Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିପୁଳ ପରିମାଣର କାଠ ସହ ଟ୍ରକ ଜବତ, ଦୁଇ ଜଣ ଗିରଫ
ବୌଦ୍ଧ/ବାଉଁଶୁଣୀ,୭/୪ - ବୋୖଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇ ଘଣ୍ଟାପଡା ନିକଟ ଜଙ୍ଗଲରୁ ବେଆଇନ ଭାଵରେ କାଠ ଚୋରା ଚାଲାଣ ବେଳେ ଗୋଟିଏ 10 ଚକିଆ ଟ୍ରକସହ ବିପୁଳ ପରିମାଣରେ କାଠ ଜବତ କରାଯାଇଥିବା ସହ ଦୁଇଜଣ କାଠ ମାଫିଆଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଦୁଇଜଣ!-->!-->!-->…
Read More...
Read More...
ପୋଲିସ୍ ବେଶରେ ଡକାୟତି ଉଦ୍ୟମ ଘଟଣା, ଅସଲି ପୋଲିସ ପଞ୍ଝାରେ ପୁଣି ଦୁଇଜଣ ନକଲି ପୋଲିସ
ବାଲିଗୁଡ଼ା,୭/୪: ବାଲିଗୁଡ଼ା ପୋଲିସକୁ ପୁଣି ଏକ ସଫଳତା । ପୁଣି ଦୁଇଜଣ ନକଲି ପୋଲିସକୁ ଧରିଲା ଅସଲି ପୋଲିସ । ଗତ ମାର୍ଚ୍ଚ ୫ତାରିଖ ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଥିଲା ବାଲିଗୁଡ଼ା ପୋଲିସ । ଘଟଣାରେ ଦୁଇଜଣ ଫେକ୍ ପୋଲିସ୍ ଅଫିସରକୁ ଗିରଫ କରିଥିବାବେଳେ ଅନ୍ୟ!-->…
Read More...
Read More...
ବୌଦ୍ଧରେ ପୋଲିସର ମାସ୍କ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୭/୪- ବୌଦ୍ଧ ପୋଲିସ ପକ୍ଷରୁ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ମାସ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଜନଗହଳିପୁର୍ଣ୍ଣ ସ୍ଥାନ, ଛକ ଓ ବସଷ୍ଟାଣ୍ଡ ଆଦିରେ ଲୋକେ ମାସ୍କ ନପିନ୍ଧି ଏବଂ ସାମାଜିକ ଦୂରତା ନମାନି ଏକାଠି ହେଉଥିବାରୁ ବିଭିନ୍ନ ଥାନା ଅଞ୍ଚଳରେ!-->…
Read More...
Read More...
ବୌଦ୍ଧ: ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ
ବୌଦ୍ଧ,୭/୪- ବୌଦ୍ଧଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବରେ ରୀତାକାନ୍ତି ବଳିଆରସିଂ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଦୀର୍ଘ ବର୍ଷ ହେଲା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ବୌଦ୍ଧରେ ଏହି ପଦବୀରେ କାହାକୁ ନିଯୁକ୍ତ କରିନଥିବାରୁ ସ୍ଥାନୀୟ ଅଧିକାରୀମାନଙ୍କୁ ଭାରପ୍ରାପ୍ତ ଦାୟିତ୍ୱ!-->…
Read More...
Read More...
ବୌଦ୍ଧ: ଆଜି ୨ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୭/୪ - ବୌଦ୍ଧ ଜିଲ୍ଲାରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୁଚନା ଦେଇଛି । ଦୁଇ ଦିନ ତଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ମନୁପାଲି ଶାଖାର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହେବାପରେ ଗତକାଲି ବୌଦ୍ଧ ବିଡିଓ ବ୍ୟାଙ୍କ ପରିସରକୁ ସିଲ!-->…
Read More...
Read More...
ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ଦିବସ ପାଳିତ
ବୌଦ୍ଧ,୬/୪ - ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆଜି ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ବିଜେପିର ପ୍ରତିଷ୍ଠାରେ ଯେଉଁ ମାନଙ୍କର ଅବଦାନ ରହିଛି ତାଙ୍କ ବିଷୟରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ କାର୍ଯ୍ୟକୁ ଲୋକଙ୍କ ପାଖରେ କିପରି ପହଞ୍ଚି ପାରିବ ସେ!-->…
Read More...
Read More...
ବାଇକ ଡିକି ଭାଙ୍ଗି ଲକ୍ଷେ ଟଂକା ଲୁଟି ନେଲେ ଦୁର୍ବୃତ୍ତ
ବୌଦ୍ଧ,୬/୪ - ବ୍ୟାଙ୍କରୁ ଲକ୍ଷେ ଟଂକା ଉଠାଣ କରି ବାଇକ ଡିକିରେ ରଖି ବୁଟୁପାଲିର ଏକ ଲସି ଦୋକାନକୁ ଲସି ପିଇବା ପାଇଁ ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଲୁଟି ନେଇଥିବା ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ଗୁଦୁରାବେଣୀ ଗ୍ରାମର ସନ୍ତୋଷ!-->!-->!-->…
Read More...
Read More...
ଜଣେ କର୍ମଚାରୀ କରୋନା ପଜିଟିଭ ଚିନ୍ହଟ ପରେ ବ୍ୟାଙ୍କ କରାଗଲା ସିଲ
ବୌଦ୍ଧ,୬/୪ - ବହୁ ଦିନର ଆଶ୍ୱସ୍ତି ପରେ ଗତ ୪ ତାରିଖ ଦିନ ବୌଦ୍ଧ ଜିଲ୍ଲା ରେ ଜଣେ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣା ପଡିଛି l ଗତକାଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୌଦ୍ଧ ବ୍ଲକ ପ୍ରଶାସନ l ବୌଦ୍ଧ ବ୍ଲକ୍ ମନୁପାଲି!-->!-->!-->…
Read More...
Read More...
କେବେ କାର୍ଯ୍ୟକ୍ଷମ ହେବ ଥଣ୍ଡା ପାନୀୟ ଜଳପ୍ରକଳ୍ପ ?
ବୌଦ୍ଧ,୬/୪ - ବୌଦ୍ଧବ୍ଲକ୍ ବାଉଁଶୁଣୀ ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥଣ୍ଡାପାନୀୟ ଜଳ ପ୍ରକଳ୍ପ ଗୋଟିଏ ନିର୍ମାଣ ପାଇଁ ଆଜକୁ ତିନି ବର୍ଷ ତଳେ ବୌଦ୍ଧ ବ୍ଲକ୍ ତରଫରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରକଳ୍ପ ଗୃହ ନିର୍ମାଣ କାର୍ଯ୍ୟ ସରିଯାଇଥିବା ବେଳେ ପାଣି!-->…
Read More...
Read More...
ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟ୍ ଅଭିଯୋଗ, ଘଟଣାସ୍ଥଳରେ ପୋଲିସର ଛାନଭିନ
ବାଲିଗୁଡ଼ା,୬/୪: ଅଧରାତିରେ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟି ନେଲେ ଲୁଟେରା । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ରେ । କୋଟଗଡ଼ ଜଗନ୍ନାଥ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟ୍ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଦକ୍ଷିଣା ଟଙ୍କା ସମେତ ପାଶ୍ୱର୍!-->…
Read More...
Read More...