Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ
ବୌଦ୍ଧ,୫/୪ - ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୌଦ୍ଧ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ତିନି ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧି କରିବା ଯୋଗୁଁ ସାଧାରଣ ଲୋକ ଶୋଷିତ ହେଉଥିବାରୁ!-->…
Read More...
Read More...
ଜିଲ୍ଲାର କରୋନା ସମ୍ପର୍କିତ ତଥ୍ୟକୁ ନେଇ ଅନ୍ଧାରରେ ଜିଲ୍ଲାବାସୀ !
ବୌଦ୍ଧ,୫/୪ - ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦୈନନ୍ଦିନ କରୋନା ସମ୍ପର୍କିତ ତଥ୍ୟ ରିପୋର୍ଟର ଗ୍ରୁପରେ ପ୍ରଦାନ କରୁଥିବା ବେଳେ ଫେବୃଆରୀ 26 ତାରିଖ ଠାରୁ ଆଉ କୌଣସି ସୁଚନା ଦେଉ ନଥିବା ଦେଖିବାକୁ ମିଳିଛି l ଦେଶ ତଥା ରାଜ୍ୟରେ କରୋନା ସ୍ଥିତି!-->…
Read More...
Read More...
ଦୁଇଟି ମାମଲାରେ 59 କେ.ଜି. ଗଂଜେଇ ଜବତ୍, ଜଣେ ଗିରଫ
ବୌଦ୍ଧ,୫/୪ - ବୌଦ୍ଧ ଜିଲ୍ଲା ଗଂଜେଇ ମାଫିଆ ମାନଙ୍କ ଭୂସ୍ୱର୍ଗ ପାଲଟିଛି l ପ୍ରତିଦିନ କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ଗଞ୍ଜେଇ ଦୁଇ ଚକିଆ ଓ ଚାରି ଚକିଆ ଯାନବାହାନ ରେ ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି | ପୋଲିସ୍, ଅବକାରୀ ବିଭାଗର ଅନେକ କର୍ମଚାରୀଙ୍କ ଗଂଜେଇ ମାଫିଆ!-->…
Read More...
Read More...
ଦୁଇଟି ମାମଲାରେ 59 କେ.ଜି. ଗଂଜେଇ ଜବତ୍, ଜଣେ ଗିରଫ
ବୌଦ୍ଧ,୫୪ - ବୌଦ୍ଧ ଜିଲ୍ଲା ଗଂଜେଇ ମାଫିଆ ମାନଙ୍କ ଭୂସ୍ୱର୍ଗ ପାଲଟିଛି l ପ୍ରତିଦିନ କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ଗଞ୍ଜେଇ ଦୁଇ ଚକିଆ ଓ ଚାରି ଚକିଆ ଯାନବାହାନ ରେ ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି | ପୋଲିସ୍, ଅବକାରୀ ବିଭାଗର ଅନେକ କର୍ମଚାରୀଙ୍କ ଗଂଜେଇ ମାଫିଆ!-->!-->!-->…
Read More...
Read More...
ବକେୟା ବିଲ୍ ଆଗ, କିନ୍ତୁ ୧୧କେଭି ତାର ସଜାଡି ହେବ କେବେ ?
ହରଭଙ୍ଗା,୪/୪- ବାରମ୍ବାର ଅଭିଯୋଗ, ହେଉଥିଲେ ବି ଅସଜଡ଼ା ହୋଇ ଲୋକଙ୍କୁ ମରଣ ଆଡକୁ ଟାଣିଆଣୁଛି ୧୧ କେଭି ଇଲେକଟ୍ରିକ ତାର |ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ବର ପଞ୍ଚାୟତ ଖଜୁରିଆ ଗ୍ରାମ ଦେଇଯାଇଥିବା ଏହି ଜୀବନ୍ତ ତାର ଜଣେ ଲୋକ ହାତରେ ଛୁଇଁଲେ!-->…
Read More...
Read More...
ଯୁବକ ନିଖୋଜ ଘଟଣା, ମହାନଦୀ ବାଲିରୁ ଗଳିତ ଶବ ଉଦ୍ଧାର
ବୌଦ୍ଧ/ବାଉଁଶୁଣୀ,୪/୪ - ବୌଦ୍ଧଜିଲ୍ଲା ବାଉଁଶୁଣୀ ଥାନା ତାଳ ସରଡା ଗ୍ରାମ ପଞ୍ଚାୟତ କଙ୍କଲା ଗ୍ରାମରୁ 1 ମାସରୁ ଅଧିକ ଦିନ ତଳେ ନିଖୋଜ ଥିବା ଗ୍ରାମର ବିମ୍ବାଧର ମହାକୁଡ (30) ଙ୍କ ଶବ ଆଜି ଡମ୍ବରୁ ଗଡ଼ ଶ୍ମଶାନ ଘାଟ ମହାନଦୀ ବାଲିରୁ ବାଉଁଶୁଣୀ ପୋଲିସ୍ ଉଦ୍ଧାର କରିଛି | ମିଳିଥିବା!-->!-->!-->…
Read More...
Read More...
ଖୋଲୁନି ଜଳଛତ୍ର, ଖରାରେ ପିଇବା ପାଣି ପାଇଁ ହନ୍ତସନ୍ତ ପଥଚାରୀ
ବୌଦ୍ଧ/ବାଉଁଶୁଣୀ,୪/୪- ଅସହ୍ୟ ଖରା ଯୋଗୁଁ ଲୋକେ ହନ୍ତସନ୍ତ । ଦିନ 10ଟା ହୋଇଗଲେ ଘରୁ ବାହାରିବା କଷ୍ଟକର । ବଢ଼ି ବଢ଼ି ଯାଉଛି ତାତି । ଲୋକଙ୍କୁ କଲବଲ କରିପକାଉଛି ଖରା । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା 43 ଡିଗ୍ରୀ ଉପରେ ରହିଛି ।ରାସ୍ତା ଘାଟ ଶୁନଶାନ ହୋଇପଡୁଛି । ଅସହ୍ୟ ଖରା!-->…
Read More...
Read More...
ଦୀପ ତଳ ଅନ୍ଧାର : ଆବାସ ଯୋଜନାରୁ ବଞ୍ଚିତ ଭିନ୍ନକ୍ଷମ
ବୌଦ୍ଧ,୪/୪ - ବୌଦ୍ଧ ବ୍ଲକ୍ ମୁର୍ଶୁଣ୍ଢ1 ଠାରେ ରହିଛି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ବୌଦ୍ଧବ୍ଲକ୍ କାର୍ଯାଳୟ l ସେଠାରୁ ମାତ୍ର 200 ମିଟର୍ ଦୂରରେ ଥିବା ସରଣ୍ଡା ଗ୍ରାମରେ ଭଙ୍ଗା ଦଦରା ଘରେ ବାସ କରୁଥିବା ଜଣେ ଭିନ୍ନକ୍ଷମ ବ୍ୟକ୍ତି ବାରମ୍ବାର ଆବେଦନ ସତ୍ବେ ଆବାସ ଯୋଜନାରୁ!-->!-->!-->…
Read More...
Read More...
କାଳବୈଶଖୀ ପ୍ରଭାବରେ ପୁରୁଣା କଟକ ଅଞ୍ଚଳରେ କୁଆ ପଥର ବୃଷ୍ଟି
ବୌଦ୍ଧ,୩/୪ - ଆଜି ଅପରାନ୍ହ ପ୍ରାୟ 5 ଘଣ୍ଟା ସମୟରେ. ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ଦେଖାଇଛି l ବଡ଼ ବଡ଼ କୁଆ ପଥର ପଡିବା ଯୋଗୁଁ ଆଜବେଷ୍ଟସ୍ ଛପର ଘର ଗୁଡିକ ନଷ୍ଟ ହୋଇଥିବା ବେଳେ ଘର ବାହାରେ ରଖା ଯାଇଥିବା ଦୁଇ ଓ ଚାରି ଚକିଆ ଗାଡି ଗୁଡିକ!-->…
Read More...
Read More...
ଜାତୀୟ ପଂଚାୟତ ପୁରସ୍କାର ପାଇଁଁ କଣ୍ଟାମାଳ ବ୍ଲକ ମନୋନୀତ
ବୌଦ୍ଧ,୩/୪- ଭାରତ ସରକାରଙ୍କର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଭଲ କାମ କରିବା ସହ ସାଧାରଣ ଲୋକଙ୍କୁ ଉତ୍ତମ ସେବା ଦେଇଥିବା ଆଧାରରେ ଦୀନ ଦୟାଲ ଉପାଧ୍ୟାୟ ପଂଚାୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁ ମନୋନୀତ କରିଥିବା ଜଣାପଡିଛି l ଏ ତାଲିକାରେ!-->!-->!-->…
Read More...
Read More...