Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଡକାୟତି ପାଇଁ ସଜବାଜ ବେଳେ ୫ ଡକାୟତ ଗିରଫ
ବୌଦ୍ଧ,୪/୩ - ଏକାଧିକ ଅପରାଧ ମାମଲାର ଅପରାଧିଙ୍କୁ ଧରିବାରେ ବିଫଳ ହୋଇଥିବା ମନମୁଣ୍ଡା ପୋଲିସ୍ ମଙ୍ଗଳବାର ରାତିରେ ୫ ଡକାୟତଙ୍କୁ ଡକାୟତି ପାଇଁ ସଜବାଜ ହେଉଥିବା ବେଳେ ଗିରଫ କରିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ପୋଲିସ୍ ମଙ୍ଗଳବାର ରାତିରେ ପେଟ୍ରୋଲିଂ କରୁଥିବା!-->…
Read More...
Read More...
ସନ୍ତୋଷ ଜାନୀ ହତ୍ୟା ମାମଲା, ଦୁଇ ଭାତୃହନ୍ତା ଗିରଫ
ବୌଦ୍ଧ /ବାଉଁଶୁଣୀ,୪/୩- ଗତ ରବିବାର ରାତିରେ ବାଉଁଶୁଣୀ ଥାନା ଗୋଛାପଡା ଗ୍ରାମ ପଞ୍ଚାୟତ ମଲିକପଡା ଗ୍ରାମର ଓ.ଏସ.ଏ.ପି. କନେଷ୍ଟବଳ ସନ୍ତୋଷ ଜାନୀ ହତ୍ୟା ମାମଲାର ଅଭିଯୁକ୍ତ ଦୁଇ ଭାତୃହନ୍ତା ସାର୍ତ୍ତିକ ଜାନୀ ଓ ପ୍ରଶାନ୍ତ ଜାନୀ ବାଉଁଶୁଣି ପୋଲିସ ହାତରେ ଧରା ପଡିଛନ୍ତି । ବୁଧବାର ସକାଳେ!-->…
Read More...
Read More...
ଡକାୟତି ପାଇଁ ସଜବାଜ ବେଳେ ୫ ଡକାୟତ ଗିରଫ
ବୌଦ୍ଧ,୪/୩ - ଏକାଧିକ ଅପରାଧ ମାମଲାର ଅପରାଧିଙ୍କୁ ଧରିବାରେ ବିଫଳ ହୋଇଥିବା ମନମୁଣ୍ଡା ପୋଲିସ୍ ମଙ୍ଗଳବାର ରାତିରେ ୫ ଡକାୟତଙ୍କୁ ଡକାୟତି ପାଇଁ ସଜବାଜ ହେଉଥିବା ବେଳେ ଗିରଫ କରିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ପୋଲିସ୍ ମଙ୍ଗଳବାର ରାତିରେ ପେଟ୍ରୋଲିଂ କରୁଥିବା!-->…
Read More...
Read More...
ବାଇକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର
ବୌଦ୍ଧ,୪/୩ - ମନମୁଣ୍ଡା - ଶଗଡା ରାସ୍ତାର ଗୁଡଭେଲିପଦର ଦଳିତ ସାହି ନିକଟରେ ଗୋଟିଏ ସାଇକେଲକୁ ବାଇକ ଧକ୍କା ଦେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାନ୍ହରେ ଗୁଡଭେଲିପଦର୍ ଗ୍ରାମ ର ନଟବର ନାଏକ ସାଇକେଲ ଯୋଗେ ମନମୁଣ୍ଡା!-->!-->!-->…
Read More...
Read More...
ମାଓ ପ୍ରବଣ ଅଞ୍ଚଳରେ ସିଆରପିଏଫ୍ ୧୨୭ ବାଟାଲିୟନର ସଚେତନତା କାର୍ଯ୍ୟକ୍ରମ
ବାଲିଗୁଡ଼ା,୩/୩: କନ୍ଧମାଳ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମାଦାଗୁଡା ଓ ବେଲଘର ଥାନା ଅଞ୍ଚଳରେ ସିଆରପିଏଫ୍ ୧୨୭ ବାଟାଲିୟନର ସଚେତନତା କାର୍ଯ୍ୟକ୍ରମ ଓ ସୋଲାର ଲାଇଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଦାଗୁଡ଼ା ଗ୍ରାମର ସ୍କୁଲ ଖେଳ ପଡିଆରେ!-->…
Read More...
Read More...
“ମୋ ଚାଟଶାଳୀ” ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ
ବୌଦ୍ଧ - କରୋନା ମହାମାରୀ ପ୍ରଭାବରେ ବିଦ୍ୟାଳୟ ବନ୍ଦ ହେତୁ ଶିକ୍ଷାରୁ ବଞ୍ଚିତ ହେଉଥିବା ଏବଂ ଶିକ୍ଷାର ଦୁର୍ବଳତା ଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷାର ବ୍ୟବଧାନ କୁ ଦୁର କରିବାକୁ ଆଦିମ ଅଧିବାସୀ ଏକତା ମଞ୍ଚ ବୌଦ୍ଧ ଜିଲ୍ଲା ବ୍ୟାପି ମୋ ଚାଟଶାଳୀ ଖୋଲିବାକୁ ନିଷ୍ପତି ନେଇଛି l!-->…
Read More...
Read More...
ମଲ୍ଲିକପଡା ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତ ରେଙ୍ଗାଲିରୁ ଗିରଫ
ବୌଦ୍ଧ/ବାଉଁଶୁଣୀ,୩/୩ - ଗତ ରବିବାର ରାତିରେ ବାଉଁଶୁଣୀ ଥାନା ଗୋଛାପଡା ଗ୍ରାମ ପଞ୍ଚାୟତ ମଲ୍ଲିକପଡା ଗ୍ରାମରେ ନିଜ ସାନ ଭାଇକୁ ହତ୍ୟାକରି ନିଆଁରେ ପୋଡି ଦେଇଥିବା ମାମଲାର ଅନ୍ୟତମ ଫେରାର ଅଭିଯୁକ୍ତ ମଝିଆ ଭାଇ ପ୍ରଶାନ୍ତ ଜାନୀ ପୋଲିସ ହାତରେ ଧରା ପଡିଥିବା ଥାନା ଅଧିକାରୀ ସୁବାସ ଚନ୍ଦ୍ର!-->…
Read More...
Read More...
ନିଆଁଲାଗି ୩୦ ଛେଳି ଜୀବନ୍ତ ଦଗ୍ଧ
ବୌଦ୍ଧ,୩/୩ - ଗତକାଲି ରାତିରେ ବୌଦ୍ଧବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଛେଳି ଗୁହାଳରେ ନିଆଁ ଲାଗି ୩୦ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜଗନ୍ନାଥପୁର ଗ୍ରାମର ଛେଳିପାଳକ କଇରା ପ୍ରଧାନ ଓ ଏକାର ପ୍ରଧାନଙ୍କ ଛେଳି କୁଠିରେ!-->…
Read More...
Read More...
୨୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ଦାରିଙ୍ଗବାଡି,୩/୩: ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଡବେରି ଗ୍ରାମ ଠାରେ ଦାରିଙ୍ଗବାଡି ପୋଲିସ ପକ୍ଷରୁ ଏକ ଗଞ୍ଜେଇ ଗାଡି ଜବତ କରାଯିବା ସହ ୨୪ କେଜି ୬୦୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରାଯାଇଥିବା ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ପ୍ରଦାନ କରିଛନ୍ତି । ଗିରଫ ବ୍ୟକ୍ତି!-->…
Read More...
Read More...
ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବୌଦ୍ଧ,୩/୩ - ଆଜି ଭୋର ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ତେଲିବନ୍ଧ ଗ୍ରାମପଂଚାୟତ କମଳପୁର ଠାରେ ଏକ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ କାରରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ନମ୍ବର ୫୭ରେ ଏକ!-->…
Read More...
Read More...