Browsing Category

ରାଜ୍ୟ

ବୌଦ୍ଧ : ଆଜି ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨୩/୧୧ - ଆଜି ପୁଣି ବୌଦ୍ଧ ଜିଲ୍ଲାରେ ନୂତନ 7 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ଚିନ୍ହଟ 7 ଜଣଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା 2725 ରେ ପହଞ୍ଚିଛି l ସେମାନଙ୍କ ମଧ୍ୟରୁ 2674 ଜଣ ସୁସ୍ଥ ହୋଇ
Read More...

କୋଭିଡ୍‌ ପରବର୍ତ୍ତି ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଉଦଘାଟିତ

ବୌଦ୍ଧ,୨୩/୧୧ - ବୌଦ୍ଧସହରସ୍ଥିତ ପୁରୁଣା ଜେଲରେ ଖୋଲା ଯାଇଥିବା କୋଭିଡ୍‌ କେୟାର ସେଣ୍ଟର୍‌ ପରିସରରେ ଆଜି କୋଭିଡ୍‌ ପରବର୍ତ୍ତି ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ କରକମଳରେ ଉଦଘାଟିତ ହୋଇ ଯାଇଛି । ଯେଉଁ କରୋନା ରୋଗୀମାନେ ସୁସ୍ଥ ହୋଇ ସାରିଛନ୍ତି
Read More...

“ହନୁମାନ ଜୟନ୍ତୀ ସମନ୍ୱୟ ସମିତିରେ ଗୋସେବାକୁ ଗୁରୁତ୍ୱ ଉପରେ ଚର୍ଚ୍ଚା

ସମ୍ବଲପୁର:ଏଠାରେ ଗଠିତ"ହନୁମାନ ଜୟନ୍ତୀ ସମନ୍ୱୟ ସମିତି' ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ଗୋ ଷ୍ଟମୀ ଅବସରରେ ମାଁ ସମଲେଇ ମନ୍ଦିର ନିକଟସ୍ଥ ଶ୍ରୀକୃଷ୍ଣ ଗୋଶାଳା ରେ ଗୋମାତା ପୂଜନ ସହ ଗୋସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ "ସମିତି' ତରଫରୁ ସମ୍ବଲପୁର
Read More...

ରାଜ୍ୟରେ ପୁଣି ୬୬୮ କରୋନା ପଜିଟିଭ ଚିହ୍ନଟ, ୧୭ମୃତ

ଭୁବନେଶ୍ୱର ୨୩ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୪୬୨୯ରେ ପହଞ୍ଚିଛି ।
Read More...

୧୨ଘଣ୍ଟିଆ ଉଲୁଣ୍ଡା ବନ୍ଦ ଡାକରା

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାଠାରେ ସବ ରେଜିଷ୍ଟର(ଉପ-ନିବନ୍ଧକ) କାର୍ଯ୍ୟାଳୟ ଦାବୀରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସଚେତନ ନାଗରିକ ମଞ୍ଚା ଫଳରେ ଗାଡିମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହଛି । ସବ୍‌ରେଜିଷ୍ଟର ଅଫିସ ସ୍ଥାପନ ଦାବୀରେ ଏହି ବନ୍ଦ ପାଳନ କରାଯାଉଛି । ଆଜି ସକାଳ ୬ରୁ
Read More...

ଅଣ-କୃଷି କାର୍ଯ୍ୟରେ ବ୍ୟବହାର ହେଉଛି କୃଷି ବିଭାଗର ଗୋଷ୍ଠୀ ଖଳା!

ବୌଦ୍ଧ,୨୩/୧୧ - କୃଷି ବିଭାଗ ଓ ନିୟନ୍ତ୍ରିତ ବଜାର କମିଟି ତରଫରୁ ବିଭିନ୍ନ ଗ୍ରାମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଗୋଷ୍ଠୀଖଳା । ମାତ୍ର ବିଡମ୍ବନାର ବିଷୟ ହେଲା ଉକ୍ତ ଖଳାରେ ଧାନ ଅମଳ ପରିବର୍ତ୍ତେ ଲୋକେ ଅନ୍ୟାନ୍ୟ ଅଣ କୃଷି ସାମଗ୍ରୀ ରଖି ଅବରୋଧ କରୁଛନ୍ତି ବୋଲି ଅଭିଯୋଗ
Read More...

ପ୍ରାଣୀ ଚିକିତ୍ସକ କଳାବ୍ୟାଜ ପିନ୍ଧି କାର୍ଯ୍ୟରେ ଯୋଗଦେଲେ

ଦାରିଙ୍ଗବାଡି,୨୩/୧୧: ରାଜ୍ୟରେ ପ୍ରାଣୀ ଚିକିତ୍ସକ ସେବା ସଂଘ ଓ ଭେଟେରୀନାରୀ ସର୍ଭିସ ଆସୋସିଏସନ ଆନୁକୂଲ୍ୟରେ ସମସ୍ତ ପ୍ରାଣୀ ଚିକିତ୍ସକ ମାନେ ଏକାଧିକ ଦାବୀ ତଥା କନିଷ୍ଟ ପ୍ରବେଶିକା କରିବା , ବରିଷ୍ଠତା ଭିତ୍ତିରେ ପଦୋନ୍ନତି ପ୍ରଦାନ କରିବା, ଚିକିତ୍ସା କେନ୍ଦ୍ରରେ ଚିକିତ୍ସକଙ୍କୁ
Read More...

ବୋଲେରୋ – ପିକ୍ ଅପ୍ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ,୨୨/୧୧ - ଆଜି ଅପରାହ୍ନ ପ୍ରାୟ ଘ 3. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ତେଲିବନ୍ଧ ଛକ ନିକଟରେ ଗୋଟିଏ ବଲେରୋ ଓ ପିକ୍ ଅପ୍ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧରୁ ବରଗଡ ଅଭିମୁଖେ ଯାଉଥିବା ଗୋଟିଏ ବୋଲେରୋ ପିକ୍ ଅପ୍
Read More...

ବୌଦ୍ଧ : ଆଜି ପୁଣି 4 କରୋନା ପଜିଟିଭ ଚିନ୍ହଟ

ବୌଦ୍ଧ, ୨୨/୧୧- ଆଜି ପୁଣି ଜିଲ୍ଲାରେ 4 ଜଣ ନୂତନ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ଚିନ୍ହଟ ହୋଇଥିବା 4 କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ପଜିଟିଭ ସଂଖ୍ୟା 2718 ରେ ପହଞ୍ଚିଛି l ଜିଲ୍ଲାରୁ ସଂଗୃହିତ
Read More...

ଚିକିତ୍ସା କ୍ଷେତ୍ରରେ ସମ୍ପୂର୍ଣ୍ଣ ସକ୍ରିୟତା ଆଣିବା ପାଇଁ ଭାଜପାର ଦାବିପତ୍ର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଏକ ଦାବିପତ୍ର ଦିଆଯାଇଛି । ଏହି ଦାବିପତ୍ର ଜିଲ୍ଲାପାଳଙ୍କ ପାଇଁ ଉଦ୍ଦିଷ୍ଟ ଓ ଏହା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ହାତରେ ଦିଆଯାଇଛି । ଭାଜପାର
Read More...