ବୌଦ୍ଧ:୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମଣ ଉଦବେଗଜନକ

0 4,305

ବୌଦ୍ଧ,୨୮/୪- ଆଜି ବୌଦ୍ଧଜିଲ୍ଲାରେ ନୂତନ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ବୌଦ୍ଧ ଏନ.ଏ.ସି. ଅଂଚଳ ମଧ୍ୟରୁ ୨୬ ଜଣ, ବୌଦ୍ଧବ୍ଲକ୍‌ ମଧ୍ୟରୁ ୯ ଜଣ, ହରଭଙ୍ଗା ବ୍ଲକ ମଧ୍ୟରୁ ୧୩ ଜଣ ଓ କଣ୍ଟାମାଳ ବ୍ଲକ ଅଂଚଳ ମଧ୍ୟରୁ ସର୍ବାଧିକ ୩୫ ଜଣ ନୂତନ କୋରନା ପଜିଟିଭ ଚିହ୍ନଟ ହୋଇଥିବା ସ୍ଥିତିକୁ ଉଦବେଗଜନକ କରିଛି । ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୧ ନମ୍ବର୍‌ ୱାର୍ଡରୁ ୩ ଜଣ, ୨ ନମ୍ବର୍‌ ୱାର୍ଡରୁ ୨ ଜଣ, ୫ ନମ୍ବର ୱାର୍ଡରୁ ୪ ଜଣ, ୭ ନମ୍ବର୍‌ ୱାର୍ଡରୁ ୧ ଜଣ, ୮ ନମ୍ବର୍‌ ୱାର୍ଡରୁ ୩ ଜଣ, ୯ ନମ୍ବର୍‌ ୱାର୍ଡରୁ ୪ ଜଣ, ୧୧ ନମ୍ବର୍‌ ୱାର୍ଡରୁ ୧ ଜଣ, ୧୨ ନମ୍ବର୍‌ ୱାର୍ଡରୁ ୩ ଜଣ, ୧୫ ନମ୍ବର ୱାର୍ଡରୁ ୫ ଜଣ, ବୌଦ୍ଧ ବ୍ଲକ୍‌ ରକ୍ସା ଗ୍ରାମ ପଞ୍ଚାୟତ ଦହ୍ୟା ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମରୁ ୨ ଜଣ, ଶଗଡା ଗ୍ରାମ ପଞ୍ଚାୟତ କୁରୁମୁଣ୍ଡା ଗ୍ରାମରୁ ୧ ଜଣ, ଶଗଡା ଗ୍ରାମରୁ ୧ ଜଣ, ମର୍ଷୁଣ୍ଢି ଗ୍ରାମ ପଞ୍ଚାୟତ ଲୁଣ୍ଡାବେରଣୀ ଗ୍ରାମରୁ ୧ ଜଣ, ମୁଣ୍ଡାପଡା ଗ୍ରାମରୁ ୧ ଜଣ, ମନୁପାଲି ଗ୍ରାମ ପଞ୍ଚାୟତ ଋଷିବନ୍ଧ ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍‌ ବାମଣ୍ଡା ଗ୍ରାମରୁ ୧ ଜଣ, ଧଳପୁର୍‌ ଗ୍ରାମରୁ ୩ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ସମ୍ବଲପୁର ଗ୍ରାମରୁ ୨ ଜଣ, ହରଭଙ୍ଗା ଗ୍ରାମରୁ ୬ ଜଣ, ସାଂପୋଚ ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ ଦପଲା ଗ୍ରାମରୁ ୨ ଜଣ, ବିଳାସପୁର୍‌ ଗ୍ରାମ୍‌ ପଂଚାୟତ ପାଣ୍ଡରିପଡା ଗ୍ରାମରୁ ୧ଜଣ, ଟିଲାତିଙ୍ଗା ଗ୍ରାମରୁ ୧ ଜଣ, କିରିକିଚିପାଲି ଗ୍ରାମରୁ ୧ ଜଣ, ପଦରପଡା ଗ୍ରାମରୁ ୧ ଜଣ, ବିଳାସପୁର୍‌ ଗ୍ରାମରୁ ୪ ଜଣ, ଗୁଡଭେଲିପଦର ଗ୍ରାମ ପଞ୍ଚାୟତ ପୁରୁଣାପାଣି ଗ୍ରାମରୁ ୧ ଜଣ, ଡଙ୍ଗାଝୋଲ ଗ୍ରାମରୁ ୧ ଜଣ, ଜୟଦପୁର୍‌ ଗ୍ରାମରୁ ୨ ଜଣ, ମନମୁଣ୍ଡା ଗ୍ରାମ ପଞ୍ଚାୟତ ନୁର୍ପା ଗ୍ରାମରୁ ୧ ଜଣ, କପାସିରା ଗ୍ରାମରୁ ୧ ଜଣ, ଭାଲିଆ ପଦର ଗ୍ରାମରୁ ୩ ଜଣ, ଶିମିଳି ପଦର ଗ୍ରାମ ପଞ୍ଚାୟତ ଲୋକାପଡା ଗ୍ରାମରୁ ୪ ଜଣ, ଦପଲା ଗ୍ରାମରୁ ୨ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ଦମାମୁଣ୍ଡା ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମପଞ୍ଚାୟତ ଧୁଙ୍ଗିଆ ପଦର ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ଡେଙ୍ଗପଦର୍‌ ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମରୁ ୩ ଜଣ, ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ ପଥରଖଣ୍ଡି ଗ୍ରାମରୁ ୧ ଜଣ, ନାରାୟଣ ପ୍ରସାଦ ଗ୍ରାମପଂଚାୟତ ସାନଅସୁର ଗ୍ରାମରୁ ୧ ଜଣ, ଘଣ୍ଟାପଡା ଗ୍ରାମ ପଞ୍ଚାୟତ ରେକଡୋଲ ଗ୍ରାମରୁ ୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

17 + 11 =