Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓ.ଟି.ଇ.ଟି. ପରୀକ୍ଷା ବେଳେ କପିସହ ଧରାପଡିଲେ ୫ ପରୀକ୍ଷାର୍ଥୀ
ବୌଦ୍ଧ,୧୩/୪- ଗତ ୯ ତାରିଖ ଦିନ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ଅନୁଷ୍ଠିତ ଓ.ଟି.ଇ.ଟି. ପରୀକ୍ଷା ଚାଲିଥିବା ବେଳେ ୫ ଜଣ ପରୀକ୍ଷାର୍ଥୀ ଧରା ପଡି ଏକ୍ସଫେଲ୍ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଚଳିତବର୍ଷ ହୋଇଥିବା ଓ.ଟି.ଇ.ଟି. ପରୀକ୍ଷାରେ ମୋଟ୍ ୧୮୨୫!-->…
Read More...
Read More...
ବୌଦ୍ଧ: ଆଜି ୪ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୧୩/୪- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୪ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪୨ ରେ ପହଞ୍ଚିଛି । ସିଡିଏମଓ!-->…
Read More...
Read More...
ଅଗ୍ନିବିପନ୍ନଙ୍କୁ ସହାୟତା ହାତ ବଢାଇଲା ଆଞ୍ଚଳିକ ସେବା ସଂସଦ
ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତରେ ନବ ଗଠିତ ଆଞ୍ଚଳିକ ସେବା ସଂସଦ ପ୍ରଥମ ଥର ପାଇଁ ଗୋଟିଏ ଅଗ୍ନିବିପନ୍ନ ପରିବାରକୁ ସହାୟତା ପ୍ରଦାନ କରିଛି । ଆଞ୍ଚଳିକ ସେବା ସଂସଦର ସଭାପତି ସୁମନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଦଳ ଆଜି ଅଗ୍ନିବିପନ୍ନ!-->…
Read More...
Read More...
ଶବ ଉଦ୍ଧାର ହୋଇଥିବା ଅଚିହ୍ନା ବୃଦ୍ଧଙ୍କ ମିଳିଲା ପରିଚୟ
ଦାରିଙ୍ଗବାଡି,୧୨/୪: ଦାରିଙ୍ଗବାଡି ଥାନା ଅନ୍ତର୍ଗତ ପେନାପୁସି ସ୍କୁଲ ନିକଟରୁ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର ଶବ ଗତକାଲି ଦାରିଙ୍ଗବାଡ଼ି ପୁଲିସ ଉଦ୍ଧାର କରିଥିଲା । ବୃଦ୍ଧଜଣକ ବହୁତ ଦିନ ହେଲା ସେହି ଅଂଚଳରେ ରହି ଭିକ୍ଷା ବୃତ୍ତିି କରି ରହିଆସୁଥିଲେ । ତେବେ ଗତକାଲି ସେହି ସ୍କୁଲ ପରିସରରେ!-->…
Read More...
Read More...
କାର୍କୁ ପଛପଟୁ ଧକ୍କାଦେଲା ବୋଲେରୋ
ବୌଦ୍ଧ/ବାଉଁଶୁଣି,୧୨/୪ - ଆଜି ସକାଳ ପ୍ରାୟ ସାଢେ ୧୦ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧବ୍ଲକ ବାଉଁଶୁଣି ଛକ ନିକଟରେ ଆଗରେ ଯାଉଥିବା ଏକ କାରକୁ ପଛରୁ ଗୋଟିଏ ବୋଲେରୋ ଧକ୍କା ଦେଇଥିବା ଜଣାପଡିଛି ପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସାଢେ ୧୦ଘଣ୍ଟା ସମୟରେ ବାଉଁଶୁଣୀ!-->…
Read More...
Read More...
ବୌଦ୍ଧ : ଆଜି ପୁଣି 5 କରୋନା ପଜିଟିଭ ଚିନ୍ହଟ
ବୌଦ୍ଧ ,୧୨/୪- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ 5 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଆଜିର ନୂତନ 5 କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2838ରେ ପହଞ୍ଚିଛି l!-->…
Read More...
Read More...
କ.ନୂଆଗାଁରେ ଏଟିଏମ୍ ସେବା ବ୍ୟାହତ, ଗ୍ରାହକ ହନ୍ତସନ୍ତ
ବାଲିଗୁଡ଼ା,୧୨/୪- ଟଙ୍କା ସବୁବେଳେ ସମସ୍ତଙ୍କୁ ଆବଶ୍ୟକ ହୋଇଥାଏ । ପାଠପଢ଼ା, ଚିକିତ୍ସା, ବ୍ୟବସାୟ ଅବା ଦୈନନ୍ଦିିନ ଘର ଚଳଣି ହେଉ କିନ୍ତୁ ଏଟିଏମ୍ରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ନରହିବା ସହ ଏଟିଏମ୍ ଅଧିକାଂଶ ସମୟରେ ବନ୍ଦ୍ ରହୁଥିବାରୁ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ!-->…
Read More...
Read More...
ଜାଲ୍ ଓ.ଟି.ଇ.ଟି. ମାମଲା, ବାକି ୯ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍
ବୌଦ୍ଧ,୧୨/୪ - ଜାଲ୍ ଓ.ଟି.ଇ.ଟି. ମାମଲାରେ ୪୦ ଜଣ ଗଣ ଶିକ୍ଷକ ବହିଷ୍କୃତ ହୋଇ ସାରିଥିବା ବେଳେ ଆଉ ୯ ଜଣଙ୍କ ଭେରିଫିକେସନ୍ ରିପୋର୍ଟ ଜିଲ୍ଲା ଶିକ୍ଷା ବିଭାଗକୁ ପହଞ୍ଚିଥିବା ଜଣା ପଡିଛି l ଉକ୍ତ ୯ ଗଣ ଶିକ୍ଷକ ମାନଙ୍କ ପ୍ରମାଣପତ୍ର ମଧ୍ୟ ଜାଲ୍ ବୋଲି ଜଣା ପଡିବା ପରେ ଜିଲ୍ଲା ପ୍ରକଳ୍ପ!-->!-->!-->…
Read More...
Read More...
ଶିକ୍ଷାଦାନକୁ ସମାଜସେବା ଭାବେ ଗ୍ରହଣ କରିଥିବା ପଞ୍ଚା ସାର
ବୌଦ୍ଧ/ଜହ୍ନାପଙ୍କ,୧୧/୪: ଜଣେ ଅଵସରପ୍ରାପ୍ତ ଶିକ୍ଷକ।ଜୀବନସାରା ଶିକ୍ଷା ଦାନ କରୁ କରୁ ଚାକିରୀ କାଳ ଶେଷ ହୋଇଗଲା।ଅଵସର ପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିବା ତାଙ୍କର ବହୁତ ଇଚ୍ଛା ଥିଲା।ଅଵସର ନେବା ପରେ ସେ ଚାହିଁଥିଲେ ଘରେ ବସିରହି ପେନସନ ଟଙ୍କାରେ ଆରାମରେ!-->…
Read More...
Read More...
ବୌଦ୍ଧ : କରୋନା ସ୍ଥିତି ଗମ୍ଭୀର, ଆଜି ପୁଣି 45 ଆକ୍ରାନ୍ତ ଚିନ୍ହଟ
ବୌଦ୍ଧ,୧୦/୪ - ବର୍ତ୍ତମାନ ମିଳିଥିବା ସୁଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲାରୁ ପୁଣି 45 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଏ ସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତୀ ବଳିୟlରସିଂ ଗଣମାଧ୍ୟମ!-->…
Read More...
Read More...