Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିରେ “ନିଫା’ ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,୧୧/୩‐ ଗଜପତି ଜିଲ୍ଲାରେ ନିଫା(ନେସନାଲ ଇଣ୍ଟିଗ୍ରେଟେଡ୍ ଫୋରମ୍ ଫର୍ର୍ ଆର୍ଟିସ୍ଟ ଏଣ୍ଡ ଆକ୍ଟିଭିସ୍ଟ)ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଉପାନ୍ତ ତଥା ଅଧ୍ୟୁୂଷିତ ଜିଲ୍ଲାରେ କଳାକାରମାନଙ୍କୁ ପ୍ରୋତ୍ସାହନ ଏବଂ ବିଭିନ୍ନ ସମାଜସେବାର ଆଭିମୁଖ୍ୟ ନେଇ ଏହି ସଂଗଠନର ଅହଂ!-->…
Read More...
Read More...
କୁକୁର ସହ ବାଇକ ଧକ୍କା, ଦୁର୍ଘଟଣାରେ ୩ ଗୁରୁତର
ବୌଦ୍ଧ/ବାଉଁଶୁଣୀ,୧୧/୩- ଆଜି ସକାଳ ପ୍ରାୟ ଘ୯. ୩୦ ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବାଉଁଶୁଣି ଥାନା ଦନ୍ତାପାଲି ଗ୍ରାମ ନିକଟରେ କୁକୁରସହ ଧକ୍କାହୋଇ ଗୋଟିଏ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ବସିଥିବା ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ!-->…
Read More...
Read More...
ବୃଦ୍ଧଙ୍କୁ ଧକ୍କା ଦେଇ କାର୍ ଚମ୍ପଟ୍, ବୃଦ୍ଧ ଗୁରୁତର
ବୌଦ୍ଧ,୧୧/୩- ଜାତୀୟ ରାଜପଥ ନମ୍ବର 57ର ଜନ୍ହାପଙ୍କ ନିକଟ ପୋଡା ବଲସ ଛକରେ ବୁଧବାର ଅପରାନ୍ହ ପ୍ରାୟ ଘ. 4. 30 ମିନିଟ ସମୟରେ ଜଣେ ବୃଦ୍ଧଙ୍କୁ ଗୋଟିଏ କାର୍ ଧକ୍କା ଦେବାରୁ ବୃଦ୍ଧ ଜଣକ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ସୋନପୁର ଜିଲ୍ଲା ସୁବଳୟା ଥାନା!-->…
Read More...
Read More...
ଭୁଶୁଡ଼ି ପଡ଼ିଲା ବିଦ୍ୟାଳୟ ଫାଟକ ଚାପି ହୋଇ ଜଣେ ଛାତ୍ରୀ ମୃତ, ୨ ଛାତ୍ରଛାତ୍ରୀ ଗୁରୁତର
ଦାରିଙ୍ଗବାଡ଼ି,୧୦/୩ :କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବେଲକଟି ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି I ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଫାଟକ ଭାଙ୍ଗି ଭୁଶୁଡ଼ି ଯିବାରୁ ସେଥିରେ ଚାପି ହୋଇଯାଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟି ଥିବା ବେଳେ ଜଣେ ଛାତ୍ରୀ ଏବଂ ଜଣେ ଛାତ୍ର ଗୁରୁତ୍ୱର!-->…
Read More...
Read More...
ନୂଆପଡା ଆଜି ବିକାଶର ନୂଆ ଇତିହାସ: ୨୩୩୭କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
ଭୁବନେଶ୍ୱର, : ଦିନିକିଆ ନୂଆପଡା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକଟ କରିଛନ୍ତି । ନୂଆପଡାବାସୀଙ୍କୁ ଜୁହାର ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସ୍ୱାଧିନତା ସଂଗ୍ରାମରେ ନୂଆପଡାର ବହୁତ ବଡ ଭୂମିକା ଥିଲା । ନୂଆପଡା ଭେଲା ଗାଁର ମାଆମାନଙ୍କ ସଂଗ୍ରାମ!-->…
Read More...
Read More...
ରାଷ୍ଟ୍ରପତିଙ୍କ ପୋଲିସ୍ ମେଡାଲ ଗ୍ରହଣ କଲେ ବୌଦ୍ଧର ସୁନୀଲ ମିଶ୍ର
ବୌଦ୍ଧ,୧୦/୩- ବୌଦ୍ଧମାଟିର ସୁଯୋଗ୍ୟ ସନ୍ତାନ ତଥା ସି.ଆଇ.ଏସ.ଏଫ. ଡେପୁଟି କମାଣ୍ଡାଣ୍ଟ ସୁନୀଲ କୁମାର ମିଶ୍ର ନିଜ ଉଲ୍ଲେଖନୀୟ ସେବାପାଇଁ ଗତ ସାଧାରଣତନ୍ତ୍ର ଦିବସରେ ଘୋଷିତ ରାଷ୍ଟ୍ରପତିଙ୍କ ପୋଲିସ୍ ପଦକ ଆଜି ଗ୍ରହଣ କରିଛନ୍ତି । ଗାଜିଆବାଦସ୍ଥିତ ୫ମ ରିଜର୍ଭ ବାଟାଲିୟନ୍ ଗ୍ରାଉଣ୍ଡଠାରେ!-->…
Read More...
Read More...
ହୀରାଞ୍ଚଳର ପ୍ରଭାବ, ମରାମତି ହେଲା ମଣ୍ଡଳ ମୁଣ୍ଡୋଦରହ ରାସ୍ତା
ପାଟଣାଗଡ,୧୦/୩: ବଲାଙ୍ଗିର ଜିଲ୍ଳା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଳକର ମୁଣ୍ଡୋଦରହ ରାସ୍ତା ଦୀର୍ଘଦିନରୁ ଶୋଚନୀୟ ହୋଇଥିଲା । ଫଳରେ ଯିବା ଆସିବାରେ ନାନା ଅସୁବିଧା ହେଉଥିଲା । ଏନେଇ ହୀରାଞ୍ଚଳ ଖବର କାଗଜରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଉକ୍ତ ରାସ୍ତା ମରାମତି ଆରମ୍ଭ ହୋଇଛି ।!-->…
Read More...
Read More...
ଆବାସ ଯୋଜନା ଘର ଦେଖିନଥିବା ଗାଆଁ ଜାମୁପାଲି
ବୌଦ୍ଧ,୧୦/୩ - ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତର ଗୋଟିଏ ଗାଆଁ ହେଉଛି ଜାମୁପାଲି l ଆଶ୍ଚର୍ଯ୍ୟର କଥା ଏ ଗାଆଁରେ ପ୍ରାୟ 50 ଗୋଟି ପରିବାର ବାସ କରୁଥିବା ବେଳେ ଓ 90 ଭାଗ ପରିବାର ଗରୀବ ଶ୍ରେଣୀର ଲୋକ ହୋଇଥିଲେ ମଧ୍ୟ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେବା ଦିନ ଠାରୁ!-->!-->!-->…
Read More...
Read More...
ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
ବୌଦ୍ଧ,୧୦/୩ - ଗତକାଲି ରାତିରେ ଜାତୀୟ ରାଜପଥ ନମ୍ବର 57ର ତେଲିବନ୍ଧ ଗ୍ରାମପଞ୍ଚାୟତ କମଳପୁର୍ ନିକଟରେ ଭାରସାମ୍ୟ ହରାଇ ଗୋଟିଏ କାର୍ ଦୁର୍ଘଟଣା ଘଟି ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଜାତୀୟ ରାଜପଥ ନମ୍ବର 57ର!-->!-->!-->…
Read More...
Read More...
ବେଲପଡା ପୋଲିସର ସଫଳତା, ୨ ଲୁଟେରା ଗିରଫ
ପାଟଣାଗଡ,୯/୩ - ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଳକ ମାଟିଖାଇ ଗାଁର ଅଶୋକ ସାଗର ବେଲପଡା ଏସ୍ ବି ଆଈ ରୁ ପଚାଶ ହଜାର ଟଙ୍କା ବାହାର କରି ବ୍ୟାଙ୍କରୁ ବାହାରୁ ଥିବା ବେଳେ ୨ ଜଣ ଦୁର୍ବୁତ ଘଗୁର୍ଳି ଗାଁର ରିଙ୍କୁ ନାଗ(୩୨) ଓ ରାୟପୁର ର ଜୀବର୍ଧନ୍ ଯାଦବ (୩୦) ଟଙ୍କା ଛଡାଇ!-->…
Read More...
Read More...