Browsing Category

ରାଜ୍ୟ

ଗଜପତିରେ ପୁଣି ୧୨୧ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୪/୫- ଗଜପତି ଜିଲ୍ଲାରେ ଆଜି ପୁଣି ୧୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୬୮ ଜଣ, ଗୋଶାଣି ବ୍ଳକରେ ୨୪ ଜଣ,ଗୁମ୍ମା ବ୍ଳକରୁ ୪ ଜଣ,କାଶୀ ନଗର ବ୍ଳକରୁ ୫ ଜଣ,ମୋହନା ବ୍ଳକରୁ ୫…
Read More...

ପାଲଝାର କୃଷିଫାର୍ମ ଦୁର୍ନୀତିର ତଦନ୍ତ ଦାବିକଲା ବିଜେପି

ବୌଦ୍ଧ,୪/୫- କୃଷିବିଭାଗ ପରିଚାଳିତ ପାଲଝାର କୃଷିଫାର୍ମର ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଦୁର୍ନୀତି ସମ୍ପର୍କୀତ ଖବରମାନ ପ୍ରକାଶ ପାଉଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଜନସାଧାରଣରେ…
Read More...

ହୃତ୍‌ପିଣ୍ଡକୁ ଫିଟ୍ ରଖେ ସ୍ୱିମିଙ୍ଗ୍‌

ଯଦି ଆପଣଙ୍କୁ ସ୍ୱିମିଙ୍ଗ ପସନ୍ଦ ଥାଏ, ତେବେ ଖୁସି ହୋଇଯାନ୍ତୁ । କାରଣ ଏହା ହୃତ୍‌ପିଣ୍ଡ ଫିଟ୍ ରଖିବାରେ ସବୁଠୁ ଉତ୍ତମ ବ୍ୟାୟାମ୍ । ନିକଟରେ ଆମେରିକାର ହାଭାର୍ଡ ୟୁନିଭର୍ସିଟିର ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ଅନୁସାରେ, ହୃଦୟକୁ ସୁସ୍ଥ ରଖିବାକୁ ଏଭଳି ପ୍ରକାରର ବ୍ୟାୟାମ୍…
Read More...

ରେକର୍ଡ : ଦିନକରେ ୧୫ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୮୨୧୬ ପଜିଟିଭ

ଭୁବନେଶ୍ୱର ୦୪ ।୦୫ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୨୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ…
Read More...

ବୌଦ୍ଧ: ଜିଲ୍ଲାରେ ୯୮ ଆକ୍ରାନ୍ତ ଚିହ୍ନଟ, ଲାଣ୍ଡିବନ୍ଧ ଗ୍ରାମରୁ ସର୍ବାଧିକ ୨୦ ଜଣ

ବୌଦ୍ଧ,୪/୫ - ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣ କମିବାର ନାଆଁ ନେଉନଥିବା ବେଳେ ଆଜି ପୁଣି ୯୮ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଜିଲ୍ଲାରୁ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ରାଧାନଗର ଗ୍ରାମ…
Read More...

ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମରୁଡି, ଭଗବାନ୍‌ ଭରସା!

ବୌଦ୍ଧ/ବାଉଁଶୁଣୀ,୪/୫- ବୌଦ୍ଧ ବ୍ଲକ୍‌ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । କୋଭିଡ୍‌ ମହାମାରୀ ଭଳି ସମୟରେ ସାଧାରଣ ରୋଗୀଙ୍କ ଚିକିତ୍ସାପାଇଁ ଆବଶ୍ୟକ ଡାକ୍ତର ନଥିବା ହେତୁ ଲୋକେ…
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଖଲାସୀ

ବୌଦ୍ଧ,୪/୫- ଆଜି ସକାଳେ ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା କଲରାକୋଠା ନିକଟରେ ଭାରସାମ୍ୟ ହରାଇ ଏକ ମାଲବାହୀ ଟ୍ରକ ରାସ୍ତା ଉପରେ ଓଲଟି ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଏକ ମାଲବାହୀ ଟ୍ରକ ଜି.ଜେ. ୦୯ ଏ.ୟୁ ୩୨୩୭ ରାସ୍ତାରେ ଯାଉଥିବା ବେଳେ ପୁରୁଣା କଟକ ଥାନା…
Read More...

ଦାରିଙ୍ଗବାଡ଼ି ପ୍ରାଣୀ ଚିକିତ୍ସକଙ୍କ କଲମ ଛାଡ଼ ଆନ୍ଦୋଳନ ଜାରି

ଦାରିଙ୍ଗବାଡି,୪/୫: ଓଡ଼ିଶା ପ୍ରାଣୀ ଚିକିତ୍ସକ ସେବା ସଂଘର ଆହ୍ୱାନକ୍ରମେ ଦାରିଙ୍ଗବାଡ଼ି ପ୍ରାଣୀ ଚିକିତ୍ସକଙ୍କ କଲମ ଛାଡ଼ ଆନ୍ଦୋଳନ ଗତ ମେ ମାସ ୧ ତାରିଖ ଠାରୁ ଜାରି ରହିଥିବା ଦାରିଙ୍ଗବାଡ଼ି ବ୍ଳକ ସହକାରୀ ପ୍ରାଣୀ ଚିକିତ୍ସକ ଡା. ଚିନ୍ମୟ କୁମାର ସାହୁ ପ୍ରକାଶ କରିଛନ୍ତି । ଓଡ଼ିଶା…
Read More...

ବାଉଁଶୁଣୀରେ ଟି.ଏମ.ସି. କେନ୍ଦ୍ର ଖୋଲିବାକୁ ଦାବି

ବୌଦ୍ଧ/ବାଉଁଶୁଣୀ,୪/୫- ବୌଦ୍ଧ ଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ବାଉଁଶୁଣୀ ଅଞ୍ଚଳରେ କରୋନା ବୃଦ୍ଧି ପାଇବା ଯୋଗୁଁ ବାଉଁଶୁଣୀରେ ଟି.ଏମ.ସି. ଖୋଲିବାକୁ ଦାବି ହେଉଛି । ଆକ୍ରାନ୍ତ ବ୍ୟକ୍ତି ଘରୋଇ ସଙ୍ଗରୋଧରେ ରହିବା କାରଣରୁ ବହୁ…
Read More...

କରୋନା ପ୍ରଭାବିତ ଗ୍ରାମରେ ଉତ୍କଟ ଜଳ ସଂକଟ

ବୌଦ୍ଧ,୪/୫- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁରୁଣ୍ଡି ଓ ସମ୍ବଲପୁର ଗ୍ରାମରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଛି | ଉଭୟ ଗ୍ରାମରେ କରୋନାର ଭୟାବହତା ମଧ୍ୟ ଦେଖିବାକୁ ମିଳିଛି l ଗୋଟିଏ ପଟେ ପାନୀୟ ଜଳର ଘୋର ଅଭାବ ଓ ଅନ୍ୟ ପଟେ କରୋନାର ବିଭୀଷିକା…
Read More...