Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନିଷ୍ଠ ରେଡ଼କ୍ରସ ଆନୁକୂଲ୍ୟରେ ରକ୍ତଦାନ ଶିବିର
ପାରଳାଖେମୁଣ୍ଡି,୧୪/୩- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ସ୍ଥାନୀୟ ମହେନ୍ଦ୍ରଗିରି ସରକାରୀ ଉଚ୍ଚ଼ ବିଦ୍ୟାଳୟ ପରିସରରେ କନିଷ୍ଠ ରେଡ଼କ୍ରସ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମୋଟ ୩୦ ୟୁନିଟ ରକ୍ତ ଦାନ କରିଛନ୍ତି । ଏହି!-->…
Read More...
Read More...
ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ବିଧାୟକ ସାଲୁଗା ପ୍ରଧାନ
ଦାରିଙ୍ଗବାଡି,୧୪/୩-: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମପଞ୍ଚାୟତକୁ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗସ୍ତକରି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଉକ୍ତ ଗ୍ରାମପଞ୍ଚାୟତର ବୁଡାଗୁଡ଼ା ଅଙ୍ଗନବାଡ଼ି ଗୃହ, ନେଡିପାଙ୍ଗା ଅଙ୍ଗନବାଡ଼ି ଗୃହ ଓ!-->…
Read More...
Read More...
ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ୭୨ କିଲୋଗ୍ରାମ ଗଞ୍ଜେଇ ଜବତ
ବୌଦ୍ଧ/ବାଉଁଶୁଣୀ,୧୪/୩- ସ୍ୱତନ୍ତ୍ର ସ୍କ୍ୱାର୍ଡ (ଏସ.ଟି.ଏଫ.) ଦ୍ୱାରା ଗତକାଲି ବାଉଁଶୁଣି ଥାନା ସିଙ୍ଗାରୀ ନିକଟରେ ଓଡି୦୫ ଏ.ଜେଡ. ୬୫୫୩ ନମ୍ବର ବିଶିଷ୍ଟ ଏକ ଟାଟା ୱାଧା ଡାଲା ଗାଡିକୁ ଚଢାଉକରି ଚାଲାଣ ହେଉଥିବା ୭୨ କିଲୋଗ୍ରାମ ୨୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ମାମଲାରେ!-->…
Read More...
Read More...
ପଦ୍ମତୋଳା ଅଭୟାରଣ୍ୟ ଅଞ୍ଚଳରେ ଜନସଚେତନତା ଶିବିର
ବୌଦ୍ଧ/ ହରଭଙ୍ଗା୧୩/୩- ବୌଦ୍ଧଜିଲ୍ଲା କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁନେଇ ନୟାଗଡ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏକ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବରକୁ ନୟାଗଡ ବନ୍ୟପ୍ରାଣୀ ଡିଏଫଓ ହର୍ଷବଦ୍ଧନ ଉଦଗାଥା ପରିଚାଳନା କରିଥିଲେ।!-->…
Read More...
Read More...
ହୀରାଞ୍ଚଳ ଲାଇଭର ପ୍ରଭାବ, ମୁକୁଳା ଟ୍ରାନ୍ସଫର୍ମର ଚାରିପଟେ ଲାଗିଲା ସୁରକ୍ଷା ବାଡ଼
ବୌଦ୍ଧ/ଜହ୍ନାପଙ୍କ,୧୩/୩- ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତର ହାଟପଦ।ଠାରେ ଥିବା ଟ୍ରାନ୍ସଫର୍ମର ଦୀର୍ଘ ଦିନ ହେଲା ବିପଦ ସଙ୍କୁଳ ଅବସ୍ଥାରେ ଥିଲା। ଏହା ନିକଟକୁ ଲାଗି ସାପ୍ତାହିକ ମଙ୍ଗଳବାର ହାଟ ବସେ ।ଫଳରେ ଧନ ଜୀବନ ପ୍ରତି ବିପଦ ଥିବାରୁ ଏନେଇ ଫେବୃଆରୀ ୨୫ ତାରିଖରେ ହୀରାଞ୍ଚଳ ଲାଇଭରେ!-->…
Read More...
Read More...
ଧାନ କ୍ରୟ ଟାର୍ଗେଟ ବଢାଇବା ଦାବିରେ ସମିତି ଘେରିଲେ ଚାଷୀ
ବୌଦ୍ଧ /ଜହ୍ନାପଙ୍କ,୧୩/୩- ବୋୖଦ୍ଧ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ କ୍ରୟ କୂନେଇ ରାସ୍ତା ଅବରୋଧ, ଧାରଣା ଆଦି ଚାଲିଥିବା ବେଳେ ଆଜି ତେଲିବନ୍ଧ ସେବା ସମବାୟ ସମିତି ଆଗରେ ଚାଷୀମାନେ ବିଭିନ୍ନ ସ୍ଲୋଗାନ ଦେଇ ଘେରାଉ କରିଥିଲେ।ସୂଚନାମତେ ଫେବ୍ରୁଆରୀ ୧୬ /୧୭ ତାରିଖରେ ଟୋକନ ପାଇଥିବା ଚାଷୀ!-->…
Read More...
Read More...
ସନ୍ଦିଗ୍ଧ ୪ ବ୍ୟକ୍ତି ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଦ୍ବାରା ଗିରଫ
ବୌଦ୍ଧ,୧୩/୩- ଆଜି ସକାଳେ ପୁରୁଣା କଟକ ରେଞ୍ଜ ଅନ୍ତର୍ଗତ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରୁ ୪ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗିଆ ମୁଣ୍ଡା ଗ୍ରାମର ଉମାକାନ୍ତ ମାଲିକ (40),!-->!-->!-->…
Read More...
Read More...
ସନ୍ଦିଗ୍ଧ ୪ ବ୍ୟକ୍ତି ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଦ୍ବାରା ଗିରଫ
ବୌଦ୍ଧ,୧୩/୩ - ଆଜି ସକାଳେ ପୁରୁଣା କଟକ ରେଞ୍ଜ ଅନ୍ତର୍ଗତ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରୁ ୪ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗିଆ ମୁଣ୍ଡା ଗ୍ରାମର ଉମାକାନ୍ତ ମାଲିକ (40), ବନ୍ଧୁ!-->…
Read More...
Read More...
ଧାନ କିଣାନଯିବା ପ୍ରତିବାଦରେ ୪୧ ନମ୍ବର ରାଜ୍ୟ ରାଜପଥ ଅବରୋଧ
ବୌଦ୍ଧ/ବାଉଁଶୁଣୀ,୧୩/୩ - ବୌଦ୍ଧ ଜିଲ୍ଲାରେ ପ୍ରଶାସନ ଖରିଫ ଧାନ କ୍ରୟ କରିବାରେ ବିଫଳ ହୋଇଥିବାରୁ ପ୍ରତିଦିନ ଚାଷୀମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳୁଛି । ଆଜି ସକାଳେ କଣ୍ଟାମାଳ ସେବା ସମବାୟ ସମିତିର ଚାଷୀମାନେ ସମିତି କାର୍ଯ୍ୟାଳୟ ନିକଟରେ କଣ୍ଟାମାଳ ଠାରେ!-->…
Read More...
Read More...
ବିଭିନ୍ନ ସମସ୍ୟା ଓ ଦରଦାମ ବୃଦ୍ଧି ବିରୋଧରେ କଂଗ୍ରେସର ପ୍ରତିବାଦ
ବୌଦ୍ଧ,୧୩/୩- ପେଟ୍ରୋଲ୍, ଡିଜେଲ ଓ ରୋଷେଇ ଗ୍ୟାସ୍, ଡାଲି ଓ ଖାଇବା ତେଲ ଆଦିର ଦରବୃଦ୍ଧି ସହିତ ଧାନର ଅଭାବୀବିକ୍ରୀ ବିରୋଧରେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏନଏସି ଛକ ଠାରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଶତାଧିକ କଂଗ୍ରେସ କର୍ମୀ ଓ ମହିଳାମାନେ ଥାଳି ବାଡେଇ ଅଭିନବ!-->…
Read More...
Read More...