Browsing Category

ରାଜ୍ୟ

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, 4 ଯାତ୍ରୀ ଆହତ

ବୌଦ୍ଧ,୨୮/୧ - ଆଜି ଭୋର ପ୍ରାୟ 3 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ଲାଣ୍ଡିବନ୍ଧ ନିକଟ ଭରତ ଢାବା ପାଖରେ ଏକ ଜାଏଲୋ କାର୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ଅଞ୍ଚଳର ଚାରି ଜଣ ବ୍ୟକ୍ତି ଏକ
Read More...

ହାଇୱା ପଛରେ ଧକ୍କା ଦେଲା ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବୌଦ୍ଧ,୨୮/୧ - ଆଜି ଭୋର ସମୟରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା 57 ନମ୍ବର ଜାତୀୟ ରାଜପଥର ଚାରିଛକ ନିକଟରେ ହାଇୱା ପଛକୁ ଧକ୍କା ଦେଇ ଗୋଟିଏ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୁଚନା ଅନୁଯାୟୀ ଆଜି ଭୋର ସମୟରେ ମାଲକାନଗିରି ଠାରୁ ଭୁବନେଶ୍ବର
Read More...

୨୧ତମ କନ୍ଧମାଳ ଜିଲ୍ଲା ଯୋଜନା କମିଟି ବୈଠକ: ବିଭିନ୍ନ ଉନ୍ନୟନ୍ନ ମୂଳକ ଯୋଜନା ସଂପର୍କରେ ପ୍ରସ୍ତାବ ଗୃହିତ

ଫୁଲବାଣୀ,୨୭/୧- ଆଜି ଫୁଲବାଣୀ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୨୧ତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂ ।ସଦ ଡ.
Read More...

ଭୀମଭୋଇ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗୀର,୨୭/୧- ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଳକ ବହଲପଦର ଠାରେ ଭୀମଭୋଇ ସାମର୍ଥ୍ୟ ଅଭିଯାନ କାର୍ଯ୍ୟାକ୍ରମରେ ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରି ୪ଟି ପଞ୍ଚାୟତର ଦିବ୍ୟାଙ୍ଗମାନଙ୍କୁ ହୁଇଲ ଚେୟାର, ଆଶାବାଡି, ବସ୍‌ ଟ୍ରେନ୍‌ ପାସ ଇତ୍ୟାଦି ବଣ୍ଟନ କରିଛନ୍ତି । ସରକାର
Read More...

ବିଲଡିଂ କାମ କରୁଥିବା ବେଳେ ଭାଡ଼ାରୁ ପଡି ଶ୍ରମିକର ମୃତ୍ୟୁ

ବୌଦ୍ଧ/ବାଉଁଶୁଣୀ,୨୭/୧-ବୌଦ୍ଧବ୍ଲକ ବାଉଁଶୁଣୀ ମାଁ ମାହେଶ୍ୱରୀ ଡିଗ୍ରୀ କଲେଜର ବିଲଡିଙ୍ଗ କାମ କରୁଥିବା ବେଳେ ଭାଡାରୁ ପଡି ଜଣେ ଶ୍ରମିକ ଗୁରୁତର ହୋଇପଡିଥିଲେ ।ଗୁରୁତର ଅବସ୍ଥାରେ ତାଙ୍କୁ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ
Read More...

ନିଆଁ ଲାଗି ଧାନ ଖରୀ ଭସ୍ମୀଭୂତ

ବୌଦ୍ଧ,୨୭/୧ - ଆଜି ବୌଦ୍ଧବ୍ଲକ୍‌ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ଚଣ୍ଡିଗଡ ଗ୍ରାମରେ ଧାନ ଖରୀରେ ନିଆଁ ଲାଗି ଭସ୍ମୀଭୂତ ହୋଇ ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଚଣ୍ଡିଗଡ ଗ୍ରାମର ଚାଷୀ ଲିଙ୍ଗରାଜ ଧଳ ନିଜ ୨ ଏକର ଜମିର ଧାନ କାଟିବା ପରେ ଖଳାରେ ଗଚ୍ଛିତ ରଖିଥିଲେ । ଆଜି ସକାଳେ
Read More...

ଗହଣା ଦୋକାନ ଲୁଟର ସପ୍ତାହେ ପରେବି ପୋଲିସର ହାତ ଖାଲି !

ବୌଦ୍ଧ,୨୭/୧ - ବାଉଁଶୁଣୀ ଥାନା ସାହାଜପାଲ୍‌ ଛକ ନିକଟ ପ୍ରଜିତା ଜ୍ୱେଲର୍ସରୁ ହୋଇଥିବା ସୁନା ଗହଣା ଭର୍ତ୍ତି ବ୍ୟାଗ୍‌ ଚୋରୀ ଘଟଣାକୁ ଏକ ସପ୍ତାହ ବିତିଗଲା ହେଲେ ପୋଲିସର ହାତ ଏଯାଏଁ ଖାଲି ରହିଛି । ଜ୍ୱେଲର୍ସ ନିକଟ ଅନ୍ୟ ଦୋକାନର ସି.ସି.ଟି.ଭି. କ୍ୟାମେରା ଫୁଟେଜରୁ ଚୋରୀ ସମ୍ପର୍କରେ ଅନେକ
Read More...

ବିଭିନ୍ନ ଦାବୀ ନେଇ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ, ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ

ବାଲିଗୁଡ଼ା,୨୭/୧: ବିଭିନ୍ନ ଦାବି ନେଇ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ହାତିମୁଣ୍ଡା ଓ ଗଦାପୁର ପଞ୍ଚାୟତବାସୀ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଇଛନ୍ତି । ଅଭିଯୋଗ ପ୍ରକାରେ ହାତୀମୁଣ୍ଡା ଓ ଗଦାପୁର ପଞ୍ଚାୟତର ୧୮ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଦୈନନ୍ଦିିନ ନାହିଁନଥିବା
Read More...

ଧାନ ମଣ୍ଡିକୁ ଜଗିବ ସି.ସି. ଟି.ଭି. କ୍ୟାମେରା

ବୌଦ୍ଧ,୨୭/୧- ଧାନ କିଣା ସମ୍ପର୍କୀତ ଜିଲ୍ଲାସ୍ତରୀୟ କମିଟି ବୈଠକ ଗତ ୨୧ ତାରିଖ ଦିନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଧାନ କିଣା ଜିଲ୍ଲାରେ କିଭଳି ଶୃଙ୍ଖଳିତ ହୋଇପାରିବ ସେ ଦିଗରେ କମିଟି ପଦକ୍ଷେପ ନେଇଥିବାର ସୂଚନା ମିଳିଛି । ଟୋକନ ପ୍ରଦାନ, ମଣ୍ଡି
Read More...

ନିଆଁ ଲାଗି ଧାନ ଖରୀ ଭସ୍ମୀଭୂତ

ବୌଦ୍ଧ,୨୭/୧ - ଆଜିବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ଚଣ୍ଡିଗଡ ଗ୍ରାମରେ ଧାନ ଖରୀରେ ନିଆଁ ଲାଗି ଭସ୍ମୀଭୂତ ହୋଇ ଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଚଣ୍ଡିଗଡ ଗ୍ରାମର ଚାଷୀ ଲିଙ୍ଗରାଜ ଧଳ ନିଜ 2 ଏକର ଜମିର ଧାନ କାଟିବା ପରେ ଖଳାରେ ଗଚ୍ଛିତ ରଖିଥିଲେ l ଆଜି ସକାଳେ
Read More...