Browsing Category

ରାଜ୍ୟ

ଟିକାର ଏକ ଦର ଧାର୍ଯ୍ୟ ହେଉ, ରାଜ୍ୟ ଉପରେ ଆର୍ଥିକ ଚାପ ଦିଆ ନ ଯାଉ:ସାଂସଦ

ଭୁବନେଶ୍ୱର : ଚିନ୍ତାଜନକ ବିଷୟ। ଆମେ ଭାବିଥିଲୁ କୋଭିସିଲଡ଼ ପରି କିଛି ଦର ହେବ। ICMR ଦ୍ୱାରା ସ୍ୱୀକୃତି covaxin କମ ହେବ ବୋଲି ଭାବିଥିଲୁ। ହେଲେ ବହୁତ ବଢିଛି। ରାଜ୍ୟମାନଙ୍କ ସମ୍ବଳ ଉପରେ ଅଧିକ ଚାପ ପଡ଼ିବ। ରାଜ୍ୟମାନେ ନିଜ ସ୍ତରରରେ କୋବିଡ଼ ମୁକାବିଲା କରୁଛନ୍ତି। ଯେତେ ସ୍ୱାସ୍ଥ୍ୟ…
Read More...

ବୌଦ୍ଧ: ଆଜି ଜିଲ୍ଲାରେ ୩୨ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୫/୪ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୩୨ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୩୨ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୬୯ ରେ ପହଞ୍ଚିଛି ।…
Read More...

ସହରାଞ୍ଚଳ ସର୍ଟଡାଉନରେ ଆଶ୍ଚର୍ଯ୍ୟଜନକ ଭାବେ ଗ୍ରାମାଞ୍ଚଳ ସାମିଲ୍‌ !

ବୌଦ୍ଧ/ବାଉଁଶୁଣୀ,୨୫/୪ - ସରକାରୀ ଘୋଷଣା ଅନୁଯାୟୀ ରାଜ୍ୟର କେବଳ ସହରାଞ୍ଚଳରେ ସପ୍ତାହାନ୍ତ ସର୍ଟ ଡାଉନ ଶନିବାର ଓ ରବିବାର ହେବାକୁ ଥିବାବେଳେ ବୌଦ୍ଧ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ମଧ୍ୟ ଗତକାଲି ଅଘୋଷିତ ସର୍ଟଡାଉନ ଦେଖିବାକୁ ମିଳିଥିଲା । ଚାରିଛକ, ପୁରୁଣାକଟକ, ସାହାଜପାଲ, ବାଉଁଶୁଣୀ,…
Read More...

କେନ୍ଦୁପତ୍ର ଫଡି ପ୍ରତିଷ୍ଠା ହେଲାନାହିଁ, ଚିନ୍ତାରେ ୩ ଗାଆଁର ପତ୍ର ତୋଳାଳୀ

ବୌଦ୍ଧ,୨୫/୪- ବୌଦ୍ଧ କେନ୍ଦୁପତ୍ର ବନଖଣ୍ଡ ବାଉଁଶୁଣୀ ରେଞ୍ଜ ଅନ୍ତର୍ଗତ ଆମ୍ବଝରୀ ଗ୍ରାମ ପଞ୍ଚାୟତ କୁରୁକୁଚ ଗ୍ରାମ ଠାରେ ଗୋଟିଏ କେନ୍ଦୁପତ୍ର ଫଡି ପ୍ରତିଷ୍ଠା ପାଇଁ ରାମ୍ଭିକଟା, କରଡାପଡା ଓ କୁରୁକୁଚ ଗ୍ରାମର ପତ୍ରତୋଳାଳୀ ମାନେ ବହୁଦିନରୁ ଦାବୀ କରି ଆସୁଛନ୍ତି । ଏ ସଂପର୍କରେ ସ୍ଥାନୀୟ…
Read More...

ହଟହଟା ହେଲେ କେନ୍ଦୁପତ୍ର ତୋଳାଳି,ଫଡିକୁ ନେଇ ଫେରାଇ ଆଣିଲେ ପତ୍ର

ହରଭଙ୍ଗା : ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ପ୍ରୋତ୍ସାହନ ରାଶି ସହିତ ଆନୁସଙ୍ଗିକ ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି । ମାତ୍ର ଚଳିତବର୍ଷ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ କେନ୍ଦୁପତ୍ର ସଂଗ୍ରହରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ତୋଳାଳିଙ୍କଠାରୁ ଚଳିତବର୍ଷ ୧/୨ ଫର୍ମ ବା ୫୦ ବିଡା ଲେଖାଏଁ…
Read More...

ସମ୍ବଲପୁର ମଣ୍ଡଳ ଅକ୍ସିଜେନ ଏକ୍ସପ୍ରେସର ସୁରକ୍ଷିତ ଚଳାଚଳ ସୁନିଶ୍ଚିତ କରିଛି

ସମ୍ବଲପୁର : କୋଭିଡ-୧୯ ବିରୋଧରେ ଲଡେଇ ଜାରି ରଖି ଭରତୀୟ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ଇସ୍ପାତ କାରଖାନାରୁ ଅମ୍ଳଜାନ ଯୋଗାଇବା ପାଇଁ ଅକ୍ସିଜେନ ଏକ୍ସପ୍ରେସ ଚଳାଇବାକୁ ପ୍ରସ୍ତୁତ ହୋଇଛି । ପୂର୍ବତଟ ରେଳବାଇର ସମ୍ବଲପୁର ମଣ୍ଡଳ ଏହାର ଅଧୀନରେ ଅକ୍ସିଜେନ ସ୍ପେଶାଲ ନିରାପଦ ଓ ଦ୍ରୁତ ଗତି…
Read More...

ସାହସୀ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନ ପ୍ରଦାନ ସହ ବେଦାନ୍ତ ପକ୍ଷରୁ ଜାତୀୟ ଅଗ୍ନିସେବା ସପ୍ତାହ ପାଳିତ

ଭୁବନେଶ୍ୱର : ଭାରତର ବୃହତ୍ତମ ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦର ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଲିମିଟେଡ ପକ୍ଷରୁ ଅପ୍ରେଲ ୧୪ ରୁ ୨୧ ପର୍ଯ୍ୟନ୍ତ ଓଡ଼ିଶାର ଲାଞ୍ଜିଗଡ଼ ଠାରେ ଥିବା ଆଲୁମିନା ରିଫାଇନାରୀରେ ଏବଂ ଓଡ଼ିଶାର ଝାରସୁଗୁଡ଼ା ଠାରେ ଥିବା ଆଲୁମିନିୟମ ଏବଂ ପାୱାର ଅପରେସନ ଠାରେ ୭୮…
Read More...

ମହୁଲଫୁଲର ଅଭାବୀ ବିକ୍ରୀ : ପରିଶ୍ରମ ଅଧିକ,ପ୍ରାପ୍ୟ କମ୍‌

ହରଭଙ୍ଗା : ମହୁଲ ହେଉଛି ବୌଦ୍ଧଜିଲ୍ଲାର ଅନ୍ୟତମ ପରିଚୟ, ଜିଲ୍ଲାର ଆଦିବାସୀଙ୍କ ପାଇଁଁ ବର୍ଷର ଦୁଇମାସ ରୋଜଗାରର ମାଧ୍ୟମ ହୋଇଥାଏ ।ତେବେ ଚଳିତବର୍ଷ ମହୁଲଫୁଲର ଅଭାବିବିକ୍ରୀ ଆଦିବାସୀଙ୍କ ପାଇଁଁ ଏକ ସମସ୍ୟା ସୃଷ୍ଟି କରିଛି । ମାର୍ଚ୍ଚ଼ ଓ ଏପ୍ରିଲ୍ ମାସରେ ହଜାର୍ ହଜାର୍ ସଂଖ୍ୟାରେ ଆଦିବାସୀ…
Read More...

ରାଜ୍ୟରେ ପୁଣି ୬୧୧୬ ପଜିଟିଭ୍ ଚିହ୍ନଟ, ୭ ମୃତ

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା…
Read More...

ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ପାଇଁ କାର୍ଯ୍ୟକ୍ଷମ ହେଲା ସମର୍ପିତ କୋଭିଡ ଚିକିତ୍ସାଳୟ

ସୁବର୍ଣ୍ଣପୁର,୨୫/୪- ରାଜ୍ୟରେ ବର୍ତ୍ତମାନ କରୋନା ର ଦ୍ଵିତୀୟ ଲହର କ୍ରମଶଃ ବୃଦ୍ଧିହେଉଥିବାର ପରିଲକ୍ଷିତ ହେଉଛି l ସର୍ବସାଧାରଣଙ୍କ ଧନଜୀବନ ତଥା ସ୍ୱାସ୍ଥ୍ୟକୁ ଦୃଷ୍ଟି ରେ ରଖି ସରକାରଙ୍କ ତରଫରୁ ବହୁବିଧ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ କରୋନା ସଂକ୍ରମିତ ରୋଗୀଙ୍କ ତୁରନ୍ତ…
Read More...