Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପଦୋନ୍ନତି ପାଇଁ ବି.ଇ.ଓ.ଙ୍କୁ ଦାବି ଜଣାଇଲା ଶିକ୍ଷକ ଫେଡେରେସନ
ବୌଦ୍ଧ,୧୪/୧୨ - ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ବୌଦ୍ଧର ସଦସ୍ୟ ଥିବା ୬ ଜଣ ଶିକ୍ଷକଙ୍କ ପକ୍ଷରୁ ଆଜି ବୌଦ୍ଧ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଲେଭେଲ୍ ୫ (ବି) ରୁ ଲେଭେଲ୍ ୪ କୁ ପଦୋନ୍ନତି ଦାବୀରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେଥି ସହିତ ଚିଠି ନମ୍ବର୍ ୨୦୪୫ ତା ୧୫.!-->…
Read More...
Read More...
ମୁଣ୍ଡାପଡା ପେକ୍ସରେ ତାଲା ପକାଇ ମଣ୍ଡିକୁ ବନ୍ଦକଲେ ଚାଷୀ
ବୌଦ୍ଧ,୧୪/୧୨ – ବୌଦ୍ଧବ୍ଲକ୍ ମୁଣ୍ଡାପଡା ସେବା ସମବାୟ ସମିତି କାର୍ଯ୍ୟାଳୟ ଗେଟ୍ରେ ତାଲା ପକାଇ ବସିଛନ୍ତି ଚାଷୀମାନେ । ଫଳରେ ଧାନ ମଣ୍ଡି ବାଧାପ୍ରାପ୍ତ ହୋଇଛି । ମୁଣ୍ଡାପଡା ମଣ୍ଡି ଆରମ୍ଭ ଦିନ ଠାରୁ ବିବାଦ ଘେରରେ ରହିଛନ୍ତି ସମିତି ସମ୍ପାଦକ ଓ ସମିତିରେ ଡି.ଇ.ଓ. ଥିବା ତାଙ୍କର ପୁଅ ।!-->…
Read More...
Read More...
ବିଳାସପୁର୍ ଧାନ ମଣ୍ଡି ଖୋଲିଲା
ବୌଦ୍ଧ,୧୪/୧୨ – କଣ୍ଟାମାଳ ବ୍ଲକ ବିଳାସପୁର୍ ସେବା ସମବାୟ ସମିତି ତରଫରୁ ଗୁଡଭେଲିପଦର ପି.ପି.ସି. ଠାରେ ଆଜି ଖରିଫ ଧାନ କ୍ରୟ ପାଇଁ ମଣ୍ଡି ଆରମ୍ଭ ହୋଇଯାଇଛି । ସମିତିର ସମ୍ପାଦକ ପ୍ରଦୋଷ କୁମାର୍ ଦନ୍ତା ମଣ୍ଡିକୁ ଉଦଘାଟନ କରିଥିଲେ । ଚାଷୀ ରାଧେଶ୍ୟାମ ମହାକୁଡ଼, ମୋହନ ଦନ୍ତା,!-->…
Read More...
Read More...
ବୌଦ୍ଧ ଓ ଖୁଣ୍ଟବନ୍ଧ ମଣ୍ଡିରେ ଧାନକିଣା ଆରମ୍ଭ
ବୌଦ୍ଧ/ଜହ୍ନାପଙ୍କ,୧୪/୧୨- ବୌଦ୍ଧ ଓ ଖୁଣ୍ଟବନ୍ଧ ସେବା ସମବାୟ ସମିତି ପକ୍ଷରୁ ଆଜି ଧାନ କ୍ରୟ ଆରମ୍ଭ ହୋଇଛି । ବୁଟୁପାଲି ଜେ. ବି. ହାଇସ୍କୁଲ ନିକଟ ପଡିଆରେ ବୌଦ୍ଧ ସେବା ସମବାୟ ସମିତିର ଧାନ ମଣ୍ଡିକୁ ଓ ଖୁଣ୍ଟବନ୍ଧ ଆର.ଏମ.ସି. ମାର୍କେଟ ୟାର୍ଡ ଠାରେ ଖୁଣ୍ଟବନ୍ଧ ସେବା ସମବାୟ ସମିତିର ଧାନ!-->…
Read More...
Read More...
ଟ୍ରାକ୍ଟର ମାଡିଯିବାରୁ ଯୁବକ ମୃତ
ବୌଦ୍ଧ,୧୪/୧୨ - ଆଜି ଭୋର ପ୍ରାୟ ୫ ଘଣ୍ଟା ସମୟରେ ବୌଦ୍ଧବ୍ଲକ୍ ବହିରା ଗ୍ରାମ ପଞ୍ଚାୟତର ପୁରୁଣା ବହିରା ଗ୍ରାମରେ ଏକ ଅଘଟଣ ଘଟିଯାଇଛି । ଖଳାରେ ଟ୍ରାକ୍ଟର ଧାନ ଅମଳ କରୁଥିବାବେଳେ ଖଳାରେ ଶୋଇଥିବା ଜଣେ ଚାଷୀଙ୍କ ଉପରେ ଭାରସାମ୍ୟ ହରାଇ ମାଡିଯିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ!-->…
Read More...
Read More...
ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍ର ବାର୍ଷିକ ସାଧାରଣ ବୈଠକ, ବୌଦ୍ଧ ପୁସ୍ତକମେଳା ଆଲୋଚନାଚକ୍ର ପାଇଁ ପ୍ରସ୍ତୁତି
ବୌଦ୍ଧ,୧୪/୧୨- ବୌଦ୍ଧଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ବାର୍ଷିକ ସାଧାରଣ ବୈଠକ ଫୋରମର କାର୍ଯ୍ୟାଳୟରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ସଭାପତି ଦିବ୍ୟଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ଯୁଗଳ କିଶୋର ସାମଲ ବୈଠକର ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲେ । ଚଳିତବର୍ଷ!-->!-->!-->…
Read More...
Read More...
ନଳକୂପ ଅଚଳ, ପାଣି ପାଇଁ ଲୋକେ ସମସ୍ୟାରେ
ବୌଦ୍ଧ, ୧୪/୧୨- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମ ପଞ୍ଚାୟତ ଗଇରକନା ଗ୍ରାମରେ ଥିବା ଏକ ମାତ୍ର ନଳକୂପ ଅଚଳ ହୋଇପଡିଥିବା ଯୋଗୁଁ ଗ୍ରାମବାସୀ ପାଣି ଟିକିଏ ପାଇଁ ନାହିଁନଥିବା ଅସୁବିଧା ଭୋଗ କରୁଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜକୁ ପ୍ରାୟ ଦେଢ ମାସ ହେବ!-->…
Read More...
Read More...
ରାଜ୍ୟରେ ପୁଣି ୩୩୨ କରୋନା ପଜିଟିଭ ଚିହ୍ନଟ, ୪ ମୃତ
ଭୁବନେଶ୍ୱର ୧୪ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...
ସମସ୍ୟା ଘେରରେ ପାରଳା ପୌର ପରିଷଦ
ପାରଳାଖେମୁଣ୍ଡି,୧୪/୧୨- ଗଜପତି ଜିଲ୍ଲାର ପାରଳା ପୌର ପରିଷଦ ଓଡ଼ିଶା ରାଜ୍ୟର ଦ୍ୱିତୀୟ ପୁରାତନ ପୌର ପରିଷଦ ଅଟେ । ଏଠାରେ ସମସ୍ୟା ଅଧିକ ଥିବାବେଳେ ସମାଧାନ କମ ହୋଇ ପାରୁଛି । ଏଠାକାର ମୁଖ୍ୟ ସମସ୍ୟା ପରିମଳ ବ୍ୟବସ୍ଥା ସୁଧୁରି ପାରୁନାହିଁ ଦୀର୍ଘ ଦିନ ହେଲା ଏହି ସମସ୍ୟା ଦିନକୁଦିନ ଜଟିଳ!-->…
Read More...
Read More...
ଡିସେମ୍ବର ୧୪ କୃଷକ ଆନ୍ଦୋଳନକୁ ସଫଳ କରିବାକୁ ନିବେଦନ
ପାରଳାଖେମୁଣ୍ଡି,୧୨/୧୨- କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ବିରୋଧରେ ଜନସମର୍ଥନ ପାଇଁ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । .ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମୀଳନୀରେ ଓଡିଶା ପ୍ରଦେଶ କିଷାନ!-->…
Read More...
Read More...