Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁଇଜଣ ପଜିଟିଭ୍ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣାକଲା ପ୍ରଶାସନ
ବାଲିଗୁଡ଼ା,୧୦/୪- କନ୍ଧମାଳ ଜିଲ୍ଲା କ.ନୂଆଗାଁ ଚଣାପଦର ଅଞ୍ଚଳରୁ ଦୁଇଜଣ ପଜିଟିଭ୍ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଚଣାପଦରର ଗୋଟିଏ ଅଞ୍ଚଳକୁ ସାତଦିନ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ । ସେପଟେ ଦିନକୁ ଦିନ ରାଜ୍ୟରେ ସଂକ୍ରମଣ!-->…
Read More...
Read More...
କ.ନୂଆଗାଁ କଞ୍ଜାମେଣ୍ଡି ଅଞ୍ଚଳରେ ଅଜଣାରୋଗ ଆତଙ୍କ
ବାଲିଗୁଡ଼ା,୧୦/୪: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ କଞ୍ଜାମେଣ୍ଡି ଅଞ୍ଚଳରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି । ଗତ ଆଠ ଦଶ ଦିନ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । କିଛି ଲୋକ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ପ୍ରାୟ ୫ଜଣ ରୋଗୀ କ.ନୂଆଗାଁ!-->…
Read More...
Read More...
ବୌଦ୍ଧ: ବଢିଗାଁରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୧୦/୪ - ବୌଦ୍ଧ ଜିଲ୍ଲାରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୁଚନା ଦେଇଛି । ଆଜି ଘୋଷିତ ହୋଇଥିବା ଦୁଇ ଜଣ କରୋନା ପଜିଟିଭଙ୍କ ସମ୍ପର୍କରେ ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ ଦୁଇ ଆକ୍ରାନ୍ତ ହେଉଛନ୍ତି!-->…
Read More...
Read More...
ବେଆଇନ୍ ଇଟାଭାଟି ଉପରେ ଚଢାଉ, ଧର୍ମକୁ ଆଖି ଠାର
ବୌଦ୍ଧ,୧୦/୪- ଗତକାଲି ରାଜସ୍ୱ ହାନି କରୁଥିବା କ୍ରସର୍, ଇଟାଭାଟି ଓ ମାଟି ମାଫିଆ ମାନଙ୍କ ଉପରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର ଚଢାଉକରି ଜୋରିମାନା ଆଦାୟ କରିଥିବା ସ୍ୱାଗତଯୋଗ୍ୟ ପଦକ୍ଷେପ । ହରଭଙ୍ଗା ତହସିଲ୍ ଅନ୍ତର୍ଗତ ସମସ୍ତ ରାଜସ୍ୱ ସର୍କଲରେ ଶହଶହ ବେଆଇନ୍ ଇଟାଭାଟି ପୋଡିବା!-->…
Read More...
Read More...
ପୋଲିସ୍ ପଞ୍ଝାରେ ଦୁଇଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ, ୧୦୪ କେଜି ଗଞ୍ଜେଇ ସହ କାର୍ ଜବତ
ବାଲିଗୁଡ଼ା,୧୦/୪- ଗଞ୍ଜେଇ ଚୋରାଚାଲାଣ ବେଳେ ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ଚଢ଼ାଉ । ପୋଲିସ୍ ଦ୍ୱାରା ଦୁଇଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ । ୫ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ସହ କାର୍ ଜବତ । ସୂଚନା ପ୍ରକାରେ ବାଲିଗୁଡ଼ା ଅଞ୍ଚଳରୁ ରାୟଗଡ଼ା ଅଞ୍ଚଳରୁ ଗଞ୍ଜେଇ ଚୋରାଚାଲାଣ!-->…
Read More...
Read More...
ସେଚକୂଅ ଖୋଲିବାର ବର୍ଷେ ବିତିଲା,ବିଲ୍ ନପାଇ ଚାଷୀ ହତାଶ
ଦାରିଙ୍ଗବାଡି,୧୦/୪: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଲୋକଙ୍କୁ ଚାଷ କରିବା ପାଇଁ ସରକାର ମନରେଗା ଯୋଜନାରେ ଚାଷୀମାନଙ୍କୁ ବ୍ୟକ୍ତିଗତ ଭାବେ ଚାଷ କାର୍ଯ୍ୟପାଇଁ ସେଚ କୂପ ପ୍ରଦାନ କରିଥିଲେ । ହେଲେ ଚାଷୀମାନେ କୂପ ଖୋଳି ଏକ ବର୍ଷରୁ ଉଦ୍ଧ୍ୱର୍ ଦିନ!-->…
Read More...
Read More...
ବର୍ଷାରେ ଭିଜିଲା ଦଶପଲ୍ଲା
ଦଶପଲ୍ଲା,୯/୪- ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗତକାଲି ସନ୍ଧ୍ୟାରୁ ରାତି ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇଯିବା ପରେ ଆଜି ରାଜ୍ୟରେ ତାତିିର ପ୍ରକୋପ କିଛିଟା କମ ରହିଛି। ଏହି ପରିପ୍ରେକ୍ଷୀରେ ଆଜି (ଶୁକ୍ରବାର) ଅପରାହ୍ନ ୪.୩୦ ସମୟେ ଦଶପଲ୍ଲା ତଥା ଏହାର ଆଖପାଖ ଅଞ୍ଚଳରେ କାଳ!-->…
Read More...
Read More...
ହୀରାଞ୍ଚଳର ପ୍ରଭାବ ଖୋଲିଲା ଜଳଛତ୍ର, ପଥଚାରୀ ଆଶ୍ୱସ୍ତ
ବୌଦ୍ଧ/ବାଉଁଶୁଣୀ,୯/୪ - ଅସହ୍ୟ ଖରା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତରେ ଜଳଛତ୍ର ଖୋଲା ଯାଇ ନଥିବା ସମ୍ପର୍କିତ ଏକ ଖବର୍ ଦୈନିକ ହୀରାଞ୍ଚଳ 5 ତାରିଖ ସଂଖ୍ୟାରେ ପ୍ରକାଶ ପାଇଥିଲା l ଏହା ପରେ ବାଉଁଶୁଣି ଗ୍ରାମ ପଂଚାୟତ କାର୍ଯ୍ୟାଳୟ!-->!-->!-->…
Read More...
Read More...
କେବେ ପୂରଣ ହେବ ପାଣି ସମସ୍ୟା ? ଆନ୍ଦୋଳନ ପାଇଁ ଗ୍ରାମବାସୀ ସଜବାଜ
ହରଭଙ୍ଗା :ଖରା ଆରମ୍ଭରୁ ଦେଖାଦେଲାଣି ପାଣି ସମସ୍ୟା ଯାହକି ବୌଦ୍ଧ ଜିଲ୍ଲା ହରଭଂଗାବ୍ଲକ ଆଡେଣିଗଡ ପଂଚାୟତ ବଦଲା କଲୋନିସାହି ବାରିଂଗ ରେ ଦେଖାଦେଇଛି ଜଳ କଷ୍ଟ ଏହି କଲୋନିସାହି ରେ ରହିଛି ୨ଟି ନଳକୂପ ଓ ବାରିଂଗ ହାଡିସାହିରେ ରହିଛି ଗୋଟିଏ ନଳକୂଅ ସେଗୁଡିକ ଦୀର୍ଘ ୨ମାସ ହେବ ଅଚଳ ହୋଇ!-->…
Read More...
Read More...
କେନ୍ଦୁଗଣ୍ଡି ସହ ଟ୍ରାକ୍ଟର ଜବତ, ପାଞ୍ଚ ଜଣ ଗିରଫ
ବୌଦ୍ଧ,୯/୪- କଂଟାମାଳ ବନାଞ୍ଚଳ ଅନ୍ତର୍ଗତ ଉମା ବିଟ ଅଧିନସ୍ଥ ତେନ୍ତୁଲିମୁଣ୍ଡା ଗ୍ରାମର ଭଗବାନ ରଣା ଇଟା ପୋଡ଼ିବା ପାଇଁ କେନ୍ଦୁ ଗଣ୍ଡି ନିଜର ଟ୍ରାକ୍ଟର ନଂ. ଓଡି15 ପି 8738 ଯୋଗେ ମଧ୍ୟ ରାତ୍ରରେ ଆଣୁଥିବା ସମୟରେ ଜଙ୍ଗଲ ନିଆଁ ଲିଭାଉଥିବା କାର୍ଯ୍ୟରତ ଘଣ୍ଟାପଡ଼ା ସେକ୍ସନର ଫରେଷ୍ଟର!-->!-->!-->…
Read More...
Read More...