Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ, ଜଣେ ଗୁରୁତର
ବାଲିଗୁଡ଼ା,୪/୫: ଭାରସାମ୍ୟ ହରାଇ ରାସ୍ତାରେ ଶୋଇଥିବା ଛେଳିକୁ ଧକ୍କା ଦେଲା ମୋଟରସାଇକେଲ । ଘଟଣା ଘଟିଛି ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ ଆରିବାଲି ଛକରେ । ଦୁର୍ଘଟଣାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଖବରପାଇ ୧୦୮!-->…
Read More...
Read More...
କୋଭିଡ୍୧୯ ସଚେତନତା ବୈଠକ
ବୌଦ୍ଧ/ହରଭଙ୍ଗା,୩/୫- ଆଜି ହରଭଙ୍ଗା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳକଣ୍ଠ ବେହେରାଙ୍କ ଅଧ୍ୟକ୍ଷତାରେ କୋଭିଡ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କରୋନା ସମ୍ପର୍କରେ କିପରି ଜଣେ ସ୍ୱେଚ୍ଛାସେବୀ ଭାବେ ନିଜ ନିଜ କର୍ତ୍ତବ୍ୟ ତୁଲାଇବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା!-->…
Read More...
Read More...
ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର
ବୌଦ୍ଧ,୩/୫ - ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ମନମୁଣ୍ଡା – କଣ୍ଟାମାଳ ରାସ୍ତାର କପାସିରା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଜଣେ ବାଇକ ଆରୋହୀ ମନମୁଣ୍ଡା ଠାରୁ!-->…
Read More...
Read More...
ନିଜ ଉପରେ ନିଜେ ରେଷ୍ଟ୍ରିକସନ୍ ଲଗେଇବାକୁ ଆହ୍ୱାନ
ବଲାଙ୍ଗୀର,୩/୫- ଜୀବନ ଓ ଜୀବିକା ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍ପି କୁଶଲକର ନିତିନ୍ ଡଗୁଡୁ ଆସନ୍ତା ୫ତାରିଖରୁ ହେବାକୁ ଥିବା ଲକ୍ଡାଉନ୍ ୨ ଓ ତାହା ପାଇଁ ନିର୍ଦ୍ଦେଶାବଳୀ, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି!-->…
Read More...
Read More...
ବିନା ଅକ୍ସନରେ ପାଲଝାର ଫାର୍ମର ଧାନ ବାହାରକୁ ଚାଲାଣ ଅଭିଯୋଗ
ବୌଦ୍ଧ,୩/୫- ବୌଦ୍ଧବ୍ଲକ ବଘିଆପଡା ଗ୍ରାମଠାରେ ଥିବା ପାଲଝାର୍ କୃଷି ଫାର୍ମରୁ ଆଜି ଗୋଟିଏ ୪୦୭ ମିନି ଟ୍ରକରେ ଧାନବସ୍ତା ଲଦା ଯାଉଥିବା ଓ ତାହା ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଖବର୍ ପାଇ କିଛି ଗଣମାଧ୍ୟମର ପ୍ରତିନିଧି ପାଲଝାର୍ କୃଷି ଫାର୍ମରେ ପହଂଚିଥିଲେ ।!-->…
Read More...
Read More...
ଆଜି ଆଉ ୧୦ ଟି ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ
ବୌଦ୍ଧ,୩/୫ - ଗତକାଲି ୧୩ ଗୋଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଘୋଷଣା କରିଥିବାବେଳେ ଆଜି ପୁଣି କରୋନା ପ୍ରଭାବିତ ୧୦ ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଆଜି ଯେଉଁ ଅଂଚଳ କଣ୍ଟେନମେଣ୍ଟ ହୋଇଛି ସେଗୁଡିକ ହେଲା!-->…
Read More...
Read More...
କୋଭିଡ ପରିଚାଳନା ତଦାରଖ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ
ବୌଦ୍ଧ,୩/୫ - ଜିଲ୍ଲାରେ କୋଭିଡ ପରିଚାଳନାକୁ ସୁସଂଗଠିତ କରିବାପାଇଁ ଜିଲ୍ଲାର ତିନି ଜଣ ବରିଷ୍ଠ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ତଦାରଖ ଦାୟିତ୍ୱ ପ୍ରଦାନ କରିଛନ୍ତି । ଆଜି ଜିଲ୍ଲାପାଳ କରିଥିବା ଆଦେଶ ଅନୁଯାୟୀ ଟି. ଏମ. ସି. ପ୍ରସ୍ତୁତି, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ତଦାରଖ, ସଚେତନତା!-->…
Read More...
Read More...
ଏବିଭିପି କନ୍ଧମାଳ ପକ୍ଷରୁ କଣ୍ଟେନମେଣ୍ଟ ଯୋନ ରେ ସାନିଟାଇଜ କରି ନିଃସ୍ୱାର୍ଥପର ସେବା
ଏବିଭିପି କନ୍ଧମାଳ ପକ୍ଷରୁ କଣ୍ଟେନମେଣ୍ଟ ଯୋନ ରେ ସାନିଟାଇଜ କରି ନିଃସ୍ୱାର୍ଥପର ସେବା ଫୁଲବାଣୀ:୦୩/୦୫ କନ୍ଧମାଳ ରେ ଦିନକୁ ଦିନ କରୋନା ପଜିଟିଭ ଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ଫଳରେ ପ୍ରଶାସନଠୁ ଆରମ୍ଭ କରି ସମସ୍ତେ ଏହାକୁ ନେଇ ଚିନ୍ତିତ ଥିବାବେଳେ କରୋନାକୁ ଚେକ ପକାଇବା ପାଇଁ!-->…
Read More...
Read More...
ବୌଦ୍ଧଜିଲ୍ଲା: ଆଜି ସର୍ବକାଳୀନ ରେକର୍ଡ ସଂଖ୍ୟକ ୧୭୫ ପଜିଟିଭ ଚିହ୍ନଟ
ବୌଦ୍ଧ,୩/୫ – ଆଜି ବୌଦ୍ଧଜିଲ୍ଲାରେ ରେକର୍ଡ ସଂଖ୍ୟକ ୧୭୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୧୭୫ କରୋନା ପଜିଟିଭ ସଂଖ୍ୟାକୁ ମିଶାଇଲେ ଆଜିସୁଦ୍ଧା ବୌଦ୍ଧଜିଲ୍ଲାରେ ମୋଟ ୩୭୭୩ ଜଣ ଆକ୍ରାନ୍ତ ହୋଇ ସାରିଲେଣି । ଜିଲ୍ଲା!-->…
Read More...
Read More...
ବିଶିଷ୍ଟ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ମହାରଣାଙ୍କ ଦେହାନ୍ତରେ ଭାରଚୁଆଲ ଶୋକସଭା
ପାରଳାଖେମୁଣ୍ଡି,୩/୫- ରବିବାର ଦିନ ଅପରାହ୍ନରେ ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦିବଙ୍ଗତ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାରଣାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବିଦ୍ୟାଳୟର ପୁରୁଣା ଛାତ୍ରଛାତ୍ରୀ ଏବଂ!-->…
Read More...
Read More...