Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟମାଟୋର ଅଭାବୀ ବିକ୍ରୀ, ଚାଷୀଙ୍କ ମୁଣ୍ଡରେ ଚଡକ
ବୌଦ୍ଧ,୬/୪– ଖରିଫ ଋତୁ ପରେ ବୌଦ୍ଧ ଜିଲ୍ଲାର ଚାଷୀମାନେ ରବି ଋତୁରେ ପନିପରିବା ଫସଲ କରିଥାଆନ୍ତି । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରବଳ ମାତ୍ରାରେ ଟମାଟୋ ଉତ୍ପାଦନ ହେଉଥିବାର ଦେଖିବାକୁ ମିଳୁଛି । ଫଳରେ ବଜାର ଓ ରପ୍ତାନି ଅଭାବରୁ ଚାଷୀମାନେ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି!-->…
Read More...
Read More...
ହୀରାଂଚଳର ପ୍ରଭାବ ମରାମତି ହେଲା ନଳକୂପ ଓ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ
ବୌଦ୍ଧ,୬/୪ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ବରଗୋଛା ଗ୍ରାମ ପଂଚାୟତ ମଲ୍ଲିକପଡା ଗ୍ରାମ ବହିରା ସାହିରେ ନଳକୂପ ଦୀର୍ଘଦିନ ହେଲା ଅଚଳ ହୋଇ ପଡିଥିବା ସଂପର୍କିତ ଖବର ଗତ ମାର୍ଚ୍ଚ ୧୫ ତାରିଖ ଦୈନିକ ହୀରାଂଚଳ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା । ଖବର ପ୍ରକାଶିତ ହେବା ପରେ ବର୍ତ୍ତମାନ!-->…
Read More...
Read More...
ବାରମ୍ବାର ନେହୁରା ପରେବି ପ୍ରଶାସନ କଲାନି, ହରଭଙ୍ଗାବ୍ଲକ କିଡନିମଂଚର ଆବାହକ ନିଜସ୍ୱ ସମ୍ବଳରୁ ଲଗାଇଲେ ଆରୋପ୍ଲାଣ୍ଟ
ହରଭଙ୍ଗା,୫/୪- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ମହାମାରୀ ରୂପ ନେଇଥିବା କିଡନି ପ୍ରପୀଡିତ ଥିବା ଚନ୍ଦ୍ରଶେଖରପୁର ଗାଁ ରେ ଏକ କମୁନିଟି ଅକ୍ୱାଗାର୍ଡ ସୋମବାରଦିନ ଲଗାଯାଇଛି । କିଡ଼ନୀ ପ୍ରପୀଡ଼ିତ ହରଭଙ୍ଗା ବ୍ଲକ ନାଗରିକ କମିଟିର ଆବାହକ ଇଂ ବିକାଶ ମହାକୁଳ ଏହି!-->…
Read More...
Read More...
କାର୍ଡ ଅଛି ହେଲେ ଚାଉଳ ମିଳୁନି, ଦୁର୍ଦ୍ଦିନରେ ଶେଷଦେବ
ବୌଦ୍ଧ/ଜହ୍ନାପଙ୍କ,୫/୪- କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ୨୦୧୩ ମସିହାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁକରଗଲା । ଏହି ଯୋଜନା ଦ୍ୱାରା ଯେପରି ଗୋଟିଏ ବି ଗରିବ ପରିବାର ବାଦ୍ନପଡିବେ ତଳୁ ଉପର ପର୍ଯ୍ୟନ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା । ତଥାପି ମଧ୍ୟ!-->…
Read More...
Read More...
ଦାରିଙ୍ଗବାଡି ପୋଲିସ ପକ୍ଷରୁ ମାସ୍କ ଯାଞ୍ଚ, ୪୩୦୦ ଟଙ୍କା ଜୋରିମାନା ଆଦାୟ
ଦାରିଙ୍ଗବାଡି,୫/୪ : ଦାରିଙ୍ଗବାଡି ପୋଲିସ ପକ୍ଷରୁ ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାସ୍କ ଯାଞ୍ଚ କରାଯାଇ ମାସ୍କ ପିନ୍ଧିନଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ କ୍ରମେ ଏସଆଇ!-->…
Read More...
Read More...
ଭଙ୍ଗାକୁଡିଆ ଘରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୮୦ ବର୍ଷର ବୃଦ୍ଧା, କେବେ ପଡ଼ିବ ପ୍ରଶାସନର ଦୃଷ୍ଟି
ବାଲିଗୁଡ଼ା, ୫/୪- ସରକାରୀ ସହାୟତା ଅପେକ୍ଷାରେ ୮୦ ବର୍ଷୀୟା ବୃଦ୍ଧା ବୈଦେହୀ ବେହେରା । ମାନସିକ ବିକୃତ ପୁଅକୁ ଧରି ଭଙ୍ଗା କୁଡିଆ ଘରେ ଦୁର୍ବିସହ ଜୀବନ ବିତାଉଛନ୍ତି ବୃଦ୍ଧା । ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବାପରେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ । ଏଭଳି ଅଭିଯୋଗ ଆସିଛି!-->…
Read More...
Read More...
ଗଜପତିରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୫/୪- ଗଜପତିରେ ପୁଣି ୩ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ସମସ୍ତଙ୍କୁ ହୋମ ଆସୋଲେସନରେ ରଖାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇ ଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।
Read More...
Read More...
ଖରାଦିନ ଆରମ୍ଭରୁ ଜଳକଷ୍ଟ, ଟାଙ୍କି ଅଛି ହେଲେ ପାଣି ନାହିଁ
ବାଲିଗୁଡ଼ା, ୫/୪- ଆସିଲାଣି ଖରାଦିନ, ଟୋପେ ବିଶୁଦ୍ଧ ପିଇବାପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ହେଲେ ଦୁଃଖ ଶୁଣୁଛି କିଏ..? ସରକାରଙ୍କ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ସରିଛି, ହେଲେ ଏଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା!-->…
Read More...
Read More...
ବାଉଁଶୁଣୀ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ , ଲୋକେ ହନ୍ତସନ୍ତ
ବୌଦ୍ଧ/ବାଉଁଶୁଣୀ,୫/୪- ବୌଦ୍ଧବ୍ଲକ୍ ବାଉଁଶୁଣୀ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଗ୍ରାହକମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲାରେ ୪୩ ଡିଗ୍ରୀ ଉପରେ ତାପମାତ୍ରା ରହୁଥିବାବେଳେ ବାରମ୍ବାର ବିଦ୍ୟୁତ୍ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଗତକାଲି ସନ୍ଧ୍ୟା ୮!-->…
Read More...
Read More...
ମହିଳା ସଙ୍ଗଠନ “ଅନନ୍ୟା’ ତରଫରୁ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, ୫/୪- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପ୍ରଗତିଶୀଳ ମହିଳା ସଙ୍ଗଠନ ଅନନ୍ୟା ଆନୁକୂଲ୍ୟରେ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣରୁ ନିଜକୁ କିଭଳି ସତର୍କ ରହି ସରକାରଙ୍କ କରୋନା ନିୟମାବଳୀ ତଥା ମାର୍ଗଦର୍ଶିକାକୁ!-->…
Read More...
Read More...