Browsing Category

ରାଜ୍ୟ

ସୁବର୍ଣ୍ଣପୁର ଜିଲ୍ଲାରେ ଦ୍ୱିତୀୟ ଦିନରେ ସଟ୍ ଡାଉନର ପ୍ରଭାବ

ସୁବର୍ଣ୍ଣପୁର୨୫/୪- ସୁବର୍ଣ୍ଣପୁର ଜିଲ୍ଲାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ସପ୍ତାହନ୍ତ ସଟ୍ ଡାଉନ୍ ର ଆଜି ଦ୍ବିତୀୟ ଦିନରେ ମଧ୍ୟ ପୋଲିସ ପକ୍ଷରୁ କଡାକଡି ଯାଂଚ କରାଯାଉଛି । ସୁବର୍ଣ୍ଣପୁର,ବିନିକା ଓ ତରଭା ସହରର ବିଭିନ୍ନ ଛକ ଏବଂ ପ୍ରବେଶ ଦ୍ବାରରେ ପୋଲିସ ମୁତୟନ ହୋଇ ତନଖି କରୁଛି ।…
Read More...

ଆଇଇଏସ ବିରଞ୍ଚି ନନ୍ଦଙ୍କ ପରଲୋକ

ଭୁବନେଶ୍ୱର: କରୋନା ଆକ୍ରାନ୍ତ ଆଇଇଏସ ଡକ୍ଟର ବିରଞ୍ଚି ନାରାୟଣ ନନ୍ଦ(୬୧)ଙ୍କର ଦିଲ୍ଲୀରେ ଆଜି ସକାଳ ୭ଟାରେ ପରଲୋକ ହୋଇଛି । ଗତବର୍ଷ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରାଳୟର ସଚିବ ପଦରୁ ଅବସର ନେଇଥିଲେ ଡ. ନନ୍ଦ । ଯାଜପୁରରେ ଜନ୍ମିତ ଡକ୍ଟର ନନ୍ଦ ଅବସର ନେଲାପରେ “ଓଡିଶା ସ୍ୱାଭିମାନ ପରିଷଦ”…
Read More...

ମନ୍ଦିର ବନ୍ଦ ରହିଲେ ବି ମିଳିବ ମହାପ୍ରସାଦ

ପୁରୀ : ଭକ୍ତମାନଙ୍କ ପାଇଁ ଏକ ଖୁସୀ ଖବର । କରୋନା ସଂକ୍ରମଣ ଯୋଗୁ ଶ୍ରୀମନ୍ଦିର ବନ୍ଦ ରହିଲେ ବି ଭକ୍ତମାନେ ମହାପ୍ରସାଦ ପାଇପାରିବେ ।ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଆଜି ଏହା ଜଣାଇଛନ୍ତି । ସଂକ୍ରମଣ ବଢୁଥିବାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ…
Read More...

ସୁପ୍ରିମକୋର୍ଟର ବିଚାରପତିଙ୍କ ପରଲୋକ

ନୂଆଦିଲ୍ଲୀ : ଶନିବାର ଦିନ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ମୋହନ ଏମ ଶାନ୍ତନାଗୌଡାରଙ୍କ ପରଲୋକ ହୋଇଯାଇଛି । ହରିୟାଣାର ଗୁରୁଗ୍ରାମର ମେଡାଣ୍ଟା ହସ୍ପିଟାଲରେ ୬୨ ବର୍ଷିୟ ଶାନ୍ତନାଗୌଡାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଫୁସ୍‌ଫୁସ ରୋଗରେ ପୀଡିତ ଥିଲେ ଏବଂ ନିମୋନିଆରେ ସଂକ୍ରମିତ…
Read More...

କୋଭିଡରେ ଶିକ୍ଷକ ପ୍ରମୋଦ କୁମାର ଧରୁଆଙ୍କ ପରଲୋକ

ଖପ୍ରାଖୋଲ,୨୫/୪- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଧରୁଆଙ୍କ ସ୍ୱାମୀ ଶିକ୍ଷକ ପ୍ରମୋଦ କୁମାର ଧରୁଆଙ୍କ ଗତକାଲି ଭୁବନେଶ୍ୱରସ୍ଥିତ ଏମସ ହସ୍ପିଟାଲରେ କରୋନରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସ୍ୱର୍ଗତ ଧରୁଆଙ୍କ ଦେହ…
Read More...

ଗଜପତିରେ ପୁଣି 96 ଜଣ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ  ଆଜି ପୁଣି 96 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ 64 ଜଣ, ଗୋଶାଣି ବ୍ଳକରେ 9 ଜଣ,ଗୁମ୍ମା ବ୍ଳକରୁ ଜଣେ କାଶୀ ନଗର ବ୍ଳକରୁ 4 ଜଣ,ମୋହନା ବ୍ଳକରୁ 9 ଜଣ,ନୂଆଗଡ଼…
Read More...

ପାରଳାରେ ସଟଡାଉନ କଡ଼ାକଡ଼ି

ପାରଳାଖେମୁଣ୍ଡି ; ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସଟଡାଉନ ହୋଇଛି। ଶନିବାର ଓ ରବିବାର ଏହି ସଟଡାଉନ ରହିବ ଆଜି ପୋଲିସ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଛକ ଜାଗାରେ ପୋଲିସ ମୃତୟନ ହୋଇଛି ଓ ଯାଞ୍ଚ କଡ଼ାକଡ଼ି କରା ଯାଇଛି।କାରଣ ନଥାଇ ବାହାରେ ବୁଲାବୁଲି ନ କରିବା ଓ…
Read More...

କୁମ୍ଭମେଳା ଫେରନ୍ତା ଶିକ୍ଷକଙ୍କ କରୋନା ରିପୋର୍ଟ ଆସିବା ପୂର୍ବରୁ ମୃତ୍ୟୁ

ବୌଦ୍ଧ,୨୫/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ଧଳପୁର ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁନୀଲ ଦାଶ (୪୧)ଙ୍କ ଗତକାଲି ବିଳମ୍ବିତ ରାତିରେ ଧଳପୁର ଠାରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସ୍ୱର୍ଗତ ଦାଶ କୁମ୍ଭମେଳାକୁ ଯାଇଥିଲେ । ସେ ରେଳପଥରେ ସେଠାରୁ…
Read More...

ନିଆଁରେ ପୋଡ଼ିଯାଇ ନାବାଳକର ଶୋଚନୀୟ ମୃତ୍ୟୁ

ସୁବର୍ଣ୍ଣପୁର,୨୫/୪- ସୁବର୍ଣ୍ଣପୁର ଜିଲ୍ଲା ବିନିକାବ୍ଲକ ଶଙ୍କରା ଗାଁରେ ଆଜି ଭୋର ସକାଳୁ ଏକ ଅଗ୍ନିକାଣ୍ଡ ଘଟି ଜଣେ ନାବାଳକର ଶୋଚନୀୟ ମୃତ୍ୟୁ ହୋଇଛି । ଚା' ତିଆରି କରୁଥିବାବେଳେ ଅଚାନକ ଗ୍ୟାସ୍‌ଲିକ୍‌ ହୋଇଯିବାରୁ ଘର ପୋଡ଼ିଯିବା ସହ ଜଣେ ୧୦ବର୍ଷ ନାବାଳକ ବାବୁଶାନ୍‌ ଗୁଡୁରିଆ ଗ୍ୟାସରେ…
Read More...