Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୨୪/୧୧- ଗଜପତିରୁ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ମୋହନା ବ୍ଳକରୁ ଜଣେ, ପାରଳା ପୌର ପରିଷଦରୁ ୩ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ!-->…
Read More...
Read More...
ପୁଣି ରାଜ୍ୟରେ ୬୪୨ କରୋନା ପଜିଟିଭ ଚିହ୍ନଟ,୧୪ ମୃତ
ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୫୨୭୧ରେ ପହଞ୍ଚିଛି । ଏନେଇ!-->…
Read More...
Read More...
ବରଗାଁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କଲରାକୋଠା ଚାମ୍ପିଆନ
ବୌଦ୍ଧ,୨୪/୧୧- କଣ୍ଟାମାଳ ବ୍ଲକ ବରଗାଁ ୟୂଥ ଆଇକନ କ୍ଲବ୍ ଆନୁକୁଲ୍ୟରେ ଅନୁଷ୍ଠିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କଲରାକୋଠା ଦଳ ବିଜୟୀ ହୋଇଛି | ଫାଇନାଲ ମ୍ୟାଚ୍ କଲରାକୋଠା ଓ ତେନ୍ତୁଳିଖୁଣ୍ଟି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ କଲରାକୋଠା ଦଳ ବିଜୟୀ ହେବା ଫଳରେ ଚାମ୍ପିଆନ ହୋଇଥିଲା |!-->!-->!-->…
Read More...
Read More...
ଶିମିଳିପଦର ପେକ୍ସର ଦାୟିତ୍ବ ନେଲେ ଦପଲା ସମ୍ପାଦକ
ବୌଦ୍ଧ,୨୪/୧୧ - କଣ୍ଟାମାଳ ବ୍ଲକ ଶିମିଳି ପଦର ସେବା ସମବାୟ ସମିତିର ଭାରପ୍ରାପ୍ତ ସମ୍ପାଦକ ଭାବରେ ଦପଲା ସମିତିର ସମ୍ପାଦକ ପଞ୍ଚାୟତ ପ୍ରତାପ ପ୍ରଧାନ ଦାୟିତ୍ବ ନେଇଥିବା ଜଣାପଡିଛି l ଶିମିଳି ପଦର ସେବା ସମବାୟ ସମିତିର ସମ୍ପାଦକ ଥିବା ଅମ୍ବରୀଶ ବାଘଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣି!-->…
Read More...
Read More...
ଚାଲାଣ ବେଳେ କାର୍ ସହ 60 କେ. ଜି. ଗଞ୍ଜେଇ ଜବତ
ବୌଦ୍ଧ,୨୩/୧୧ - ବୌଦ୍ଧ ଆଦର୍ଶ ଥାନା ପୋଲିସ ଗୋଟିଏ କାର୍ ସହ ତିନୋଟି ବସ୍ତାରେ ଥିବା 60 କିଲୋଗ୍ରାମ ଗଞ୍ଜେଇ ଜବତ୍ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ମାରୁତୀ ଡିଜାୟର୍ କାର ଓଡ଼ି 27 ବି 4650 ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର୍ ପାଇ ଚଢାଉ!-->…
Read More...
Read More...
୧୨କେଜି ଗଞ୍ଜେଇ ଜବତ ସହ ୪ ଗିରଫ
ଫୁଲବାଣୀ,୨୩/୧୧:କନ୍ଧମାଳ ଜିଲ୍ଲା ଖଜୁରିପଡା ପୋଲିସ ଦ୍ୱାରା ଗଂଜେଇ ଜବତ ହୋଇଛି। ଆଜି ଖଜୁରିପଡା ପୋଲିସ ଏକ ଅଲ୍ଟୋ ଗାଡି (OR,02AT5190) ରୁ୧୨କେ ଜି ଗଞ୍ଜେଇ ଜବତ କରି ଚାରି ଜଣଙ୍କୁ ଗିରଫକରିଛି।ସେମାନେ ହେଲେ ସନ୍ତୋଷ କୁମାର ରାଉତରାୟ, ସଞ୍ଜୟ କୁମାର ମହାରଣା, ଚିତ୍ତରଞ୍ଜନ ସାହୁ,!-->!-->!-->…
Read More...
Read More...
ଟ୍ରକ ସହ ବାଇକ ଦୁର୍ଘଟଣା ଦୁଇ ମୃତ ଜଣେ ଗୁରୁତର
ଫୁଲବାଣୀ,୨୩/୧୧- ଗୋଛାପଡା। ଥାନା ଅନ୍ତର୍ଗତ ନମେରବାଲି ବୁଲାଣୀ ରାସ୍ତାରେ ବାଇକ୍ ସହ ଟ୍ରକ୍ ର ମୁହଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଦୁଇଜଣ ମୃତ୍ୟୁ ବରଣ କରିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି l ଯାହା ସୂଚନା ରହିଚି!-->…
Read More...
Read More...
ବାଇକ ଚାଳକକୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସିଲା ୱିଙ୍ଗର୍
ବୌଦ୍ଧ / ବlଉଁଶୁଣି,୨୩/୧୧- ଆଜି ସନ୍ଧ୍ୟା ପ୍ରାୟ ଘ 5. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ବlଉଁଶୁଣି ପେଟ୍ରୋଲ୍ ପମ୍ପ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ୱିଙ୍ଗର୍ ରାସ୍ତା ତଳକୁ ଖସି ପଡିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ହରଭଙ୍ଗା ବ୍ଲକ ତିଲେଶ୍ୱର!-->!-->!-->…
Read More...
Read More...
୫ ଦିନ ହେଲା ତୁରେକେଲା ଅଂଚଳରେ ହାତୀଙ୍କ ଉପଦ୍ରବ
କଣ୍ଟାବାଞ୍ଜି,୨୩/୧୧: ବଲାଙ୍ଗିର ଜିଲ୍ଲା ତୁରକେଲା ଥାନା ଅଂଚଳର ବିଭିନ୍ନ ଗାଁରେ ୫ ଦିନ ହେଲା ବଣୁଆ ହାତୀ ଆସି ଚାଷୀମାନଙ୍କ ଅମଳ ହୋଇଥିବା ଧାନ ଚାଷ ଖାଇବାରେ ଲାଗିଛନ୍ତି । କଣ୍ଟାବାଞ୍ଜି ଫରେଷ୍ଟ ରେଂଜ ଅଧୀନସ୍ଥ ରାଜୁ ରିଜର୍ଭ ଫରେଷ୍ଟ ଅଂଚଳର ତୁରେକେଲା ପଂଚାୟତ ଗଂଜାଗୁଉଡାର,!-->!-->!-->…
Read More...
Read More...
ଭିଜିଲାନସ ଜାଲରେ ଜୁନିୟର ଆକାଉଣ୍ଟାଣ୍ଟ
ବଲାଙ୍ଗୀର,୨୩/୧୧ - ବରଗଡ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଜୁନିଅର ଆକାଉଣ୍ଟାଣ୍ଟ କମ୍ଭୁପାଣି ମିଶ୍ରଙ୍କ ବଲାଙ୍ଗୀର ସ୍ଥିତ ବାସଭବନ ଠାରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଆଭିଯୋଗରେ ଏକା ସାଙ୍ଗରେ ବରଗଡ, ସୋନପୁର ଆଦି ତାଙ୍କ ଭଡାଘର, କାର୍ଯ୍ୟାଳୟରେ ତଦନ୍ତ!-->…
Read More...
Read More...