣ୍ଣପୁରର ସହରାଞ୍ଚଳରେ ଶଟଡାଉନର ପ୍ରଭାବ
ସୁବର୍ଣ୍ଣପୁର,୨୪/୪- ସମଗ୍ର ରାଜ୍ୟରେ ଦିନକୁଦିନ ବଢିବଢି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଠୁ ସୁବର୍ଣ୍ଣପୁର ଜିଲ୍ଲାରେ ସପ୍ତାହନ୍ତ ସଟ୍ଡାଉନ୍ ଆରମ୍ଭ ହୋଇଛି । ସପ୍ତାହର ଶନିବାର ଓ ରବିବାର ୨ଦିନ ଧରି ଜିଲ୍ଲାର ସୁବର୍ଣ୍ଣପୁର ସହର ସମେତ!-->…
Read More...
Read More...
ମେ ପନ୍ଦର ଯାଏଁ ଶ୍ରୀମନ୍ଦିର ଦର୍ଶନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ
ପୁରୀ,୨୪/୪: ଆଜି ଭରଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ସର୍ବସମ୍ମତି କ୍ରମେ ଆସନ୍ତା ମେ ୧୫ ତାରିଖ ଯାଏଁ ଶ୍ରୀମନ୍ଦିର ଦର୍ଶନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କରୋନାର କରାଳ ରୂପ ସହିତ ପଶ୍ଚିମବଙ୍ଗ ଷ୍ଟ୍ରେନ ଆଶଙ୍କାରେ ଏହି!-->…
Read More...
Read More...