Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟାଟା ଏସିଇ ଓ ସାଇକେଲ ଧକ୍କାରେ ଗୁରୁତର ଆହତଙ୍କ ବୁର୍ଲାରେ ମୃତ୍ୟୁ
ବୌଦ୍ଧ,୮/୪- ଆଜି ସକାଳେ ଜାତୀୟ ରାଜପଥ ନମ୍ବର 57ର ରାଧାନଗର୍ ଗ୍ରାମ ନିକଟରେ ହୋଇଥିବା ସାଇକେଲ ଓ ଟାଟା ଏସିଇ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ରାଧାନଗର୍ ଗ୍ରାମର ଲଳିତ ସାହୁଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି l ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ!-->!-->!-->…
Read More...
Read More...
ହୀରାଂଚଳର ପ୍ରଭାବ, ଖବର ପ୍ରକାଶ ପରେ ସିମନବାଡ଼ିରେ ଖୋଲିଲା ଜଳଛତ୍ର
ଦାରିଙ୍ଗବାଡ଼ି,୮/୪: ସିମନବାଡ଼ି ଗ୍ରାମପଞ୍ଚାୟତରେ ଜଳଛତ୍ର ଖୋଲିନଥିବା ନେଇ ହୀରାଂଚଳ ଲାଇଭରେ ଖବର ପ୍ରକାଶ ପାଇବା ପରେ ସିମନବାଡ଼ି ବଜାର ଓ ବିଶ୍ରାମଗାରରେ ଜଳଛତ୍ର ଖୋଲିଥିବା ଦେଖିବାକୁ ମିଳିଛି । ଜଳଛତ୍ର ଖୋଲିବା ପରେ ବିଶ୍ରାମଗାରରେ ବିଶ୍ରାମ ନେଉଥିବା ଲୋକମାନେ ନିଜର ଶୋଷ ମେଣ୍ଟାଉଥିବା!-->…
Read More...
Read More...
ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ୍ ମାମଲାର ଅଭିଯୁକ୍ତ ଅଟକ, ପଚରା ଉଚରା ଜାରି
ଦଶପଲ୍ଲା,୮/୪ - ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ବାଣିଗୋଛା ଥାନା ଅଂଚଳରେ ଜଣେ ଯୁବତୀଙ୍କର ଅଶ୍ଲୀଳ ଫଟୋ ଓ ଭିଡିଓ ଫେସ୍ବୁକ୍ ଓ ହ୍ୱାଟ୍ସଆପରେ ଭାଇରାଲ୍ ହୋଇଛି । ଏ ସଂପର୍କରେ ଯୁବତୀ ଜଣକ ମାର୍ଚ୍ଚ ମାସ ୧୮ ତାରିଖରୁ ବାଣିଗୋଛା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏ ନେଇ!-->…
Read More...
Read More...
ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗଜପତି ତରଫରୁ ଦାବିପତ୍ର ପ୍ରଦାନ
ପାରଳାଖେମୁଣ୍ଡି,୮/୪- ଗଜପତି ଜିଲ୍ଲା ଅବସରପ୍ରାପ୍ତକର୍ମଚାରୀ ସଂଘର ସଭାପତି ବିନୋଦ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ ଏକ ତିନି ଜଣିଆ ପ୍ରତିନିଧି ମଣ୍ଡଳ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ସୁଶ୍ରୀ ନର୍ମଦା ନାୟକଙ୍କୁ!-->…
Read More...
Read More...
ସାଇକେଲକୁ ଧକ୍କାଦେଲା ଟାଟା ଏସିଇ, ପତ୍ନୀ ମୃତ ସ୍ୱାମୀ ଗୁରୁତର
ବୌଦ୍ଧ,୮/୪ - ଆଜି ସକାଳ ପ୍ରାୟ ୧୦ଟାରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ଛକ ନିକଟରେ ସାଇକେଲ ଆରୋହୀଙ୍କୁ ଗୋଟିଏ ଟାଟା ଏସିଇ ଗାଡି ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ!-->…
Read More...
Read More...
କୋଭିଡ କଟକଣା ଉଲ୍ଲଂଘନ ନେଇ ଦାରିଙ୍ଗବାଡ଼ି ପୁଲିସର ସ୍ପେଶାଲ ଡ୍ରାଇଭ୍, ୫ହଜାର୨ଶହ ଟଙ୍କା ଜୋରିମାନା ଆଦାୟ
ଦାରିଙ୍ଗବାଡ଼ି,୮/୪- କୋଭିଡ୍ କଟକଣା ଉଲ୍ଲଙ୍ଘନ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍ କରିବାପାଇଁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ବୁଧବାରଠାରୁ ସାରାରାଜ୍ୟରେ ପୁଲିସର ସ୍ପେଶାଲ ଡ୍ରାଇଭ୍ ଚାଲିଛି । ଏ ନେଇ ଦାରିଙ୍ଗବାଡ଼ି ପୁଲିସ ତରଫରୁ!-->…
Read More...
Read More...
ଫିରିଙ୍ଗିଆ ନିକଟରେ ବାଇକ ଦୁର୍ଘଟଣା,୨ ଗୁରୁତର
ଫୁଲବାଣୀ,୮/୪- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ବାଇକ ଦ୍ରୁତଗତି ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିବା ଫଳରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟିମ!-->…
Read More...
Read More...
ଗ୍ରୀଷ୍ମ ପ୍ରବାହ ଜାରି, ସିମନବାଡ଼ିରେ ଜଳଛତ୍ର ଦେଖାନାହିଁ
ଦାରିଙ୍ଗବାଡ଼ି,୭/୪: ବର୍ତମାନ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଦିନ କୁ ଦିନ ଗରମ ବଢ଼ିବା ସହ ଲୋକ ଗରମରେ କଲବଲ ହେଉଛନ୍ତି । ଏଭଳିକି ପ୍ରତିଦିନ ତାପମାତ୍ରା ବଢ଼ିବାରେ ଲାଗିଛି । କିନ୍ତୁ ସରକାରଙ୍କର ପକ୍ଷରୁ ହେଉଥିବା ଜଳଛତ୍ର ଦାରିଙ୍ଗବାଡ଼ି ବ୍ଲକର ଅନ୍ୟ ପଞ୍ଚାୟତ ମାନଙ୍କରେ ଆରମ୍ଭ ହୋଇଥିବା!-->…
Read More...
Read More...
ସୌରଶକ୍ତି ଚାଳିତ ଜଳଯୋଗାଣ ପ୍ରକଳ୍ପ ଅଚଳ, ଲୋକେ ହନ୍ତସନ୍ତ
ବୌଦ୍ଧ/ବାଉଁଶୁଣୀ,୭/୪- ବୌଦ୍ଧ ବ୍ଲକ ବାଉଁଶୁଣୀ ପଞ୍ଚାୟତ ୱାର୍ଡ 7 ଓ 8 ଟିକିରାପଡା ଗ୍ରାମରେ ଥିବା ସୌରଶକ୍ତି ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବାରମ୍ବାର ଅଚଳ ହୋଇପଡୁଛି । ପୂର୍ବରୁ ସେପ୍ଟେମ୍ବର ମାସରେ ଏହି ପ୍ରକଳ୍ପ ଅଚଳ ହୋଇ ପଡ଼ିଥିଲା । କିଛି ଦିନ ପରେ ରାୟପୁରରୁ ନୂତନ ମଟର ଆଣି!-->…
Read More...
Read More...
ବକେୟା ପ୍ରୋତ୍ସାହନ ରାଶି ପାଇବା ଦାବୀରେ ଡାକ୍ତରଖାନା ମୁଖ୍ୟ ଫାଟକରେ ତାଲା
ବାଲିଗୁଡ଼ା,୭/୪: କନ୍ଧମାଳ ଜିଲ୍ଲା କୋଟଗଡ଼ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଶତାଧିକ ଆଶାକର୍ମୀ । ସୂଚନା ପ୍ରକାରେ 2016 ନଭେମ୍ବର ମାସଠାରୁ 2017ଫେବୃଆରୀ ମାସ ପର୍ଯ୍ୟନ୍ତ ପାଇବାକୁ ଥିବା ପ୍ରୋତ୍ସାହନ ରାଶି ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏନେଇ ତିନି ତିନି!-->…
Read More...
Read More...