Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାଇଙ୍କୁ ଝରୁଛନ୍ତି ଅନୁଷ୍କା
ଅନୁଷ୍କା ଶର୍ମା ଦୀର୍ଘ ଦିନ ଧରି ଫିଲ୍ମଠାରୁ ଦୂରରେ ଥିଲେ ମଧ୍ୟ ସେ ତାଙ୍କ ପ୍ରଡକ୍ସନ୍ ହାଉସ୍ ଏବଂ ବିଜ୍ଞାପନରେ ବ୍ୟସ୍ତ ଅଛନ୍ତି । ଅନୁଷ୍କାଙ୍କ ପ୍ରଡକ୍ସନ୍ କମ୍ପାନୀ ତାଙ୍କ ଭାଇ କର୍ନେଶ ଶର୍ମା ପରିଚାଳିତ କରନ୍ତି । ବର୍ତ୍ତମାନ ଅନୁଷ୍କା ତାଙ୍କ ଇନଷ୍ଟା ଷ୍ଟୋରୀରେ ତାଙ୍କ ଭାଇଙ୍କ ଏକ!-->…
Read More...
Read More...
୧୦୦ କୋଟିର ବଟି ମାମଲା : ଦେଶମୁଖୀଙ୍କୁ ସିବିଆଇର ୮ ଘଣ୍ଟା ଜେରା
ମୁମ୍ବାଇ : ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ବୁଧବାର ସିବିଆଇ ପଚରା ଉଚରା କରିଛନ୍ତି । ଏଥିପାଇଁ ଦେଶମୁଖ ସିବିଆଇ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୦ଟାରେ ପହଞ୍ଚିଥିବା ବେଳେ ତାଙ୍କୁ ଦୀର୍ଘ ୮ ଘଣ୍ଟା ଧରି ପଚରା ଉଚରା କରାଯାଇଛି । ତେବେ ତାଙ୍କ ବିରୋଧରେ ମୁମ୍ବାଇ ପୋଲିସର!-->…
Read More...
Read More...
ଅନନ୍ୟାଙ୍କ ସହ ବିଚ୍ରେ କଫି ପିଇବାକୁ ଚାହାଁନ୍ତି ଏହି ଯୁବ କ୍ରିକେଟର
ନୂଆଦିଲ୍ଲୀ : ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସକାରିଆ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ନିଜର ପ୍ରଥମ ମ୍ୟାଚ୍ରେ ଦମଦାର ବୋଲିଂ କରିଛନ୍ତି । ଆଇପିଏଲର ୧୪ଶ ସଂସ୍କରଣରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ୩ ୱିକେଟ୍ ନେଇଛନ୍ତି । ପଦାର୍ପଣ ମ୍ୟାଚ୍ରେ ଆକର୍ଷଣୀୟ ବୋଲିଂ!-->…
Read More...
Read More...
ସେମିଷ୍ଟାର୍ ପରୀକ୍ଷାକୁ ବ୍ଲେଣ୍ଡଡ ପଦ୍ଧତିରେ ଆୟୋଜିତ କରିବା ନିମନ୍ତେ ଫୁଲବାଣୀ ସ୍ଵଂୟ ଶାସିତ ମହାବିଦ୍ୟାଳୟର…
ଫୁଲବାଣୀ,୧୫/୪ - କରୋନା ମହାମାରୀ ସମୟରେ ଆଗାମୀ ୧୯ ଏପ୍ରିଲ ରୁ ଅନୁଷ୍ଠିତ ହେବା କୁ ଯାଉଥିବା ଅଫ ଲାଇନ୍ ପଦ୍ଧତିରେ ସେମିଷ୍ଟାର୍ ପରୀକ୍ଷା କୁ ବ୍ଲେଣ୍ଡଡ ପଦ୍ଧତିରେ (ଉଭୟ ଅଫ ଲାଇନ ଓ ଅନ୍ ଲାଇନ୍) ଆୟୋଜିତ କରିବା ନିମନ୍ତେ ଆଜି ଫୁଲବାଣୀ ସ୍ଵଂୟ ଶାସିତ ମହାବିଦ୍ୟାଳୟର ମୁଖ୍ୟ ଫାଟକ ଏବଂ!-->…
Read More...
Read More...
ବୌଦ୍ଧ: ଆଜି ଜିଲ୍ଲାରେ ୧୦ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୧୫/୪- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୧୦ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୨ ରେ ପହଞ୍ଚିଛି ।!-->…
Read More...
Read More...
ଦ୍ୱନ୍ଦ ଓ ଆଶଙ୍କା ଭିତରେ ଉଦଯାପିତ ହେଲା ଦଣ୍ଡଯାତ୍ରା ଓ ମେରୁ
ବୌଦ୍ଧ,୧୫/୪- କୋଭିଡ ପାଇଁ ଦଣ୍ଡଯାତ୍ରା ଆୟୋଜନ ଉପରେ ଜିଲ୍ଲା ପ୍ରଶାସନର କଟକଣା ସତ୍ତେ୍ୱ ବୌଦ୍ଧଜିଲ୍ଲାର ସମସ୍ତ ଶୈବପୀଠ ମାନଙ୍କରୁ ଦଣ୍ଡ ଉଠିବାସହ ମହାସମାରୋହରେ ମେରୁଯାତ୍ରା ମଧ୍ୟ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା । ଗାଆଁକୁ ଗାଆଁ ଦଣ୍ଡ ବୁଲାଇବା, ସାଂସ୍କୃତିକ କାର୍ଯ୍ୟକ୍ରମ!-->…
Read More...
Read More...
ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ
ବୌଦ୍ଧ,୧୫/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର୍ ଗ୍ରାମର ଜଣେ ୬୪ ବର୍ଷୀୟ ବୃଦ୍ଧ ପୋଖରୀରେ ବୁଡି ଗତକାଲି ପ୍ରାଣ ହରାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଧଳପୁର୍ ଦଳିତ ସାହିର ଶମ୍ଭୁ ନାଏକ (୬୪) ବୁଧବାର ଅପରାହ୍ନ ପ୍ରାୟ ୧ ଘଣ୍ଟା ସମୟରେ ଧଳପୁର ବଙ୍ଗଳା ନିକଟରେ ଥିବା ଏକ!-->…
Read More...
Read More...
ବୌଦ୍ଧ: ଆଜିଠାରୁ ପୁଣି ଦିଆଯିବ କରୋନା ଟିକା
ବୌଦ୍ଧ,୧୫/୪- ଟିକା ସରିଯାଇଥିବା ଯୋଗୁଁ ଗତ ଦୁଇ ଦିନ ଧରି ଜିଲ୍ଲାରେ କରୋନା ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ମିଳିଥିବା ସୂଚନା ଅନୁଯାୟୀ ୩୫୦୦ ଗୋଟି ଟିକା ବୌଦ୍ଧରେ ପହଞ୍ଚିବା ପରେ ଆଜି ଠାରୁ ଜିଲ୍ଲାରେ ପୁଣି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୩୫୦୦ ଟିକା ମିଳିବା ପରେ!-->…
Read More...
Read More...
ଆପ୍ ତରଫରୁ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି,୧୪/୪- ଆଜି ସମ୍ବିଧାନ ପ୍ରଣେତା ବାବା ସାହେବ୍ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଉପଲକ୍ଷେ ଆପ୍ ଗଜପତି ତରଫରୁ ପାରଳାଖେମୁଣ୍ଡି ସ୍ଥିତ ନୂତନ ବସ୍ ଷ୍ଟାଣ୍ଡ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ!-->…
Read More...
Read More...
କାର୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ
ବୌଦ୍ଧ / ବାଉଁଶୁଣୀ,୧୪/୪- ଆଜି ଅପରାନ୍ହ ପ୍ରାୟ ୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବାଉଁଶୁଣି ନିକଟ ଭାରତ ପେଟ୍ରୋଲ୍ ପମ୍ପ ସମ୍ମୁଖରେ କାର୍ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ!-->!-->!-->…
Read More...
Read More...