Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାର ନୂତନ ସଂଗ୍ରହାଳୟ ଉଦଘାଟିତ, ୪୪କୋଟି ଟଙ୍କାର ୧୮ଟି ପ୍ରକଳ୍ପର ଉଦଘାଟନ
ବୌଦ୍ଧଜିଲ୍ଲାର ୨୭ତମ ପ୍ରତିଷ୍ଠା ଦିବସ
ବୌଦ୍ଧ,୨/୧ – ବୌଦ୍ଧଜିଲ୍ଲାର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ବୌଦ୍ଧଜିଲ୍ଲାର ନୂତନ ସଂଗ୍ରହାଳୟ ଉଦଘାଟନ କରିଛନ୍ତି । ବୌଦ୍ଧଜିଲ୍ଲାର ୧୦୦ ବର୍ଷ ପୁରାତନ କଚେରୀ କୋଠାରେ ଏହି!-->!-->!-->…
Read More...
Read More...
ଧାନ ଖରୀ ଓ ନଡା ଗଦାରେ ନିଆଁ ଲାଗି ଭସ୍ମୀଭୂତ
ବୌଦ୍ଧ,୨/୧ - କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତର ସୌରୀବେଙ୍ଗେସ ଗ୍ରାମରେ ଏକ ଖଳାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଧାନ ଖରୀ ସମେତ ପାଳ ଓ ନଡା ଗଦା ପୋଡି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୯ ଘଣ୍ଟା ସମୟରେ ବରଗାଁ ଗ୍ରାମ ପଞ୍ଚାୟତ ସୌରୀବେଙ୍ଗେସ!-->…
Read More...
Read More...
ଦୃଷ୍ଟିଶକ୍ତିହୀନ ଗାୟିକାଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପାରାୟଣ
ବୌଦ୍ଧ/ବାଉଁଶୁଣୀ,୨/୧ - ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ବଉଦିଆ ପଡା ଠାରେ ଶୁକ୍ରବାର ଦିନ ରାମାୟଣର ସୁନ୍ଦରା କାଣ୍ଡ ପାରାୟଣ ଅନୁଷ୍ଠିତ ହୋଇ ଯାଇଛି | ବଉଦିଆପଡା ଶ୍ରୀ ରାମଲୀଳା ନାଟ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ସୁନ୍ଦରାକାଣ୍ଡ ପାରାୟଣ କାର୍ଯ୍ୟକ୍ରମରେ ଜଣେ!-->!-->!-->…
Read More...
Read More...
ଦୃଷ୍ଟିଶକ୍ତି ହୀନ ଗାୟିକାଙ୍କ ଦ୍ବାରା ସୁନ୍ଦରା କାଣ୍ଡ ପାରାୟଣ
ବୌଦ୍ଧ/ବାଉଁଶୁଣୀ,୨/୧ - ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ବଉଦିଆପଡା ଠାରେ ରାମାୟଣର ସୁନ୍ଦରା କାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି | ବଉଦିଆପଡା ଶ୍ରୀ ରାମଲୀଳା ନାଟ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ସୁନ୍ଦରାକାଣ୍ଡ ପାରାୟଣ କାର୍ଯ୍ୟକ୍ରମରେ ଜଣେ ଦ୍ରୁଷ୍ଟିହୀନ ଗାୟିକା ସୁଶ୍ରୀ!-->…
Read More...
Read More...
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, 2 ଆହତ
ବୌଦ୍ଧ,୨/୧ - ଆଜି ଅପରାନ୍ହ ପ୍ରାୟ 5 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ତେଲିବନ୍ଧ ନିକଟରେ ଗୋଟିଏ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ସେଥିରେ ସବାର ଥିବା ଦୁଇ ଜଣ ଆରୋହୀ ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ 5 ଘଣ୍ଟା ସମୟରେ ତେଲିବନ୍ଧ ପଟରୁ!-->…
Read More...
Read More...
ନିଲମ୍ବିତ ମୁଣ୍ଡିପଦର ସରପଞ୍ଚ ପୁନଃ ଅବସ୍ଥାପିତ ହେଲେ
ବୌଦ୍ଧ,୨/୧ - ବୌଦ୍ଧବ୍ଲକ୍ ମୁଣ୍ଡିପଦର ଗ୍ରାମ ପଞ୍ଚାୟତର ନିଲମ୍ବିତ ସରପଞ୍ଚ ଅନ୍ତର୍ଯାମୀ ସାହୁଙ୍କୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପୁନଃ ଅବସ୍ଥାପିତ କରିଥିବା ଜଣାପଡିଛି । ସରକାରଙ୍କ ଠାରୁ ଆଦେଶ ଆସିବା ପରେ ଶ୍ରୀ ସାହୁ ସରପଞ୍ଚ ଭାବେ ମୁଣ୍ଡିପଦର ଗ୍ରାମ!-->…
Read More...
Read More...
ସମଗ୍ର ଦେବଗଡ଼ ଜିଲା ବିକାଶ ମଞ୍ଚ ଆନୁକୁଲ୍ୟରେ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ
ଦେବଗଡ଼ : ପ୍ରତିବର୍ଷ ଜାନୁଆରୀ ୧ ତାରିଖକୁ ଦେବଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଭାବରେ ୨୮ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମଂଚର ସଭାପତି ସୁଧିର କୁମାର ବ୍ରହ୍ମାଙ୍କ ସଭାପତିତ୍ୱରେ ସ୍ଥାନୀୟ ଚମ୍ପକେଶ୍ୱର ମନ୍ଦିର ପ୍ରାଙ୍ଗଣାରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ!-->…
Read More...
Read More...
ଚାରି ଦିନ ହେଲା ନିଖୋଜ ବ୍ୟକ୍ତିଙ୍କ ମିଳିନି ପତ୍ତା, ଜଣେ ଅଟକ
ବୌଦ୍ଧ,୨/୧ - ଗତ ଡିସେମ୍ବର୍ 30 ତାରିଖ ସନ୍ଧ୍ୟାରୁ ବୌଦ୍ଧ ସହର 11 ନମ୍ବର୍ ୱାର୍ଡ ରାଜନପାଲିର ଅଗସ୍ତି ମହାକୁଡ (49 ବର୍ଷ) ନିଖୋଜ ଥିବା ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଗତ ବୁଧବାର ସନ୍ଧ୍ୟାରେ ରାଜନପାଲି ନିଜ ଘରୁ ଅଗସ୍ତି ବୁଲାବୁଲି କରିବାକୁ!-->!-->!-->…
Read More...
Read More...
ବଡ଼କୁଶଙ୍ଗ ଗ୍ରାମରେ ମା ସନ୍ତୋଷୀ ମହାପୁରାଣ ପାରାୟଣ
ବୌଦ୍ଧ,୧/୧- କଣ୍ଟାମାଳ ବ୍ଲକ ବଡ଼ କୁଶଙ୍ଗ ଗ୍ରାମରେ ଥିବା ଶ୍ରୀ ଶ୍ରୀ ମା ସନ୍ତୋଷୀ ଦେବୀଙ୍କ ମନ୍ଦିରରେ ଆଜି ପବିତ୍ର ଶୁକ୍ରବାରରେ ମା ସନ୍ତୋଷୀ ଦେବୀଙ୍କ ପାରାୟଣ ଅନୁଷ୍ଠିତ ହୋଇ ଯାଇଛି | ପାରାୟଣରେ ବ୍ୟାସ ଭାବେ ସୁଶାନ୍ତ ହୋତା ମା ସନ୍ତୋଷୀ ମହାପୁରାଣ ପଠନ କରିଥିଲେ | ମନ୍ଦିରର ପୂଜକ!-->…
Read More...
Read More...
ଲୁହାରେକ୍ ଖସି କନେଷ୍ଟବଳ ମୃତ
ବୌଦ୍ଧ,୧/୧ - ନୂତନ ବର୍ଷରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇ.ଭି.ଏମ. ଷ୍ଟ୍ରଙ୍ଗ ରୁମରେ କାର୍ଯ୍ୟରତ ଜଣେ ଯବାନଙ୍କ ଉପରେ ଗୋଟିଏ ଲୁହା ରେକ୍ ମାଡି ବସିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଇ.ଭି.ଏମ.!-->…
Read More...
Read More...