Browsing Category

ରାଜ୍ୟ

ସାତକୋଶିଆ ଗଣ୍ଡକୁ ବିଦେଶୀ ପକ୍ଷୀଙ୍କ ଆଗମନ

ହରଭଙ୍ଗା: ଅଧିକ ଶୀତ ଓ ଖାଦ୍ୟଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀମାନେ ଦେଶାନ୍ତର ହୋଇଥାନ୍ତି । ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଭାରତକୁ ଆସି ବିଦେଶୀ ପକ୍ଷୀମାନେ ମହାନଦୀ ବନ୍ୟାରାଣୀ ଅଧଇନରେ ଥିବା ହରଭଙ୍ଗା ମହାନଦୀର ସାତକୋଶିଆ ଗଣ୍ଡ ଓ ପଦ୍ମାତୋଳା ଅଭୟାରଣ୍ୟକୁ ଚାଲିଆସନ୍ତି
Read More...

ପୁଣି ରାଜ୍ୟରେ ୩୭୭ କରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ

ଭୁବନେଶ୍ୱର ୪ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୦୦୧୭ରେ ପହଞ୍ଚିଛି ।
Read More...

ବୋନସ ହଡପ ଘଟଣା, ଚାକିରୀ ହରାଇଲେ ହରଭଙ୍ଗା ବ୍ଲକ ପ୍ରୋଗ୍ରାମ ଆସିଷ୍ଟାଣ୍ଟ

ବୌଦ୍ଧ,୪/୧୨- ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ହିତାଧିକାରୀଙ୍କ ବୋନସ ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କ ଜମାଖାତାକୁ ପଠାଇ ହଡପ କରିଥିବା ଅଭିଯୋଗରେ ହରଭଙ୍ଗା ବ୍ଲକ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଭାସ୍କର ବାରିକଙ୍କୁ ମହଙ୍ଗା ପଡିଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ତାଙ୍କର
Read More...

ଜି.ଉଦୟଗିରି ଥାନା ଅଞ୍ଚଳରେ ଲଜ୍ୟା ଜନକ ଘଟଣା ୭ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗରେ ୫୦ ବର୍ଷୀୟ ବ୍ୟକ୍ତି ଗିରଫ

ବାଲିଗୁଡ଼ା,୩/୧୨: କାମୁକ ବ୍ୟକ୍ତିର ଜଘନ୍ୟ କାଣ୍ଡ । ଏଭଳି ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ରାଇପଲ୍ଲି ଗାଁ ରେ ।୭ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗରେ ୫୦ ବର୍ଷୀୟ ବ୍ୟକ୍ତି ବିଜୟ ନାୟକକୁ ଗିରଫ କରିଛି ଜି.ଉଦୟଗିରି ପୋଲିସ୍ । ସୂଚନା ପ୍ରକାରେ
Read More...

ରାସ୍ତା ଉପରେ ଓଲଟିଲା ଅଟୋ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ /ବାଉଁଶୁଣୀ,୩/୧୨- ଜାତୀୟ ରାଜପଥ ନମ୍ବର 57ର ବlଉଁଶୁଣି ଛକ ନିକଟ ହିରୋ ସୋ ରୁମ୍ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ଘ 7. 20 ମିନିଟ ସମୟରେ ଭାରସାମ୍ୟ ହରାଇ ଗୋଟିଏ ଯାତ୍ରୀବାହି ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ବଡ଼ମାଲ୍ ଗ୍ରାମର ଗୋଟିଏ
Read More...

ରାସ୍ତା ଉପରେ ଓଲଟିଲା ଅଟୋ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ /ବାଉଁଶୁଣୀ,୩/୧୨- ଜାତୀୟ ରାଜପଥ ନମ୍ବର 57ର ବlଉଁଶୁଣି ଛକ ନିକଟ ହିରୋ ସୋ ରୁମ୍ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ଘ 7. 20 ମିନିଟ ସମୟରେ ଭାରସାମ୍ୟ ହରାଇ ଗୋଟିଏ ଯାତ୍ରୀବାହି ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ବଡ଼ମାଲ୍ ଗ୍ରାମର ଗୋଟିଏ
Read More...

ସାବତ ମା’ କାଟିଦେଲା ୯ ବର୍ଷ ଝିଅର ଗାଲ

ବାଲିଗୁଡ଼ା,୩/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମ୍ପଡ଼ା ଗାଁରେ ଅଭାବନୀୟ ଘଟଣା । ୯ବର୍ଷର ଝିଅର ଗାଲକୁ ବ୍ଲେଡରେ କାଟିଦେଲା ସାବତ ମା' । ଘଟଣାସ୍ଥଳରେ ପହଞ୍ଚିଲା ଚାଇଲ୍ଡ ଲାଇନ୍‌ ଟିମ୍‌ । ପୀଡ଼ିତାକୁ ଉଦ୍ଧାର କରିବାସହ ଚାଇଲ୍ଡ ଲାଇନ୍‌ ଟିମ୍‌ ପକ୍ଷରୁ ଥାନାରେ ଅଭିଯୋଗ । ସୂଚନା
Read More...

ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟକଲା ଅବକାରୀ ବିଭାଗ

ବୌଦ୍ଧ,୩/୧୨ - ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ତତ୍ତ୍ୱାବଧାନରେ ଅବକାରୀ ନିରୀକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ ଆଜି ବାଉଁଶୁଣୀଥାନା ଗୋଛାପଡା ଗ୍ରାମ ପଞ୍ଚାୟତ ଦୁମୁଦୁମା ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରେ ଚଢାଉକରି ବିପୁଳ
Read More...

ବୌଦ୍ଧ : ଆଜି ପୁଣି ୩ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୩/୧୨ - ଆଜି ଜିଲ୍ଲାରେ ପୁଣି ନୂତନ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩ ପଜିଟିଭକୁ ମିଶାଇଲେ ଆଜି ସୁଦ୍ଧା ୨୭୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେହିପରି ତନ୍ମଧ୍ୟରୁ ୨୭୦୯ ଜଣ ସୁସ୍ଥ
Read More...

ହରଭଙ୍ଗା ବିଡିଓ ଓ କର୍ମଚାରୀଙ୍କ ପ୍ରଶଂସା କଲେ ବିଭାଗୀୟ ନିର୍ଦ୍ଦେଶକ

ବୌଦ୍ଧ,୩/୧୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବାର ଖବର ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ବେଳେ ବ୍ଲକର ବିଡିଓ ଓ କର୍ମଚାରୀଙ୍କ ପ୍ରଶଂସା କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର
Read More...