Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜାତୀୟ ଶିଶୁ କନ୍ୟା ଦିବସ ପାଳିତ
ପାରଳାଖେମୁଣ୍ଡି,୨୪/୧- ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ କେରାଣ୍ଡି ପଞ୍ଚାୟତସ୍ଥିତ ବ୍ରାହ୍ମଣ ସୀତାପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଖୀ ୱାନ ଷ୍ଟପକେନ୍ଦ୍ର ଏବଂ ଜିଲ୍ଲା ଚାଇଲଡ଼ ଲାଇନର ମିଳିତ ଆନୁକୂଲ୍ୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି ।!-->…
Read More...
Read More...
ଜନ ଅଧିକାର ସୁରକ୍ଷା ମଞ୍ଚର ସାଧାରଣ ବୈଠକ ଅନୁଷ୍ଠିତ
ବୌଦ୍ଧ,୨୪/୧ - ଜନ ଅଧିକାର ସୁରକ୍ଷା ମଞ୍ଚ, ବୌଦ୍ଧର ସାଧାରଣ ବୈଠକ ଆଜି ଗିରାସିଙ୍ଗାସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଅନୁଷ୍ଠିତ ହୋଇଯାଇଛି | ମଞ୍ଚର ଆବାହକ ସତ୍ୟଜିତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠରେ ଉପଦେଷ୍ଟା ବରିଷ୍ଠ ଓକିଲ ଶ୍ରୀନିବାସ ସାହୁ,!-->!-->!-->…
Read More...
Read More...
ମୋବାଇଲ ଚୋରୀ ଘଟଣା :୩ ଅଭିଯୁକ୍ତ ଗିରଫ
ବୌଦ୍ଧ/ବାଉଁଶୁଣୀ,୨୪/୧-ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା ଗୁନ୍ଦୁଳିଆ ରୋଡ୍ ରେ ଥିବା ବର୍ଷା ନାମକ ଏକ ମୋବାଇଲ ଦୋକାନ ରୁ ଗତ ୫ ତାରିଖ ରାତିରେ ଦୋକାନ ରୁ ଚୋରି ହୋଇଥିବା ଖବର ପାଇ ଦୋକାନ ମାଲିକ (ବିଶିକେଶନ ପ୍ରଧାନ) ୬ ତାରିଖ ଦିନ ବାଉଁଶୁଣୀ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । ଦୋକାନ ର!-->…
Read More...
Read More...
ରାଜ୍ୟରେ ପୁଣି ୧୫୦ କରୋନା ପଜିଟିଭ ଚିହ୍ନଟ, ଜଣେ ମୃତ
ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା!-->…
Read More...
Read More...
ଭତ୍ତା ଓ ଚାଉଳ ପାଇବାରୁ ବଞ୍ଚିତ ବୃଦ୍ଧା
ବୌଦ୍ଧ/ବାଉଁଶୁଣୀ,୨୪/୧- ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ପଞ୍ଚାୟତ କମ୍ପରା ଗ୍ରାମର ଅଇଁଠୁ ଉର୍ମାଙ୍କ ସ୍ତ୍ରୀ ଜାହ୍ନବୀ ଉର୍ମା ଆଜିପର୍ଯ୍ୟନ୍ତ ଚାଉଳ ଏବଂ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଭାରତ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିନ କରିବାକୁ ଯାଉଥିବାବେଳେ ତଥା ଭାରତର!-->…
Read More...
Read More...
ସତ୍ୟବାନ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୌଦ୍ଧ,୨୨/୧- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମ ପଞ୍ଚାୟତର ବୁଟୁମୁଣ୍ଡା ଗ୍ରାମରେ ସତ୍ୟବାନ୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଘାଟିତ ହୋଇ ଯାଇଛି | ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ!-->…
Read More...
Read More...
ବାଇକ ଦୁର୍ଘଟଣା,୩ ଆହତ
ଦାରିଙ୍ଗବାଡ଼ି,୨୨/୧: ଦାରିଙ୍ଗବାଡ଼ି ସ୍ଥିତ ଡାକ୍ତର ବି.ଆର ଆମ୍ବେଦକର ଜାତୀୟ ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ପୋଲରେ ଏକ ବାଇକ ଦୁର୍ଘଟଣା ଘଟି ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତ ମାନେ ହେଲେ ସୋରଡ଼ା ଅଂଚଳର ପିଙ୍କିରାଣୀ ନାୟକ,ବୁଲୁ ନାୟକ ଓ ୪ ବର୍ଷର ଶିଶୁ ବିକାଶ ନାୟକ । ବୁଲୁ!-->!-->!-->…
Read More...
Read More...
ଭୀମ ପାହାଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୌଦ୍ଧ,୨୨/୧ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ଗ୍ରାମ ପଞ୍ଚାୟତ କେଳାକଟା ଗ୍ରାମରେ ଭୀମ ପାହାଡ କ୍ରିକେଟ୍ କ୍ଲବ୍ ପକ୍ଷରୁ ଭୀମ ପାହାଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟିତ ହୋଇ ଯାଇଛି | ଆଜିର ଉଦଘାଟନୀ ଅବସରରେ ଅତିଥି ଭାବେ ମଥୁରା ଗ୍ରାମ ପଞ୍ଚାୟତର ନାଏବ୍ ସରପଞ୍ଚ!-->!-->!-->…
Read More...
Read More...
ବିଜେପି ଘେରିଲା ଥାନା
ବଲାଙ୍ଗୀର,୨୨/୧- ସମ୍ବଲପୁର ଥାନାରେ ଅଟକ ଥିବା ସମସ୍ତ ବିଜେପି ନେତୃବୃନ୍ଦଙ୍କୁ ଛାଡ, ମଣ୍ଡିମାନଙ୍କରେ ଥିବା ଧାନ ତୁରନ୍ତ କିଣିବା, କଟନି ଛଟନୀ ବନ୍ଦ, ଟୋକନ ଅବଧି ସମୟରେ ବିକି ପାରି ନ ଥିବା ଚାଷୀଙ୍କ ଟୋକନ ସମୟ ବୃଦ୍ଧି ଇତ୍ୟାଦି ଦାବୀ ନେଇ ଲୋଇସିଂହା ବିଜେପି ତରଫରୁ ଲୋଇସିଂହା ଥାନା!-->…
Read More...
Read More...
ଶୁଖୁଆ ବୋଝେଇ ମିନି ଟ୍ରକ ଓଲଟିଲା, ଡ୍ରାଇଭର ଆହତ
ବୌଦ୍ଧ,୨୨/୧ - ଆଜି ଅପରାହ୍ନ ପ୍ରାୟ ଘ 4. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ବୌଦ୍ଧ ଥାନା ତେଲିବନ୍ଧ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ମିନି ଟ୍ରକ ରାସ୍ତା ଉପରେ ଓଲଟି ପଡିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ଘ 4. 30 ମିନିଟ ସମୟରେ ବରଗଡରୁ!-->…
Read More...
Read More...