Browsing Category

ରାଜ୍ୟ

ଯାତ୍ରୀବାହୀ ଅଟୋ ଓଲଟି 7 ମହିଳା ଗୁରୁତର

ବୌଦ୍ଧ,୧୭/୨- ବଘିଆପଡା - ବୌଦ୍ଧ ପୂର୍ତ୍ତ ବିଭାଗ ରାସ୍ତାର ସାଲେସିଂହ ସ୍କୁଲ ସମ୍ମୁଖରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ବଘିଆପଡା ଠାରେ ବୁଧବାର ସାପ୍ତାହିକ ବଜାର ଥିଲା l ଜିନିଷ ପତ୍ର
Read More...

ଜିଲ୍ଲା କଂଗ୍ରେସ ଆଇନ୍‌ସେଲ୍‌ କାର୍ଯ୍ୟାଳୟ ଉଦଘାଟିତ

ବୌଦ୍ଧ,୧୭/୨ - ବୌଦ୍ଧଜିଲ୍ଲା କଂଗ୍ରେସ କମିଟିର ଆଇନ୍‌ ସେଲ୍‌ ବିଭାଗର କାର୍ଯ୍ୟାଳୟ ଆଜି ଉଦଘାଟିତ ହୋଇଯାଇଛି । ଆଜି ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଥିବା ଜଣାପଡିଛି । ଏହା ଦ୍ୱାରା ସାଧାରଣ ଲୋକ
Read More...

ବିସିସିବି ପାଚେରୀ ନିର୍ମାଣର ତଥ୍ୟ ମାଗିଲେ ହରଭଙ୍ଗା ବ୍ଲକ୍‌ ଅଧ୍ୟକ୍ଷ

ବୌଦ୍ଧ,୧୭/୨ - ହରଭଙ୍ଗା ପଞ୍ଚାୟତ ସମିତିର ଅଧ୍ୟକ୍ଷ ତଥା ସମବାୟବିତ ବିଶ୍ୱଜିତ ମିଶ୍ର ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସାକ୍ଷାତ କରି ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ପାଚେରୀ ନିର୍ମାଣ ସମ୍ପର୍କୀତ ତଥ୍ୟ ଲିଖିତ ଭାବେ ମାଗିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ୨୦୧୮ -୧୯
Read More...

ମୁଣ୍ଡିପଦର ଗ୍ରାମରେ ସରସ୍ୱତୀ ପୂଜା

ବୌଦ୍ଧ,୧୬/୨ - ବୌଦ୍ଧ ବ୍ଲକ୍ ମୁଣ୍ଡିପଦର ଗ୍ରାମରେ ସରସ୍ୱତୀ ପୂଜା କମିଟି ତରଫରୁ ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ବାଗ୍ ଦେବୀ ମା ସରସ୍ୱତୀ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଅନୁଷ୍ଠିତ ହୋଇ ଯାଇଛି | ଗ୍ରାମବାସୀଙ୍କ ସହଯୋଗ କ୍ରମେ ଦୀର୍ଘ 16 ବର୍ଷ ଧରି ଗ୍ରାମରେ ମା ବୀଣାପାଣି ଦେବୀଙ୍କ
Read More...

ଅସମ୍ପୂର୍ଣ୍ଣ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଯାନବାହାନ ଚଳାଚଳ

ବୌଦ୍ଧ/ ବାଉଁଶୁଣୀ,୧୬/୨- ଗତ 9 ତାରିଖ ବିଳମ୍ବିତ ରାତିରେ 57ନଂ ଜାତୀୟ ରାଜପଥର ଗୁଦୁଗୁଦା ନାଳ ଉପରେ ଥିବା ବ୍ରିଜ ବାଡାରେ ଭାରସlମ୍ୟ ହରାଇ ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା l ଏ ମଧ୍ୟରେ ପ୍ରାୟ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ପୋଲ ଉପରୁ ଦୁର୍ଘଟଣାଗ୍ରସ୍ତ କାରକୁ ବାହାର
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ଦୁଇ ଗୁଣ କରାଯିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରି ପଶ୍ଚିମ ଓଡିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଯୁବକଯୁବତୀ ମାନଙ୍କ
Read More...

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ : ରାଉରକେଲାରେ ଆନ୍ତର୍ଜାତିକ ମାନର ହକି ଷ୍ଟାଡିଅମର ଶିଳାନ୍ୟାସ

ସୁନ୍ଦରଗଡ : ଶ୍ରୀପଞ୍ଚମୀର ପବିତ୍ର ତିଥିରେ 2023 ପୁରୁଷ ବିଶ୍ବକପ୍‌ ହକି ପାଇଁ ପ୍ରସ୍ତୁତିର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଆଜି ଦିନିକିଆ ସୁନ୍ଦରଗଡ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ପାନଚ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ
Read More...

ମାର୍କେଟ ସେଡ ପାଲଟିଛି ପାର୍କିଂସ୍ଥଳ

ବୌଦ୍ଧ/ଜହ୍ନାପଙ୍କ,୧୬/୨– ବୌଦ୍ଧ ଜିଲ୍ଲା ଖୁଂଟବନ୍ଧ ଛକ ନିକଟରେ ପଂଚାୟତ ପକ୍ଷରୁ ନିର୍ମାଣ କରାଯାଇଥିବା ମାର୍କେଟ ସେଡ ଏବେ ଗାଡି ପାର୍କିଂ ସ୍ଥଳ ପାଲଟିଥିବା ଅଭିଯୋଗ ହେଉଛି । ପ୍ରକାଶଥାଉକି ଖୁଂଟବନ୍ଧ ଗୁରୁବାର ସାପ୍ତାହିକ ହାଟର ବ୍ୟବସାୟୀ ଓ କ୍ରେତାମାନଙ୍କ କ୍ରୟବିକ୍ରୟ ପାଇଁ ୨୦୦୪-୦୫
Read More...

ଚାଷୀଙ୍କଠାରୁ ମଣ୍ଡିରେ ଧାନ ନକିଣିବା ପ୍ରତିବାଦରେ ରାସ୍ତାରୋକ

ପାରଳାଖେମୁଣ୍ଡି,୧୬/୨ – ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଆର. ସୀତାପୁର ଠାରେ ଚାଷୀଙ୍କ ଠାରୁ ମଣ୍ଡିରେ ଧାନ ନକିଣିବା ପ୍ରତିବାଦରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳଙ୍କ ନେତୃତ୍ୱରେ ଆର. ସୀତାପୁର ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ
Read More...

ଶାସ୍ତ୍ରୀୟ ସଙ୍ଗୀତ ଆସର ଅନୁଷ୍ଠିତ

ପାରଳାଖେମୁଣ୍ଡି,୧୬/୨ – ସ୍ଥାନୀୟ ବଡ ରାଧାକାନ୍ତ ମଠ ଠାରେ ଡ଼. ଧନଦା କାନ୍ତ ମିଶ୍ରଙ୍କ ପ୍ରେରଣା ଓ ଓଡ଼ିଶୀ ସଙ୍ଗୀତ ଗୁରୁ ରଘୁନାଥ ପାତ୍ରଙ୍କ ଦ୍ୱାରା ଆୟୋଜିତ ଏକ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତ ର ପ୍ରସିଦ୍ଧ ଯୁବ ଧୃପଦ ଗାୟକ
Read More...