Browsing Category

ରାଜ୍ୟ

ଜିଲ୍ଲା ସଂଗ୍ରହାଳୟକୁ ହୁଇଲ ଚେୟାର ଓ ପ୍ରାଚୀନ ମୁଦ୍ରା ଦାନ

ବୌଦ୍ଧ,୫/୨ – ପୁରୁଣା କଚେରୀ କୋଠାକୁ ଜିଲ୍ଲା ସଂଗ୍ରହାଳୟ ଭାବରେ ପ୍ରତିଷ୍ଠା କରାଯିବା ପରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରାଚୀନ ସାମଗ୍ରୀ ଦାନ କରିଛନ୍ତି । ଗତକାଲି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଥା ବରିଷ୍ଠ କବୟିତ୍ରୀ ସୁଶ୍ରୀ ସୂର୍ଯ୍ୟପ୍ରିୟା ପାଣିଗ୍ରାହୀ ସଂଗ୍ରହାଳୟକୁ ବୁଲି
Read More...

ବୁଲାଣିରେ ଭାରସାମ୍ୟ ହରାଇ ଓଲଟିଲା ମିନି ଟ୍ରକ

ବୌଦ୍ଧ,୫/୨- ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ନୂଆପଡା ତିନି ପୋଲିଆ ବୁଲାଣିରେ ରାସନ ସାମଗ୍ରୀ ବୋଝେଇ ଏକ ମିନି ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଅଞ୍ଚଳରୁ ରାସନ ସାମଗ୍ରୀ ବୋଝେଇ କରି ଗୋଟିଏ ମିନି ଟ୍ରକ ଓଡି
Read More...

ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଖଲାସୀ

ବୌଦ୍ଧ,୫/୨- ମନମୁଣ୍ଡା - ସିନ୍ଧିଗୋରା ୪୧ ନମ୍ବର୍‌ ରାଜ୍ୟ ରାଜପଥର ଘଣ୍ଟାପଡା ଗ୍ରାମ ପଞ୍ଚାୟତ ଶ୍ରୀମାଳ ଗ୍ରାମ ନିକଟରେ ଆଜି ଭୋର ୩ ଘଣ୍ଟା ସମୟରେ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଅଞ୍ଚଳରୁ ମକା ବୋଝେଇ କରି
Read More...

ସ୍ୱଧାର ଅନ୍ତେବାସୀଙ୍କ ଟଙ୍କା ହଡପ ଅଭିଯୋଗ, ଥାନାରେ ମାନିଲେ ଅଧିକ୍ଷିକା

ବୌଦ୍ଧ,୫/୨- ବୌଦ୍ଧ ସହର ଉପକଣ୍ଠ ନାରାୟଣପୁର ଗ୍ରାମ ନିକଟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ୱାଶ୍ରୋ ପରିଚାଳିତ ସ୍ୱଧାର କେନ୍ଦ୍ରରେ ରହୁଥିବା ଜଣେ ମହିଳାଙ୍କ ଜମାଖାତାରୁ ଏଟିଏମ ମାଧ୍ୟମରେ ୩ ଲକ୍ଷ ଟଙ୍କା ହଡପ ଅଭିଯୋଗ ବୌଦ୍ଧ ଆଦର୍ଶ ଥାନାରେ ପହଞ୍ଚିବା ପରେ ସ୍ୱଧାର କେନ୍ଦ୍ର ଅଧିକ୍ଷିକା ଏବେ
Read More...

ଅସଂପୂର୍ଣ୍ଣ ଡିଭାଇଡର ଯୋଗୁଁ ନିୟମିତ ଘଟୁଛି ଦୁର୍ଘଟଣା

ବୌଦ୍ଧ,୫/୨- ବୌଦ୍ଧସହର ଏନ.ଏ.ସି. ଛକଠାରୁ ଜାମୁଛକ ଯାଏଁ ଜାତୀୟ ରାଜପଥ ନମ୍ବର ୫୭ର ରାସ୍ତାକୁ ଦୁଇ ପାଖିଆ ରାସ୍ତା କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । କାମ ମଧ୍ୟ ଉଣା ଅଧିକେ ସରିଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତ ଜାନୁଆରୀ ୨ ତାରିଖରେ ଜିଲ୍ଲା ପ୍ରତିଷ୍ଠା ଦିବସରେ ଉଦଘାଟିତ
Read More...

ନଳକୂପ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ବୌଦ୍ଧ, ୪/୨ - ବୌଦ୍ଧବ୍ଲକ୍‌ ଶଗଡା ଗ୍ରାମ ପଞ୍ଚାୟତ ଝାଙ୍କରପଡା ଗ୍ରାମରେ ନୂତନ ନଳକୂପ ଖନନ ପାଇଁ ଦାବୀ ଜଣାଇ ଆଜି ଗ୍ରାମବାସୀ ବୌଦ୍ଧସ୍ଥିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଝାଙ୍କରପଡା
Read More...

ଦାଦନ ଶ୍ରମିକର ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଖପ୍ରାଖୋଲ,୪/୨ - କେତେ ଆଶା ଭରସା କରି ଦି ପଇସା ରୋଜଗାର ଆଶାରେ ସୁଦୂର ତେଲେଙ୍ଗାନାକୁ ଦାଦନ ଶ୍ରମିକ ଭାବେ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ସେଠାରେ ଏକ ଦୂର୍ଘଟଣା ରେ ମୃତ୍ୟୁ ବରଣ କଲେ ଲାଠୋର ତଳିପଡାର କାର୍ତ୍ତିକ ପୁଟେଲ (୪୫ ବର୍ଷ) । ପଛରେ
Read More...

ଦୁର୍ଘଟଣାରେ ଆହତ ଯୁବକଙ୍କ ବୁର୍ଲା ନେବା ବେଳେ ବାଟରେ ମୃତ୍ୟୁ

ବୌଦ୍ଧ / ବାଉଁଶୁଣୀ,୪/୨ - ଗତକାଲି ସନ୍ଧ୍ୟାରେ ବାଉଁଶୁଣୀ ଥାନା ସାହାଜପାଲ୍ ନିକଟ କନକପୁର ଛକରେ ବାଇକ ଧକ୍କାରେ ଗୁରୁତର ଆହତ ହୋଇଥିବା ସିଦ୍ଧପୁର ଗ୍ରାମର ଗୁରୁ ସାହୁଙ୍କ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର ବେଳେ ବାଟରେ ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି lଏଠାରେ ଉଲ୍ଲେଖଯୋଗ୍ୟ ଯେ
Read More...

ବାଇକକୁ ଧକ୍କା ଦେଲା ସୁମୋ, ବାଇକ ଆରୋହୀ ଗୁରୁତର

ବୌଦ୍ଧ,୪/୨- ଚାରିଛକ୍ - ହରଭଙ୍ଗା ରାସ୍ତାର ଭାଲିଆଗୁଡା ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ଟାଟା ସୁମୋ ସହ ବାଇକର ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଗ୍ରାମର ମୋହନ କୁମାର୍ (32) କୌଣସି କାମରେ ଚାରିଛକ୍ ଯାଇ
Read More...

ବାଇକ ଧକ୍କାରେ ଯୁବକ ଗୁରୁତର

ବୌଦ୍ଧ/ବାଉଁଶୁଣୀ,୩/୨- ଆଜି ସନ୍ଧ୍ୟା ପ୍ରାୟ ଘ. 8. 30 ମିନିଟ ସମୟରେ ବାଉଁଶୁଣୀ ଥାନା ସାହାଜପାଲ୍ ନିକଟ କନକପୁର ଛକରେ ଜଣେ ପଥଚାରୀ ଯୁବକ ବାଇକ ଧକ୍କାରେ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଜାତୀୟ ରାଜପଥ ନମ୍ବର 57ର ବାଉଁଶୁଣି ଥାନା
Read More...