Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେପିର 3 ଘଣ୍ଟିଆ ଚକା ଜାମ୍
ବୌଦ୍ଧ,୧୩/୨ - ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ବିଜେପି ପକ୍ଷରୁ ସକାଳ 10 ଘଣ୍ଟା ଠାରୁ ଅପରାନ୍ହ 1 ଘଣ୍ଟା ପର୍ଯ୍ୟନ୍ତ ଚକା ଜାମ୍ ଆନ୍ଦୋଳନ ଆରମ୍ଭ ହୋଇଛି | ବୌଦ୍ଧ ସହର ମହାନଦୀ ଛକ ନିକଟରେ ଆଜି ସକାଳ 10 ଘଣ୍ଟା ସମୟରେ ବିଜେପି ନେତା ଓ କର୍ମୀ ବ୍ରିଜ ଛକ ଦେଇ ଚଳାଚଳ କରୁଥିବା!-->!-->!-->…
Read More...
Read More...
ନୂତନବର୍ଷ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ତରବାଡ଼ି ଚଂପିଆନ
ଦାରିଙ୍ଗବାଡି,୧୨/୨- ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ଠାରେ ଗତ ୩ତାରିଖରୁ ଚାଲିଥିବା ନୂତନବର୍ଷ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ଟୁର୍ଣ୍ଣାମେଣ୍ଟ୨୦୨୧ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ଦଳ ଅଂଶଗ୍ରହଣ କରିଥିବାବେଳେ ତରବାଡ଼ି ଏବଂ ଗ୍ରେଓଡି ଦଳ ମଧ୍ୟରେ ଫାଇନାଲ!-->…
Read More...
Read More...
ସାଇକେଲକୁ ଧକ୍କା ଦେଲା ବାଇକ, ଦୁଇ ଗୁରୁତର
ବୌଦ୍ଧ,୧୨/୨- ଆଜି ସନ୍ଧ୍ୟା ପ୍ରାୟ ୮ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧ ସହର ରାଜନପାଲି ଛକ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ଏକ ବାଇକ ଧକ୍କା ଦେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ବନ୍ଧାପଥର ଗ୍ରାମ ପଞ୍ଚାୟତ!-->…
Read More...
Read More...
ବ୍ଲକ୍ ଜିପ୍ ସହ ବାଇକ ଧକ୍କା, ୨ ଛାତ୍ର ଗୁରୁତର
ବୌଦ୍ଧ / ବାଉଁଶୁଣୀ,୧୨/୨ - ଆଜି ଅପରାନ୍ହ ପ୍ରାୟ ଘ. 3. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ବାଉଁଶୁଣି ମାଉଲୀ ମୁଣ୍ଡା ଛକ ନିକଟ ମହାରାଜା ହୋଟେଲ ସାମ୍ନାରେ ବୌଦ୍ଧ ପଂଚାୟତ ସମିତିର ଏକ ସରକାରୀ ଜିପ ସହ ବାଇକର ଧକ୍କା ହେବା ଫଳରେ ଦୁଇ ଜଣ ଛାତ୍ର ଗୁରୁତର ଆହତ ହୋଇଥିବା ଜଣା ପଡିଛି!-->…
Read More...
Read More...
ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ
ବୌଦ୍ଧ,୧୨/୨ - ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ବ୍ଲକ ଅଞ୍ଚଳରେ ବିଧାୟକ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ଗତକାଲି ଅନେକ ଉନ୍ନୟନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ପୁରୁଣା କଟକ ଭୈରବୀ ଡିଗ୍ରୀ କଲେଜ ଓ ପୁରୁଣାକଟକ ଉଚ୍ଚ ବିଦ୍ୟାଳୟରେ ଦୁଇଟି ୧୦୦ ଶଯ୍ୟା ବିଶିଷ୍ଟ!-->…
Read More...
Read More...
ହୀରାଂଚଳ ଲାଇଭର ପ୍ରଭାବ, ଯାତ୍ରୀ ବିଶ୍ରାମଗାର ପାଇଁ ମଞ୍ଜୁର ହେଲା ଅର୍ଥ
ବୌଦ୍ଧ/ଜହ୍ନାପଙ୍କ,୧୧/୨- ବୌଦ୍ଧ ବ୍ଲକ ଖୁଂଟବନ୍ଧ ପଞ୍ଚାୟତ ଜହ୍ନାପଙ୍କରେ ଯାତ୍ରୀ ବିଶ୍ରାମଗାର ପାଇଁ ଦାବି ଖବର ଶୀର୍ଷକ ବାରମ୍ବାର ହୀରାଂଚଳରେ ପ୍ରକାଶ ପାଇବାପରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ବୌଦ୍ଧ ବିଡ଼ିଓ ଦେବୀ ପ୍ରସାଦ ଦାସଙ୍କ ନିକଟକୁ!-->…
Read More...
Read More...
ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ
ବୋୖଦ୍ଧ/ଜହ୍ନ।ପଙ୍କ,୧୦/୨;ବୋୖଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ କମିଟିର ସଭାପତି ଭୋଳାଗିରି ସାହୁଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି।ସମ୍ପାଦକ ମନରଞ୍ଜନ ପୁରୋହିତ ବୈଠକର ଉଦ୍ଦେଶ୍ୟ!-->…
Read More...
Read More...
ଗଞ୍ଜେଇ ଚୋରା ଚାଲାଣରେ କନେଷ୍ଟବଳ ସାମିଲ ହୋଇ ଗିରଫ
ଫୁଲବାଣୀ,୧୦/୨:ଫୁଲବାଣୀ ସଦର ପୋଲିସ ୮୦କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି।ଗିରଫ ମଧ୍ୟରେ ଜଣେ କ ନେଷ୍ଟବଳ ଅଛନ୍ତି।ବିଶେଷ ସୂତ୍ରରୁ ସଦର ପୁଲିସ ଖବର ପାଇ ରବିବାର ରାତିରେ ବଳସକୁମ୍ପା ଖଜୁରିପଡା ରାସ୍ତାରେ ଜଗି ରହିଥିଲେ ।ସେହି ରାସ୍ତା ଦେଇ ଯାଉଥିବା କାରକୁ!-->!-->!-->…
Read More...
Read More...
ମଣ୍ଡି ସମସ୍ୟା ପ୍ରସଙ୍ଗରେ ଜିଲ୍ଳା ଯୋଗାଣ ଅଧିକାରୀଙ୍କୁ ଘେରିଲେ ଚାଷୀ
ବୌଦ୍ଧ,୧୦/୨ - ମଣ୍ଡି ମାନଙ୍କରେ ଲାଗି ରହିଥିବା ସମସ୍ୟା ଓ ଦ୍ବିତୀୟ ଓ ତଦୁର୍ଦ୍ଧ ଟୋକନରେ ଧାନ ବିକ୍ରୟରେ ଲାଗି ରହିଥିବା କଟକଣା ସମ୍ପର୍କରେ ଆଜି ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଘେରି ଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଜନ ଅଧିକାର!-->!-->!-->…
Read More...
Read More...
ପୋଲ ବାଡାରେ ଧକ୍କା ଦେଲା କାର୍, ଜଣେ ଗୁରୁତର
ବୌଦ୍ଧ/ ବାଉଁଶୁଣୀ,୧୦/୨- ଗତ ବିଳମ୍ବିତ ରାତିରେ ୫୭ନଂ ଜାତୀୟ ରାଜପଥର ଗୁଦୁଗୁଦା ନାଳ ଉପରେ ଥିବା ବ୍ରିଜ ବାଡାରେ ଭାରସାମ୍ୟ ହରାଇ ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀରରୁ ବୌଦ୍ଧ ଆଡକୁ ଆସୁଥିବା ଗୋଟିଏ!-->…
Read More...
Read More...