Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳନ କଲା ଏ ଵି ଭି ପି
ଫୁଲବାଣୀ,୧୫/୧୧: ଆଜି କନ୍ଧମାଳ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଭଗବାନ ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ଉପଲକ୍ଷେ ଜନଜାତି ଗୌରବ ଦିବସ ପାଳନ କରାଯାଇଛି l ଏହି ପରିପେକ୍ଷୀରେ ସ୍ଥାନୀୟ ପେଟ୍ରୋଲ ପମ୍ପ ଛକ ଠାରୁ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା!-->…
Read More...
Read More...
ବୌଦ୍ଧ : ଆଜି 12 କରୋନା ପଜିଟିଭ ଚିନ୍ହଟ, ମୋଟ ପଜିଟିଭ 2703
ବୌଦ୍ଧ,୧୫/୧୧ - ଆଜି ବୌଦ୍ଧ ଜିଲ୍ଲାରୁ ପୁଣି 12 କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି | ଆଜିର 12 କରୋନା ପଜିଟିଭ ସଂଖ୍ୟା ମିଶାଇଲେ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ 2703 ଜଣ କରୋନା ପଜିଟିଭ ଚିନ୍ହଟ ହୋଇ ସାରିଛନ୍ତି l ଜିଲ୍ଲାରେ!-->!-->!-->…
Read More...
Read More...
ବୌଦ୍ଧରେ କାଳୀ ପୂଜା ଅନୁଷ୍ଠିତ
ବୌଦ୍ଧ,୧୫/୧୧ - ବୌଦ୍ଧ ଜିଲ୍ଲାର କୋଣେ ଅନୁକୋଣେ ପବିତ୍ର ଦୀପାବଳି ଅବସରରେ ମା କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି l କୋଭିଡ୍ କଟକଣା ପାଇଁ ଆକର୍ଷଣୀୟ ତୋରଣ ଓ ଆଲୋକ ସଜ୍ଜା ଦେଖିବାକୁ ମିଳୁନଥିଲେ ମଧ୍ୟ ବିଭିନ୍ନ ପୂଜା କମିଟି ତରଫରୁ ପାରମ୍ପରିକ ରୀତି ନୀତି ମଧ୍ୟରେ କୋଭିଡ୍ ନିୟମକୁ!-->!-->!-->…
Read More...
Read More...
ନୂତନ ଭାରତ ନିର୍ମାଣରେ ନେହେରୁଙ୍କ ଭୂମିକା ସମ୍ପର୍କରେ ଆଲୋଚନାଚକ୍ର
ବୌଦ୍ଧ,୧୫/୧୧ - ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ୱରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମ୍ଭିକଟା ଠାରେ "ନୂତନ ଭାରତ ନିର୍ମାଣରେ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଭୂମିକା " ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି | ଆଜି ଅନୁଷ୍ଠିତ ଏହି ଆଲୋଚନା!-->…
Read More...
Read More...
ଗ୍ରାମୀଣ ଆବାସ ଯୋଜନା : ଗୃହ ପ୍ରବେଶ ଉତ୍ସବ
ହରଭଙ୍ଗା : ହରଭଙ୍ଗା ବ୍ଲକର ୨୨ଗୋଟି ପଞ୍ଚାୟତର ଗରୀବ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସହୀନମାନଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି । ହିତାଧିକାରୀମାନେ ଠିକ୍ ସମୟ ସୀମା ମଧ୍ୟରେ ଆବାସ ଗୃହ ଶେଷ କରିବାକୁ ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା ହିତାଧିକାରୀଙ୍କୁ!-->…
Read More...
Read More...
ଜହ୍ନାପଙ୍କ ବସଷ୍ଟାଣ୍ଡରେ କାଳୀପୂଜା
ଜହ୍ନ ।ପଙ୍କ,୧୫/୧୧- ବୌଦ୍ଧବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ବଜରଙ୍ଗ ଯୁବକ ସଂଘ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡଠାରେ କୋରନା କଟକଣା ନିୟମ ଅନୁଯାୟୀ କାଳୀପୂଜା ଆରମ୍ଭ ହୋଇଛି । ସକାଳେ ସ୍ଥାନୀୟ ପୋଖରୀରୁ ପୂଜା କରି ଗଙ୍ଗାମାତାଙ୍କୁ ଆବାହନ କରି ପୂର୍ଣ୍ଣ କଳସୀରେ ପାଣିଆଣି ପୂଜାମଣ୍ଡପରେ ସ୍ଥାପନ!-->…
Read More...
Read More...
ଗଜପତିରେ ପୁଣି ୩ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୫/୧୧- ଗଜପତିରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ ରାୟଗଡ ବ୍ଲକରୁ ଜଣେ, ପାରଳା ପୌରପରିଷଦରୁ ୨ ଜଣ, ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆଇସୋଲେସନ!-->…
Read More...
Read More...
ପିକ୍ଅପ୍ ଗାଡି ସହ ବାଇକ ଧକ୍କା, ଜଣେ ଗୁରୁତର
ବୌଦ୍ଧ / ବlଉଁଶୁଣି - ଗତକାଲି ରାତି ପ୍ରାୟ ଘ9. 40 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ଜମଟlଙ୍ଗୀ ଛକ ନିକଟରେ ଗୋଟିଏ ମହିନ୍ଦ୍ରା ପିକ୍ଅପ୍ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ବlଉଁଶୁଣି ପଟରୁ ଜମଟାଙ୍ଗୀ!-->…
Read More...
Read More...
ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,୧୪/୧୧- ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ମୋ ପରିବାର ପକ୍ଷରୁ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଖଜୁରୀପଦା ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ!-->…
Read More...
Read More...
କଂଗ୍ରେସ ପକ୍ଷରୁ ପଣ୍ଡିତ ନେହେରୁଙ୍କ ଜୟନ୍ତୀ ପାଳିତ
ବୌଦ୍ଧ,୧୪/୧୧ - ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି ବୌଦ୍ଧ ସହର ସ୍ଥିତ ପୁରୁଣା କଚେରୀ ପରିସରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି l ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ବରେ!-->!-->!-->…
Read More...
Read More...