Browsing Category

ରାଜ୍ୟ

ସମରକଟାରେ ମୋ ଚାଟଶାଳୀ ପାଠର ଶୁଭାରମ୍ଭ

ବୌଦ୍ଧ/ହରଭଙ୍ଗା - ୧୨ ଆଦିମ ଅଧିବାସୀ ଏକତା ମଞ୍ଚ ତରଫରୁ ମୋ ଚାଟଶାଳୀ ହରଭଙ୍ଗାବ୍ଲକ ଧଳପୁର ପଂଚାୟତର ସମରକଟା କଇଁଫୁଲ ଆଶ୍ରମ ଠାରେ ଶୁଭାରମ୍ଭ ହୋଇଯାଇଛି। ଏଥିରେ ଓଡ଼ିଶା ଶ୍ରମଜୀବୀ ମଞ୍ଚ ସଭାପତି ଦାଶରଥୀ ନାଏକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଠାରେ ସମର କଟା, ବଦଳାସାହି ଗ୍ରାମର
Read More...

ଭାରସାମ୍ୟ ହରାଇ ବାଇକ ଚାଳକ ଗୁରୁତର

ଫୁଲବାଣୀ,୧୨/୩:କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୂତି ମେଣ୍ଡି ପଞ୍ଚାୟତ ଜାତୀୟ ରାଜପଥରେ ଏକ ହିରୋହୋଣ୍ଡା ମୋଟର ସାଇକଲ ଓଆର୦୭ଏଚ୍ ୪୪୦୯ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ।ବାଇକ ଚାଳକ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ଦୂତିମେଣ୍ଡୀ ଗ୍ରାମବାସୀ ଖଜୁରୀପଡ଼ା
Read More...

ତିନି ବ୍ଲକରେ ଆଜିଠୁ ଗଡିଲା ବନାଗ୍ନି ସଚେତନତା ରଥ

ବୌଦ୍ଧ ,୧୨/୩- ଆଜି ବୌଦ୍ଧ ବନଖଣ୍ଡ ତରଫରୁ ତିନି ବ୍ଲକ୍ ଅଂଚଳ ପାଇଁ ତିନି ଗୋଟି ବନାଗ୍ନି ସଚେତନତା ରଥର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧୀକ୍ଷକ ଭି ରଘୁନାଥ ରାଓ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ
Read More...

ମହିଳା ସଙ୍ଗଠନ ଅନନ୍ୟା ଆନୁକୂଲ୍ୟରେ ମହାଶିବରାତ୍ରି ପାଳିତ

ପାରଳାଖେମୁଣ୍ଡି,୧୨/୩- ପବିତ୍ର ମହାଶିବରାତ୍ରୀ ଅବସରରେ କରଣସାହିସ୍ଥିତ ନୃସିଂହନାଥ ମନ୍ଦିର ମୁକ୍ତ ମଞ୍ଚରେ ଅନନ୍ୟା ମହିଳା ସଙ୍ଗଠନ ପକ୍ଷରୁ ଭକ୍ତି ସଙ୍ଗୀତ ଏବଂ ଓଡ଼ିଶୀ ନୃତ୍ୟ , ମହାରୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ସଂଗଠନର ସଭାନେତ୍ରୀ ମମତା ଆପଟ, ସମ୍ପାଦିକା
Read More...

ବିଭିନ୍ନ ଶୈବାଳୟରେ ମହାଶିବରାତ୍ରି ପାଳିତ

ବୌଦ୍ଧ/ଜହ୍ନାପଙ୍କ,୧୧/୩- ବୌଦ୍ଧବ୍ଲକ ଅନ୍ତର୍ଗତ ଐତିହାସିକ ଚାରିଶମ୍ଭୁର ସିଦେ୍ଧଶ୍ୱର ଓ ପଶ୍ଚିମ ସୋମନାଥ, ଚଣ୍ଡିତଲ ଗୁପ୍ତେଶ୍ୱର,ଚଣ୍ଡିଗଡ଼ ସପ୍ନେଶ୍ୱର, ଦାମୋଦରପୁର ଷଣ୍ଢେଶ୍ୱର, ପଳାସ ଧବଳେଶ୍ୱର ଗୋଛାପଡା, କୃଷ୍ଣପାଲି, ଖାଲିଆପାଲି ଆଦି ଶୈବପୀଠରେ କରୋନା କଟକଣା ମଧ୍ୟରେ ମହାଶିବରାତ୍ରି
Read More...

ଟ୍ରାକ୍ଟର ସହ 60 ଖଣ୍ଡ ବଲହା ଜବତ୍, ଡ୍ରାଇଭର ଫେରାର

ବୌଦ୍ଧ,୧୨/୩ - ବୌଦ୍ଧ ରେଞ୍ଜ ବଘିଆପଡା ଫରେଷ୍ଟ ଅନ୍ତର୍ଗତ ଜାମୁଖୋଲ୍ ଗ୍ରାମ ନିକଟ ଜଙ୍ଗଲ ଭୂଇଁ ଛକ ପାଖରୁ ଗୋଟିଏ ଟ୍ରାକ୍ଟର ସହ 60 ଖଣ୍ଡ ବଲହା ବନ ବିଭାଗ ଜବତ୍ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ବନ ବିଭାଗର କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ବେଳେ
Read More...

ଜଙ୍ଗଲରେ ନିଆଁ ଲଗାଇଥିବା ଅଭିଯୋଗରେ ୨ ଗିରଫ

ବୌଦ୍ଧ,୧୨/୩ - ବୌଦ୍ଧଜିଲ୍ଲା କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ପଦ୍ମତୋଳା ଅଭୟାରଣ୍ୟ ଭିତରେ ନିଆଁ ଲଗାଇଥିବା ଅଭିଯୋଗରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ କର୍ମଚାରୀ ମାନେ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଘୁମୁରୀ ପଡା ଗ୍ରାମର ମୋହନ ଦେହୁରୀ
Read More...

ବାଇକ ଓ ଅଟୋ ମଧ୍ୟରେ ଧକ୍କା, ଦୁଇ ଗୁରୁତର

ବୌଦ୍ଧ,୧୧/୩ - ଆଜି ସନ୍ଧ୍ୟାରେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର ଦେଉଳି ମଦ ଭାଟି ନିକଟରେ ଗୋଟିଏ ବାଇକ ଓ ଅଟୋ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ହେବାରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ମନମୁଣ୍ଡାରୁ ବାଇକ ଯୋଗେ ବରଗାଁ ଗ୍ରାମର
Read More...

ଜଙ୍ଗଲରେ ନିଆଁ ଲଗାଉଥିବାବେଳେ ବନ କର୍ମଚାରୀଙ୍କ ଦ୍ଵାରା ଜଣେ ଗିରଫ

ଫୁଲବାଣୀ,୧୧/୩: ବନବିଭାଗର ବ୍ୟାପକ ସଚେତନତା ସତ୍ତ୍ଵେ କିଛି ଖଳ ପ୍ରକୃତିର ଲୋକ ଜାଣିଶୁଣି ନିଆଁ ଲଗାଉଛନ୍ତି । ବୁଧବାର ଫୁଲବାଣୀ ବନଖଣ୍ଡ ଅଧିନ ଟିକାବାଲି ପରେଷ୍ଟ ରେଞ୍ଜ ଅର୍ନ୍ତଗତ ଲାଇନ ପଡ଼ା ରିଜର୍ଭ ଜଙ୍ଗଲ ମଧ୍ୟରେ ନିଆଁ ଲାଗ।ଉ ଥିବାବେଳେ ବନ କର୍ମଚାରୀ ମାନେ ନିଆଁକୁ ଆୟତ କରିବା ସହ
Read More...

ବାଉଁଶୁଣୀ ଶିବ ମନ୍ଦିର ପରିଦର୍ଶନ କଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ

ବୌଦ୍ଧ/ବାଉଁଶୁଣୀ,୧୧/୩ - ଆସନ୍ତା କାଲି ଓଡିଶା ବିଧାନସଭା ଅଧିବେଶନରେ ଯୋଗ ଦେବା ପାଇଁ ନିଜ ନିର୍ବାଚନ ମଣ୍ଡଳୀରୁ ରାଜଧାନୀ ଯିବା ବାଟରେ କିଛି ସମୟ ପାଇଁ ବାଉଁଶୁଣୀରେ ଅଟକି ଥିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ l ପ୍ରଥମେ ଶ୍ରୀ ସିଂ ଡାକ୍ତର ରାଜେଶ ତ୍ରିପାଠୀଙ୍କ ଘରକୁ ଯାଇ ତାଙ୍କୁ
Read More...