Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସରସରାରେ ରାଧାରାଣୀ ଭାଗବତ ଟୁଙ୍ଗୀ ଉଦଘାଟିତ
ବୌଦ୍ଧ,୧୭/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ନୂଆସାହି ଠାରେ ରାଧାରାଣୀ ଭାଗବତ ଟୁଙ୍ଗୀ ଉଦଘାଟିତ ହୋଇଯାଇଛି | ହରଭଙ୍ଗା ବ୍ଲକ ବିଡ଼ିଓ ନୀଳକଣ୍ଠ ବେହେରା ଭାଗବତ ଟୁଙ୍ଗୀ କୁ ଫିତା କାଟି ଉଦଘାଟନ କରିଥିଲେ | ଏକ ଲକ୍ଷ ଟଂକାର ସରକାରୀ ଅନୁଦାନ ଓ ସରସରା ନୂଆସାହି ନିବାସୀ ଭଗବତ୍ ପ୍ରେମୀ!-->…
Read More...
Read More...
ନାତିକୁ ଉଦ୍ଧାର କରିବାକୁ ଯାଇ ଜେଜେମାର ଜୀବନ ଗଲା
ଦାରିଙ୍ଗବାଡ଼ି,୧୭/୪: ୩ ବର୍ଷର ନାତିକୁ ବିଦ୍ୟୁତ ଆଘାତରୁ ଉଦ୍ଧାର କରିବାକୁ ଯାଇ ଜେଜେମାର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ସୋନପୁର ଗ୍ରାମରେ। ମୃତକ ଜେଜେମା ଜଣକ ହେଲେ ୬୦ ବର୍ଷୀୟ ବୃଦ୍ଧା ସନ୍ଧ୍ୟାବାଲି ବେହେରାଦଳେଇ।ଦାରିଙ୍ଗବାଡି!-->…
Read More...
Read More...
କୋଶଳାଞ୍ଚଳରେ କୋରନା ମୁକାବିଲା ପାଇଁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲାଯାଉ ଓ…
ବଲାଙ୍ଗୀର : ସଂପ୍ରତି ଦେଶରେ କରୋନା ସଂକ୍ରମଣର ତୃତୀୟ ଲହରୀ ମାଡି ଚାଲିଛି । ଏହି ଲହରୀରେ କରୋନାର ନୂଆ ରୂପ ଅଧିକ ସଂକ୍ରମଣ ଜନିତ ଓ ବିପଦପୂର୍ଣ୍ଣ ଅଟେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଆଜି ଯାଏ ସାରା ଦେଶରେ ପ୍ରାୟ ଅଢେଇ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କରୋନାର ଦ୍ୱିତୀୟ ଲହରୀରେ ଆକ୍ରାନ୍ତ!-->…
Read More...
Read More...
୧୯ରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ବର ୧୬/୦୪ : ରାଜ୍ୟରେ ବନ୍ଦ ହେବ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ । ଆସନ୍ତା ୧୯ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀମାନଙ୍କ ପଢିବା ପାଇଁ ଅନଲାଇନ୍ କ୍ଲାସ୍ ଆରମ୍ଭ ହେବା ନେଇ ଘୋଷଣା କରିଛି ଉଚ୍ଚ ଶିକ୍ଷା!-->…
Read More...
Read More...
ସପ୍ତାହକ ଦୁଇଦିନ ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ହାର ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିବା ପରେ ସପ୍ତାହକ ଦୁଇଦିନ ଶନିବାର ଓ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବା ପାଇଁ ଆଜି ନିଷ୍ପତ୍ତି ହୋଇଛି । ଶ୍ରୀ ମନ୍ଦିର ଛତିଶା ନିଯୋଗ ବୈଠକରେ ମନ୍ଦିରର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି ଓ ଛତିଶା!-->…
Read More...
Read More...
ଢାବାରେ ଅବକାରୀ ଚଢାଉ, ବିପୁଳ ପରିମାଣର ବିଅର୍ ଜବତ୍, ୩ ଗିରଫ
ବୌଦ୍ଧ,୧୬/୪ - ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଉପ ନିରୀକ୍ଷକ ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଆଜି ଅବକାରୀ ଓ ପୋଲିସର ମିଳିତ ଚଢାଉରେ ବାଉଁଶୁଣୀ ଥାନା ସିଙ୍ଗାରୀ ନିକଟ ଗୋଟିଏ ଢାବାରୁ ବିପୁଳ ପରିମାଣର ବିଅର୍ ଜବତ୍ ହୋଇଥିବା ଜଣାପଡିଛି ।!-->…
Read More...
Read More...
କ୍ରସର୍ ବିରୋଧରେ ତାତିଲେ ମହିଳା, ଜିଲ୍ଲାପାଳଙ୍କୁ କଲେ ଅଭିଯୋଗ
ବୌଦ୍ଧ,୧୬/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଖରଭୁଇଁଁ ଗ୍ରାମରେ ପ୍ରତିଷ୍ଠା ହୋଇଥିବା କ୍ରସରକୁ ବହୁଦିନ ହେଲା ଗ୍ରାମବାସୀ ବିରୋଧ କରି ଆସୁଥିବା ବେଳେ ବର୍ତ୍ତମାନ ମହିଳାମାନେ କ୍ରସର୍ ବିରୋଧରେ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି । ଆଜି ମା ବୁଢୀ ଠାକୁରାଣୀ!-->…
Read More...
Read More...
ବାରହା ଆକ୍ରମଣରେ ଯୁବକ ଗୁରୁତର
ବାଲିଗୁଡ଼ା,୧୬/୪: କନ୍ଧମାଳଜିଲ୍ଲା କୋଟଗଡ଼ବ୍ଲକ୍ ଅନ୍ତର୍ଗତ ମାର୍ଲାଙ୍ଗା ପଞ୍ଚାୟତ ସାଲକି ସିତାଗୁଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବାରହା ଆକ୍ରମଣରେ ଯୁବକ ଗୁରୁତର ହୋଇପଡିଥିବାବେଳେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ପରିବାର ଲୋକେ । ସୂଚନା!-->…
Read More...
Read More...
କରୋନାରେ ଚାଲିଗଲେ ପାଟଣାଗଡ ସମ୍ବାଦ ପ୍ରତିନିଧି ଜତିଶ ଖମାରୀ
ପାଟଣାଗଡ,୧୬/୪: ବଲାଙ୍ଗିର ଜିଲ୍ଲା ପାଟଣାଗଡ ସମ୍ବାଦ୍ର ସାମ୍ବ ।ଦିକ ଜତିଶ ଖମାରୀ (୪୬)ଙ୍କ ଗୁରୁବାର ରାତି ୧୦ଟାରେ ପରଲୋକ ଘଟିଛି । ତାଙ୍କର ମୃତ୍ୟୁଖବର ପ୍ରଚାର ହେବାପରେ ପାଟଣାଗଡ ଅଞ୍ଚଳ ତଥା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ଜଣେ ନିରପେକ୍ଷ, ନିର୍ଭୀକ ସାମ୍ବାଦିକ ତଥା!-->…
Read More...
Read More...
ବୌଦ୍ଧ: ଜିଲ୍ଲାରେ ପୁଣି ୯ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୧୬/୪ - ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୯ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬୧ରେ ପହଞ୍ଚିଛି । ସିଡିଏମଓ!-->…
Read More...
Read More...