Browsing Category

ରାଜ୍ୟ

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଦୁଇ ଗୁରୁତର

ବୌଦ୍ଧ / ବାଉଁଶୁଣୀ,୧୩/୨ - ଆଜି ଅପରାନ୍ହ ପ୍ରାୟ 4 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57 ର ବାଉଁଶୁଣୀ ଥାନା ବହିରା ସ୍କୁଲ ଛକ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ହେବା ଫଳରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ
Read More...

କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେପିର ଚକାଜାମ୍‌

ବୌଦ୍ଧ/କଣ୍ଟାମାଳ,୧୩/୨ - ଭାରତୀୟ ଜନତା ପାର୍ଟି (ବିଜେପି) ର ଚାଷୀମାନଙ୍କ ମାନଙ୍କ ସମସ୍ୟା ନେଇ ଦିଆ ଯାଇଥିବା ୩ ଘଣ୍ଟିଆ ଚକା ଜାମ୍‌ ଆନ୍ଦୋଳନର ପ୍ରଭାବ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦେଖିବାକୁ ମିଳିଛି । ଆଜି ସକାଳ ୧୦ ଘଣ୍ଟା ଠାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ
Read More...

ପାଟଣାଗଡରେ ବିଜେପି ପକ୍ଷରୁ ୩ ଘଣ୍ଟିଆ ଚକାଜାମ

ପାଟଣାଗଡ,୧୩/୨- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଚାଷୀମାନଙ୍କ ସମସ୍ୟାକୁ ନେଇ ଆଜି ବିଜେପି ପକ୍ଷରୁ ୧୦ଟା ରୁ ୧ ଟା ପର୍ଯ୍ୟନ୍ତ ଚକା ଜାମ୍‌ କରାଯାଇଥିଲା । ପାଟଣାଗଡ ପଞ୍ଚମୁଖୀ ହନୁମାନ ମନ୍ଦିର ସମ୍ମୁଖରେ ପାଟଣାଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ନେତୃତ୍ୱରେ ବିଜେପିର ଶତାଧିକ
Read More...

ବିଜେପି ପକ୍ଷରୁ ୩ ଘଣ୍ଟିଆ ଚକାଜାମ

ବଲାଙ୍ଗୀର,୧୩/୨- ମଣ୍ଡିରେ ଚାଷୀ ହଇରାଣ ହେଉଛି । ବଲାଙ୍ଗୀର ସମେତ ପଶ୍ଚିମ ଓଡିଶାରେ ଧାନର ଅଭାବୀ ବିକ୍ରି ସମସ୍ୟା ସମାଧାନରେ ବିଫଳ ରାଜ୍ୟ ସରକାରଙ୍କ ନୀତିର ପ୍ରତିବାଦ ଜଣାଇ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ତିନି ଘଣ୍ଡିଆ ରାସ୍ତା ଅବରୋଧ କରାଯାଇଛି । ଲୋଇସିଂହା ବିଧାୟକ
Read More...

ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ସରକାରଙ୍କ ଦୃଷ୍ଟିକୁ ଆସିଛି : ମନ୍ତ୍ରୀ

ବୌଦ୍ଧ,୧୩/୨ - କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଓ ସୁନ୍ଦରଗଡ ଜିଲ୍ଲା ଅଞ୍ଚଳକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯାଉଥିବା ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ବୌଦ୍ଧ ସର୍କିଟ ହାଉସ୍‌ ଠାରେ କିଛି ସମୟ ଅବସ୍ଥାନ କରିଥିଲେ । ଏ ପରିପ୍ରେକ୍ଷୀରେ ସେ
Read More...

ବିଜେପିର 3 ଘଣ୍ଟିଆ ଚକା ଜାମ୍

ବୌଦ୍ଧ,୧୩/୨ - ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ବିଜେପି ପକ୍ଷରୁ ସକାଳ 10 ଘଣ୍ଟା ଠାରୁ ଅପରାନ୍ହ 1 ଘଣ୍ଟା ପର୍ଯ୍ୟନ୍ତ ଚକା ଜାମ୍ ଆନ୍ଦୋଳନ ଆରମ୍ଭ ହୋଇଛି | ବୌଦ୍ଧ ସହର ମହାନଦୀ ଛକ ନିକଟରେ ଆଜି ସକାଳ 10 ଘଣ୍ଟା ସମୟରେ ବିଜେପି ନେତା ଓ କର୍ମୀ ବ୍ରିଜ ଛକ ଦେଇ ଚଳାଚଳ କରୁଥିବା
Read More...

ନୂତନବର୍ଷ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ତରବାଡ଼ି ଚଂପିଆନ

ଦାରିଙ୍ଗବାଡି,୧୨/୨- ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ଠାରେ ଗତ ୩ତାରିଖରୁ ଚାଲିଥିବା ନୂତନବର୍ଷ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ଟୁର୍ଣ୍ଣାମେଣ୍ଟ୨୦୨୧ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ଦଳ ଅଂଶଗ୍ରହଣ କରିଥିବାବେଳେ ତରବାଡ଼ି ଏବଂ ଗ୍ରେଓଡି ଦଳ ମଧ୍ୟରେ ଫାଇନାଲ
Read More...

ସାଇକେଲକୁ ଧକ୍କା ଦେଲା ବାଇକ, ଦୁଇ ଗୁରୁତର

ବୌଦ୍ଧ,୧୨/୨- ଆଜି ସନ୍ଧ୍ୟା ପ୍ରାୟ ୮ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧ ସହର ରାଜନପାଲି ଛକ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ଏକ ବାଇକ ଧକ୍କା ଦେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ବନ୍ଧାପଥର ଗ୍ରାମ ପଞ୍ଚାୟତ
Read More...

ବ୍ଲକ୍ ଜିପ୍ ସହ ବାଇକ ଧକ୍କା, ୨ ଛାତ୍ର ଗୁରୁତର

ବୌଦ୍ଧ / ବାଉଁଶୁଣୀ,୧୨/୨ - ଆଜି ଅପରାନ୍ହ ପ୍ରାୟ ଘ. 3. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ବାଉଁଶୁଣି ମାଉଲୀ ମୁଣ୍ଡା ଛକ ନିକଟ ମହାରାଜା ହୋଟେଲ ସାମ୍ନାରେ ବୌଦ୍ଧ ପଂଚାୟତ ସମିତିର ଏକ ସରକାରୀ ଜିପ ସହ ବାଇକର ଧକ୍କା ହେବା ଫଳରେ ଦୁଇ ଜଣ ଛାତ୍ର ଗୁରୁତର ଆହତ ହୋଇଥିବା ଜଣା ପଡିଛି
Read More...

ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ବୌଦ୍ଧ,୧୨/୨ - ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ବ୍ଲକ ଅଞ୍ଚଳରେ ବିଧାୟକ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ଗତକାଲି ଅନେକ ଉନ୍ନୟନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ପୁରୁଣା କଟକ ଭୈରବୀ ଡିଗ୍ରୀ କଲେଜ ଓ ପୁରୁଣାକଟକ ଉଚ୍ଚ ବିଦ୍ୟାଳୟରେ ଦୁଇଟି ୧୦୦ ଶଯ୍ୟା ବିଶିଷ୍ଟ
Read More...