Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ପୁଣି ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ
ଭୁବନେଶ୍ୱର ୨୫ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...
ଜିଲା କଂଗ୍ରେସ କମିଟୀର ବ୍ଲକ ଓ ପୌରାଞ୍ଚଳ ସାଂଗଠନିକ ବୈଠକ
ଦେବଗଡ଼:ସ୍ଥାନୀୟ ବସନ୍ତ ନିବାସ ଡାକବଙ୍ଗଳାଠାରେ ବୁଧବାର ଦେବଗଡ ପୌରାଂଚଳ ଓ ତିଲେଇବଣି ବ୍ଲକର କଂଗ୍ରେସ କର୍ମୀ ମାନଙ୍କୁ ନେଇ କଂଗ୍ରେସର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଯାଇଛି । ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ କୁମାର ମିଶ୍ରଙ୍କ ସଭାପତିତ୍ୱରେ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିବା କଂଗ୍ରେସ!-->…
Read More...
Read More...
ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ : ନିଷ୍ଠାପର ସାଧନା ହିଁ ସଫଳତାର ସୁତ୍ର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଅଗ୍ରୀଣ ଶିକ୍ଷାନୁଷ୍ଠାନ ଈ-ଟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗୁରୁବାର ପୁର୍ବାହ୍ନ ୧୧ଘଟିକା ସମୟରେ କୋଭିଡ-୧୯ ନିୟମ ପାଳନ କରାଯାଇ ଏକ ମେଧାବି ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା!-->…
Read More...
Read More...
କୋଭିଡ ଟିକାକରଣ ସମ୍ବନ୍ଧୀୟ ପ୍ରାକ ପ୍ରସ୍ତୁତି କର୍ମଶାଳା
ସୋନପୁର :ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧକ୍ଷତାରେ କୋଭିଡ଼ ୧୯ ଟୀକାକରଣର ପ୍ରାକପ୍ରସ୍ତୁତି ସମ୍ବନ୍ଧୀୟ ଦ୍ୱୀତିୟ କର୍ମଶାଳା ଓ ପୋଲିଓ ଟିକାକରଣର ପଥମ କର୍ମଶାଳା ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଟିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲା!-->…
Read More...
Read More...
କରୋନାରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ପତ୍ନୀଙ୍କୁ ୫୦ଲକ୍ଷ ଟଙ୍କା ଚେକ୍ ପ୍ରଦାନ
ବୌଦ୍ଧଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକ
ବୌଦ୍ଧ,୨୪/୧୨ – ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ତାଲିମ କେନ୍ଦ୍ରଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ କୋଭିଡ ଯୋଦ୍ଧା ଜିଲ୍ଲା ମୁଖ୍ୟ!-->!-->!-->…
Read More...
Read More...
ମଜଦୁର ସଂଘର ସହ-ସଂପାଦକଙ୍କ ଟିଟିଲାଗଡ ଷ୍ଟେସନ ପରିଦର୍ଶନ
ଟିଟିଲାଗଡ,୨୪/୧୨– ଇଷ୍ଟକୋଷ୍ଟ ରେଲୱେ ମଜଦୁର ସଂଘର ସହ-ସଂପାଦକ ତଥା ମଣ୍ଡଳସ୍ତରୀୟ ସଂଯୋଜକ ଶ୍ରୀ ଏସ.କେ ପାଣିଗ୍ରାହୀ ଆଜି ଟିଟିଲାଗଡ ଷ୍ଟେସନ ପରିଦର୍ଶନରେ ଆସିଥିଲେ । ଏହି ସମୟରେ ଟିଟିଲାଗଡ ଓ କେସିଙ୍ଗା ରେଲୱେ ଷ୍ଟେସନର ସ୍ୱୀକୃତିପ୍ରାପ୍ତ ମାଲବାହକ ଶ୍ରମିକମାନେ ତାଙ୍କୁ ବିଭିନ୍ନ ସମସ୍ୟା!-->…
Read More...
Read More...
ଅବକାରୀ ବିଭାଗ ପକ୍ଷରୁ ୨୧ ଏକର ଜମିରୁ ୬୩ହଜାର ଗଞ୍ଜେଇ ଗଛ ନଷ୍ଟ
ବୌଦ୍ଧ,୨୪/୧୨ – ବୌଦ୍ଧଜିଲ୍ଲାରେ ଗଞ୍ଜେଇ ଚଢଉ ଅଭିଯାନ ଜାରିରହିଥିବାବେଳେ ଆଜି ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ତତ୍ତ୍ୱାବଧାନରେ ଅବକାରୀ ନିରୀକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ!-->…
Read More...
Read More...
କୋଭିଡ ଯୋଦ୍ଧାଙ୍କ ପତ୍ନୀଙ୍କୁ ୫୦ଲକ୍ଷ ଟଙ୍କାର ଚେକ ପ୍ରଦାନ
ଫୁଲବାଣୀ,୨୪/୧୨: କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କରୋନାରେ ମୃତ୍ୟୁ ବରଣ କରିଥିବା କୋଭିଡ଼ଯୋଦ୍ଧା ଶ୍ରୀଧର ସ୍ୱାଇଁ ଙ୍କ ବିଧବାପତ୍ନୀ ଶ୍ରୀମତି ଗାଏତ୍ରୀ ନାଏକଙ୍କୁ ସିଏମଆରଏଫରୁ ୫୦ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି।। କୋଭିଡ ଯୋଦ୍ଧା!-->…
Read More...
Read More...
ହରଭଙ୍ଗା ବ୍ଲକରେ ମା’ ଲକ୍ଷ୍ମୀ ପୂଜା ଅନୁଷ୍ଠିତ
ହରଭଙ୍ଗା: କରୋନା ପାଇଁ ଚଳିତ ବର୍ଷ ପାର୍ବଣ ଫିକା ପଡିଯାଇଥିବା ବେଳେ ଆଜି ହରଭଙ୍ଗା ବ୍ଲକର ବୁକେଶିଙ୍ଗା, ସୁରୁଣ୍ଡି, ତିଲେଶ୍ୱର, କଣ୍ଠିସର ଆଦି ଅଞ୍ଚଳରେ ମା ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଆଜି ମାର୍ଗଶୀର ମାସର ଗୁରୁବାର ଦିନ ସୁଦଶାବ୍ରତ ମା'ଲକ୍ଷ୍ମୀ ମାଣବସା ପୂଜା ଅନୁଷ୍ଠିତ!-->…
Read More...
Read More...
ଅଭିଯୋଗର ଠିକ୍ 4 ବର୍ଷ ପରେ ତଦନ୍ତ ହେଲା ଆରମ୍ଭ
ବୌଦ୍ଧ,୨୪/୧୨ - ବୌଦ୍ଧ ଜିଲ୍ଲା ହରଭଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରର ତତ୍କାଳିନ ଡାକ୍ତର ଅନ୍ତର୍ଯାମୀ ବେହେରାଙ୍କ ତ୍ରୁଟିପୁର୍ଣ୍ଣ ଚିକିତ୍ସା ଯୋଗୁଁ ରୋଗୀ ମାନଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ 2016 ମସିହାରେ ଚର୍ଚ୍ଚାର ବିଷୟ ହୋଇଥିଲା | ମୃତ୍ୟୁବରଣ କରିଥିବା ରୋଗୀଙ୍କ ପରିବାର ପକ୍ଷରୁ ଡାକ୍ତର!-->…
Read More...
Read More...