Browsing Category

ରାଜ୍ୟ

ନଳକୂପ ହେଉନି ମରାମତି, ଲୋକେ ହନ୍ତସନ୍ତ

ବୌଦ୍ଧ/ବାଉଁଶୁଣୀ,୧/୫- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡା ପଞ୍ଚାୟତ ଦେଉଳି ଗ୍ରାମରେ ଥିବା ଦୁଇଟି ନଳକୂପ ପ୍ରାୟ ମାସେ ହେବ ଅଚଳ ହୋଇପଡିଥିବାରୁ ଲୋକେ ପାଣିପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ ହୁଏ । ମିଳିଥିବା ସୂଚନା ଅନୁଯାୟୀ ଦେଉଳି ଗ୍ରାମର ଦୁଇଟି ନଳକୂପ ଦୀର୍ଘ ଏକମାସ ଧରି ଅଚଳ…
Read More...

ଆଜି ବୌଦ୍ଧରୁ 87 ପଜିଟିଭ ଚିନ୍ହଟ, ମୋଟ୍ ସଂଖ୍ୟା ବୃଦ୍ଧି ହେଲା 3495 କୁ

ବୌଦ୍ଧ,୧/୫ - ଆଜି ପୁଣି 87 ପଜିଟିଭ ବୌଦ୍ଧ ଜିଲ୍ଲାରେ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଆଜିର ନୂତନ ପଜିଟିଭ ମାନଙ୍କୁ ମିଶାଇ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମୋଟ୍ 3495 ଜଣ କରୋନା ପଜିଟିଭ ଚିନ୍ହଟ ହୋଇ ସାରିଛନ୍ତି l 2872 ଜଣ…
Read More...

ରବି ଧାନ କ୍ରୟରେ ବିଭ୍ରାଟ, ତଳିଆ ମୁଣ୍ଡରେ ଅଠା ବୋଳିବାକୁ ପ୍ରୟାସ

ବୌଦ୍ଧ,୩୦/୪ - ଜିଲ୍ଲାରେ ଖରିଫ ଧାନ କ୍ରୟ ସମୟରେ ଅନେକ ସମସ୍ୟା ଦେଖାଦେଇ ଚାଷୀ ଅଭାବୀ ଧାନ ବିକ୍ରିର ଶିକାର ହୋଇଥିବା ବେଳେ ବର୍ତ୍ତମାନ ରବିଧାନ କ୍ରୟରେ ମଧ୍ୟ ସେଭଳି ସମସ୍ୟା ସୃଷ୍ଟି ହେଲାଣି । ଧାନ ବିକ୍ରୟ ପଂଜିକରଣ କରି ମଧ୍ୟ ଅନେକ ଚାଷୀଙ୍କ ନିକଟକୁ ଟୋକନ ଆସିନଥିବା ଅଭିଯୋଗ ହୋଇଛି ।…
Read More...

ବନ ବିଭାଗ ଦ୍ୱାରା ୬ ଜଣ ମାଙ୍କଡ଼ ଶିକାରୀ ଗିରଫ

ବୌଦ୍ଧ /ବାଉଁଶୁଣୀ,୩୦/୪ - ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବଘିଆପଡା ସେକ୍ସନ ଜାମୁଖୋଲ୍‌ ବିଟର କରଡ଼ାମୁଣ୍ଡା ଗ୍ରାମ ନିକଟରେ ବନବିଭାଗ ଚଢ଼ାଉକରି ୬ ଜଣ ମାଙ୍କଡ଼ ଶିକାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜିସକାଳେ କୌଣସି ସୂତ୍ରରୁ ଖବରପାଇ ବୌଦ୍ଧ ବନଖଣ୍ଡ ଅଧିକାରୀ…
Read More...

ମହାନଦୀ ପୋଲ ଉପରେ ଦୁର୍ଘଟଣା, ଯୁବକ ମୃତ

ବୌଦ୍ଧ,୩୦/୪ - ଆଜି ସନ୍ଧ୍ୟା ପ୍ରାୟ ଘ ୭. ୩୦ ମିନିଟ ସମୟରେ ବୌଦ୍ଧ - କିଆକଟା ମହାନଦୀ ପୋଲ ଉପରେ ଗୋଟିଏ ବାଇକ ଓ ଭେନ ମଧ୍ୟରେ ଧକ୍କାହେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ କୌଣସି କାମରେ ବାଇକ ଯୋଗେ ବୌଦ୍ଧଆସି…
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଡିଆଁ ମାରୁଛି କରୋନା

ସୁବର୍ଣ୍ଣପୁର ୩୦/୪- ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଦିନକୁଦିନ ସ୍ଥିତି ବେକାବୁ ହେବାରେ ଲାଗିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ ପାଇଁ ଯେତେବି କାର୍ଯ୍ୟକ୍ରମ କରାଯାଉଛି ଲୋକ ମାନଙ୍କ ବେପରୁଆ ପଣ…
Read More...

ଦଶପଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଟପିଲା

ଦଶପଲ୍ଲା,୩୦/୪- ଦଶପଲ୍ଲା ପାଇଁ ବିପଦ ବଢାଉଛନ୍ତି , ଭୂବନେଶ୍ୱର ଓ କଟକ ଫେରନ୍ତା ।ଗତକାଲି ର ରିପୋର୍ଟ ଅନୁଯାୟୀ ଦଶପଲ୍ଲାରେ ଆକ୍ରାନ୍ତ କଂ ସଂଖ୍ୟା ଶତକ ଟପିଥିବା ବେଳେ, ଆଜିର ର ରିପୋର୍ଟ ଆହୁରି ଚିନ୍ତା ବଢାଇପାରେ ବୋଲି, ଅନୁମାନ କରାଯାଉଛି ।ବିଶେଷ ଭାବରେ ଗ୍ରାମାଞ୍ଚଳରେ ସଚେତନତା…
Read More...

ମାସ୍କ ପିନ୍ଧାଇ ସାନି ଟାଇଜର ଦେଇ ସଚେତନ କଲେ ତହସିଲଦାର

ଦାରିଙ୍ଗବାଡ଼ି,୩୦/୪:ସାରା ଦେଶରେ କରୋନା ନିଜର ୨ୟ କାୟା ବିସ୍ତାର କରୁଥିବା ବେଳେ ରାଜ୍ୟ ସରକାର ଲୋକଙ୍କ ପାଇଁ କଟକଣା ଜାରି କରିଛନ୍ତି l ସମସ୍ତଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ ଆଜି ଦାରିଙ୍ଗବାଡ଼ି ଥାନା…
Read More...

କଟକରେ ଦିନ ୨ଟା ପରେ ଦୋକାନ ବନ୍ଦ

କଟକ : କରୋନା ସଂକ୍ରମଣ ରାଜ୍ୟ ତଥା ଦେଶରେ ହୁହୁ ହୋଇ ବଢୁଥିବା ବେଳେ ଏହାର ପ୍ରଭାବ କଟକ ସହରରେ ମଧ୍ୟ ପଡିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ଠାରୁ କଟକ ସହରରେ ଦିନ ୨ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏହି ନିଷ୍ପତ୍ତି କଟକ ବଣିକ ସଂଘ ନେଇଥିବା ଜଣାପଡିଛି । ନିଷ୍ପତ୍ତି…
Read More...

ମେ ପହିଲାରୁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆସନ୍ତା ମେ ୧ ତାରିଖଠାରୁ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟମ ବନ୍ଦ ରହିବ । ଆଜି ଏ ସଂକ୍ରାନ୍ତରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଣାଇ ଦିଆଯାଇଛି । ସୂଚନା ଅନୁଯାୟୀ ଆସନ୍ତା ୧ ତାରିଖଠାରୁ ୧୫ ତାରିଖ ଯାଏଁ…
Read More...