Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁଇ ଟ୍ରକ ମଧ୍ୟରେ ଧକ୍କା, 2 ଗୁରୁତର
ବୌଦ୍ଧ,୨୫/୧୨- ଆଜି ସନ୍ଧ୍ୟା ପ୍ରାୟ 5 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ମନମୁଣ୍ଡା ଥାନା ନୂଆପାଲି ନିକଟରେ ଗୋଟିଏ ଟ୍ରକ ପଛରେ ଆଉ ଗୋଟିଏ ଟ୍ରକ ଧକ୍କା ଦେବାରୁ 2 ଜଣ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ସୋନପୁର ପଟରୁ ବୌଦ୍ଧ ଆଡକୁ ପାଖାପାଖି!-->!-->!-->…
Read More...
Read More...
ଭାରତରେ ନୂଆ କରୋନା ଭାଇରସ୍ ଚିହ୍ନଟ
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ନୂଆ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଭାରତରେ ଠାବ ହୋଇଛି । ପ୍ରଥମେ ଏହା ବ୍ରିଟେନ୍ରେ ଠାବ ହୋଇଥିଲା ଏବଂ ଏବେ ପ୍ରାୟ ୧୨ଟି ଦେଶକୁ ବ୍ୟାପିଗଲାଣି । ଭାରତରେ ଆଜି ନୂଆ ଭାଇରସ୍ ଚିହ୍ନଟ ହେବାପରେ କେତେକ ଜରୁରୀ ସତର୍କତା ପଦକ୍ଷେପ!-->…
Read More...
Read More...
୮୪୧ବ୍ରିଟେନ ଫେରନ୍ତାଙ୍କ ପତ୍ତା ମିଳୁନି
ଅମୃତସର: ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ଭାରତ ସରକାର ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଚଳାଚଳକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି । ହେଲେ ବିମାନ ଉଡାଣ ଉପରେ ରୋକ ଲାଗିବା ପୂର୍ବରୁ ବ୍ରିଟେନରୁ ଭାରତ ଆସିଥିବା ସମସ୍ତ ଯାତ୍ରୀଙ୍କୁ!-->…
Read More...
Read More...
୨୭ରୁ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ : ଆଇପିଏସ୍ଙ୍କ ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ବିପିନ ରାୱତ ସମ୍ବୋଧିତ କରିବେ
ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ପ୍ଲାଟ୍ଫର୍ମରେ ୬୨ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଭାରତର ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ଜେନେରାଲ ବିପିନ୍ ରାୱତ ଆଇପିଏସ୍ମାନଙ୍କୁ ସମ୍ବୋଧିତ କରିବେ । ଏହା ବ୍ୟତୀତ ଇଣ୍ଟରପୋଲର!-->…
Read More...
Read More...
ବିଜେଡିର ନୂଆ ମିଡିଆ ଟିମ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଡ. ଅଚ୍ୟୁତ ସାମନ୍ତ ହେଲେ ଜାତୀୟ ମୁଖପାତ୍ର
ଭୁବନେଶ୍ୱର: ବିଜୁଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ନୂଆ ମିଡିଆ ଟିମ୍କୁ ଅନୁମୋଦନ ଦେଇଛନ୍ତି । ଦଳୀୟ ପ୍ୟାଡରେ ଗଣମାଧ୍ୟମ ବ୍ୟାପାର ବୁଝୁଥିବା ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଜାତୀୟ ମୁଖପାତ୍ର ଭାବେ!-->…
Read More...
Read More...
ସୁରେଶ ମହାପାତ୍ର ହେଲେ ନୂଆ ମୁଖ୍ୟ ଶାସନ ସଚିବ, ଅସିତ ଓ ପ୍ରଦୀପଙ୍କୁ ମିଳିଲା ଏହି ଦାୟିତ୍ୱ
ଭୁବନେଶ୍ୱର: ବଡଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୯୮୬ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ସେହିଭଳି ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ପଦରେ ଥିବା ଅସିତ୍ ତ୍ରିପାଠୀଙ୍କୁ ପଶ୍ଚିମ!-->…
Read More...
Read More...
ପାରଳାର ବିଭିନ୍ନ ଚର୍ଚ୍ଚରେ ପବିତ୍ର ବଡ଼ ଦିନ ପାଳିତ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ଚର୍ଚ୍ଚରେ ପବିତ୍ର ବଡ଼ ଦିନ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ସହରର ହାଇସ୍କୁଲ ଛକ ନିକଟରେ ଥିବା ସେଣ୍ଟି ନେରି ବାପିଷ୍ଟ ଚର୍ଚ୍ଚ ଠାରେ ଆଜି ସମୂହ ପ୍ରାର୍ଥନା କରାଯାଇ ଥିବା ର ଦେଖିବାକୁ ମିଳିଛି। ଏହି ଚର୍ଚ୍ଚ ସଭାପତି ଡ଼!-->…
Read More...
Read More...
ବାଳମୁକୁନ୍ଦ କେନ୍ଦ୍ରଠାରେ ଜାତୀୟ ଗ୍ରାହକ ଦିବସ ପାଳିତ
ଗ୍ରାହକ ଅଧିକାର ସୁରକ୍ଷା କମିଟି ତରଫରୁ ବାଳ ମୁକୁନ୍ଦ ପରିବାର ଉପସ୍ଥାପନ କରିଥିବା ଖାଉଟି ସଚେତନତା କାର୍ଯ୍ୟକ୍ରମରେ ବାଳ ମୁକୁନ୍ଦ କେନ୍ଦ୍ରର ଉପଦେଷ୍ଟା ଭବଗତ ପାଢ଼ୀ ଅଧ୍ୟକ୍ଷତା କରି ଥିଲେ।ପ୍ରଥମେ ବିଶିଷ୍ଟ ଶିକ୍ଷାବିତ୍ ଲିଙ୍ଗରାଜ ପ୍ରସାଦ ଦାସ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏଥିରେ!-->…
Read More...
Read More...
ଡାକ୍ତରଙ୍କ ସପକ୍ଷରେ ବାହାରିଲେ ସ୍ଥାନୀୟ ଲୋକେ
ବୌଦ୍ଧ,୨୫/୧୨ - ବୌଦ୍ଧଜିଲ୍ଲା ହରଭଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ଡାକ୍ତର ଅନ୍ତର୍ଯାମୀ ବେହେରାଙ୍କ ବିରୋଧରେ ଓଡିଶା ମାନବିକ ଅଧିକାର କମିଶନଙ୍କ ନିର୍ଦ୍ଦେଶରେ ତଦନ୍ତ ପାଇଁ ଆସିଥିବା ଦୁଇ ଜଣିଆ ଟିମ୍ ଆଗରେ କିଛି ସ୍ଥାନୀୟ ଲୋକ ଡାକ୍ତରଙ୍କ ସପକ୍ଷରେ ବାହାରିଲେ l ଡାକ୍ତର ବେହେରା!-->…
Read More...
Read More...
ମାର୍ଚ୍ଚ ସୁଦ୍ଧା ଶେଷ ହେବ ବିଜୁସେତୁ କାର୍ଯ୍ୟ: ନିର୍ବାହୀଯନ୍ତ୍ରୀ
ହରଭଙ୍ଗା : ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ହରଭଙ୍ଗା ବ୍ଲକ ଜଗନ୍ନାଥ ସଡକରେ କୁଶାଶିଙ୍ଗା ନାଳ ଉପରେ "କୁଶାସିଙ୍ଗା ବିଜୁସେତୁ' ନିର୍ମାଣ ଚାଲୁଛି । ଏହି ସେତୁ ନିର୍ମାଣ ହେଲେ ହରଭଙ୍ଗା ପଞ୍ଚାୟତ ଓ କୃଶଙ୍ଗ ପଞ୍ଚାୟତକୁ ସଂଯୋଗ କରିବା ସହ ଜଗନ୍ନାଥ ସଡକର ଉନ୍ନତି ହେବା ଫଳରେ ଏହି!-->…
Read More...
Read More...