Browsing Category

ରାଜ୍ୟ

ଧାନ କିଣାନଯିବା ପ୍ରତିବାଦରେ ୪୧ ନମ୍ବର ରାଜ୍ୟ ରାଜପଥ ଅବରୋଧ

ବୌଦ୍ଧ/ବାଉଁଶୁଣୀ,୧୩/୩ - ବୌଦ୍ଧ ଜିଲ୍ଲାରେ ପ୍ରଶାସନ ଖରିଫ ଧାନ କ୍ରୟ କରିବାରେ ବିଫଳ ହୋଇଥିବାରୁ ପ୍ରତିଦିନ ଚାଷୀମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳୁଛି । ଆଜି ସକାଳେ କଣ୍ଟାମାଳ ସେବା ସମବାୟ ସମିତିର ଚାଷୀମାନେ ସମିତି କାର୍ଯ୍ୟାଳୟ ନିକଟରେ କଣ୍ଟାମାଳ ଠାରେ
Read More...

ବିଭିନ୍ନ ସମସ୍ୟା ଓ ଦରଦାମ ବୃଦ୍ଧି ବିରୋଧରେ କଂଗ୍ରେସର ପ୍ରତିବାଦ

ବୌଦ୍ଧ,୧୩/୩- ପେଟ୍ରୋଲ୍‌, ଡିଜେଲ ଓ ରୋଷେଇ ଗ୍ୟାସ୍‌, ଡାଲି ଓ ଖାଇବା ତେଲ ଆଦିର ଦରବୃଦ୍ଧି ସହିତ ଧାନର ଅଭାବୀବିକ୍ରୀ ବିରୋଧରେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏନଏସି ଛକ ଠାରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଶତାଧିକ କଂଗ୍ରେସ କର୍ମୀ ଓ ମହିଳାମାନେ ଥାଳି ବାଡେଇ ଅଭିନବ
Read More...

ସମରକଟାରେ ମୋ ଚାଟଶାଳୀ ପାଠର ଶୁଭାରମ୍ଭ

ବୌଦ୍ଧ/ହରଭଙ୍ଗା - ୧୨ ଆଦିମ ଅଧିବାସୀ ଏକତା ମଞ୍ଚ ତରଫରୁ ମୋ ଚାଟଶାଳୀ ହରଭଙ୍ଗାବ୍ଲକ ଧଳପୁର ପଂଚାୟତର ସମରକଟା କଇଁଫୁଲ ଆଶ୍ରମ ଠାରେ ଶୁଭାରମ୍ଭ ହୋଇଯାଇଛି। ଏଥିରେ ଓଡ଼ିଶା ଶ୍ରମଜୀବୀ ମଞ୍ଚ ସଭାପତି ଦାଶରଥୀ ନାଏକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଠାରେ ସମର କଟା, ବଦଳାସାହି ଗ୍ରାମର
Read More...

ଭାରସାମ୍ୟ ହରାଇ ବାଇକ ଚାଳକ ଗୁରୁତର

ଫୁଲବାଣୀ,୧୨/୩:କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୂତି ମେଣ୍ଡି ପଞ୍ଚାୟତ ଜାତୀୟ ରାଜପଥରେ ଏକ ହିରୋହୋଣ୍ଡା ମୋଟର ସାଇକଲ ଓଆର୦୭ଏଚ୍ ୪୪୦୯ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ।ବାଇକ ଚାଳକ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ଦୂତିମେଣ୍ଡୀ ଗ୍ରାମବାସୀ ଖଜୁରୀପଡ଼ା
Read More...

ତିନି ବ୍ଲକରେ ଆଜିଠୁ ଗଡିଲା ବନାଗ୍ନି ସଚେତନତା ରଥ

ବୌଦ୍ଧ ,୧୨/୩- ଆଜି ବୌଦ୍ଧ ବନଖଣ୍ଡ ତରଫରୁ ତିନି ବ୍ଲକ୍ ଅଂଚଳ ପାଇଁ ତିନି ଗୋଟି ବନାଗ୍ନି ସଚେତନତା ରଥର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧୀକ୍ଷକ ଭି ରଘୁନାଥ ରାଓ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ
Read More...

ମହିଳା ସଙ୍ଗଠନ ଅନନ୍ୟା ଆନୁକୂଲ୍ୟରେ ମହାଶିବରାତ୍ରି ପାଳିତ

ପାରଳାଖେମୁଣ୍ଡି,୧୨/୩- ପବିତ୍ର ମହାଶିବରାତ୍ରୀ ଅବସରରେ କରଣସାହିସ୍ଥିତ ନୃସିଂହନାଥ ମନ୍ଦିର ମୁକ୍ତ ମଞ୍ଚରେ ଅନନ୍ୟା ମହିଳା ସଙ୍ଗଠନ ପକ୍ଷରୁ ଭକ୍ତି ସଙ୍ଗୀତ ଏବଂ ଓଡ଼ିଶୀ ନୃତ୍ୟ , ମହାରୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ସଂଗଠନର ସଭାନେତ୍ରୀ ମମତା ଆପଟ, ସମ୍ପାଦିକା
Read More...

ବିଭିନ୍ନ ଶୈବାଳୟରେ ମହାଶିବରାତ୍ରି ପାଳିତ

ବୌଦ୍ଧ/ଜହ୍ନାପଙ୍କ,୧୧/୩- ବୌଦ୍ଧବ୍ଲକ ଅନ୍ତର୍ଗତ ଐତିହାସିକ ଚାରିଶମ୍ଭୁର ସିଦେ୍ଧଶ୍ୱର ଓ ପଶ୍ଚିମ ସୋମନାଥ, ଚଣ୍ଡିତଲ ଗୁପ୍ତେଶ୍ୱର,ଚଣ୍ଡିଗଡ଼ ସପ୍ନେଶ୍ୱର, ଦାମୋଦରପୁର ଷଣ୍ଢେଶ୍ୱର, ପଳାସ ଧବଳେଶ୍ୱର ଗୋଛାପଡା, କୃଷ୍ଣପାଲି, ଖାଲିଆପାଲି ଆଦି ଶୈବପୀଠରେ କରୋନା କଟକଣା ମଧ୍ୟରେ ମହାଶିବରାତ୍ରି
Read More...

ଟ୍ରାକ୍ଟର ସହ 60 ଖଣ୍ଡ ବଲହା ଜବତ୍, ଡ୍ରାଇଭର ଫେରାର

ବୌଦ୍ଧ,୧୨/୩ - ବୌଦ୍ଧ ରେଞ୍ଜ ବଘିଆପଡା ଫରେଷ୍ଟ ଅନ୍ତର୍ଗତ ଜାମୁଖୋଲ୍ ଗ୍ରାମ ନିକଟ ଜଙ୍ଗଲ ଭୂଇଁ ଛକ ପାଖରୁ ଗୋଟିଏ ଟ୍ରାକ୍ଟର ସହ 60 ଖଣ୍ଡ ବଲହା ବନ ବିଭାଗ ଜବତ୍ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ବନ ବିଭାଗର କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ବେଳେ
Read More...

ଜଙ୍ଗଲରେ ନିଆଁ ଲଗାଇଥିବା ଅଭିଯୋଗରେ ୨ ଗିରଫ

ବୌଦ୍ଧ,୧୨/୩ - ବୌଦ୍ଧଜିଲ୍ଲା କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ପଦ୍ମତୋଳା ଅଭୟାରଣ୍ୟ ଭିତରେ ନିଆଁ ଲଗାଇଥିବା ଅଭିଯୋଗରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ କର୍ମଚାରୀ ମାନେ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଘୁମୁରୀ ପଡା ଗ୍ରାମର ମୋହନ ଦେହୁରୀ
Read More...

ବାଇକ ଓ ଅଟୋ ମଧ୍ୟରେ ଧକ୍କା, ଦୁଇ ଗୁରୁତର

ବୌଦ୍ଧ,୧୧/୩ - ଆଜି ସନ୍ଧ୍ୟାରେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର ଦେଉଳି ମଦ ଭାଟି ନିକଟରେ ଗୋଟିଏ ବାଇକ ଓ ଅଟୋ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ହେବାରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ମନମୁଣ୍ଡାରୁ ବାଇକ ଯୋଗେ ବରଗାଁ ଗ୍ରାମର
Read More...