Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଘାଡକୁ ହରାଇ ବରପଦର କ୍ରିକେଟ୍ ଟିମ ଚାମ୍ପିଆନ
ବୌଦ୍ଧ,୨୪/୧୨ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ପଇରବନ୍ଧ ଠାରେ ଚାଲିଥିବା ୩ ଫର୍ମାଟ ବିଶିଷ୍ଟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବଘାଡ ଟିମ୍କୁ ହରାଇ ବରପଦର କ୍ରିକେଟ୍ ଟିମ ଚାମ୍ପିଆନ ଟ୍ରଫି ହାସଲ କରିଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ରେ!-->…
Read More...
Read More...
ରାଜନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନ
ବୌଦ୍ଧ,୨୪/୧୨ – ବୌଦ୍ଧ ସହର ୧୧ ନମ୍ବର ୱାର୍ଡ ରାଜନପାଲି ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ!-->…
Read More...
Read More...
ଜବତ୍ ଟ୍ରକ ରାସ୍ତା ଉପରେ ଥିବାରୁ ଯାତାୟାତରେ ସମସ୍ୟା ଅଭିଯୋଗ
ବୌଦ୍ଧ/ବାଉଁଶୁଣୀ,୨୪/୧୨ - ଗତବର୍ଷ ଅପ୍ରେଲମାସର ପ୍ରଥମ ସପ୍ତାହରେ ଚୋରା କୋଇଲା ଚାଲାଣରେ ସଂପୃକ୍ତ ଦୁଇଟି ଟ୍ରକକୁ ବାଉଁଶୁଣୀ ପୋଲିସ୍ ଜବତ୍ କରି ଥାନା ସମ୍ମୁଖରେ ଆଣି ରଖିଥିଲା । ଇତି ମଧ୍ୟରେ ପ୍ରାୟ ୯ ମାସ ହେଲା ଟ୍ରକ ସେମିତି ରହିଥିବାରୁ ଲୋକେ ଯାତାୟାତରେ ନାହିଁନଥିବା ଅସୁବିଧାର!-->…
Read More...
Read More...
ଇଓଙ୍କ ଘରେ ଭିଜିଲାନ୍ସ ଚଢଉ
ସୋନପୁର:ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକ ଚେରୁପାଲି ପଞ୍ଚୟାତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ମେହେରଙ୍କ ସୋନପୁର ସହର ସ୍ଥିତ ବାସଭବନରେ ଭିଜିନାଲନ୍ସ ଚଢାଉ । ଆୟବର୍ହିଭୁତ ସମ୍ପିତି ଠୁଳ ଅଭିଯୋଗରେ ଏକ କାଳିନ ତାଙ୍କ ଚେରୁପାଲି ପଞ୍ଚାୟତ କାର୍ଯ୍ୟାଳୟ ଏବଂ ସୋନପୁର!-->…
Read More...
Read More...
ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ ୨୬୩ ପଜିଟିଭ,୪ ମୃତ
ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା!-->…
Read More...
Read More...
ଗୁହାଳରେ ନିଆଁ ଲାଗି ୪୦ ଛେଳି ଦଗ୍ଧ
ବୌଦ୍ଧ,୨୪/୧୨ - ଗତକାଲି ବିଳମ୍ବିତ ରାତିରେ କଣ୍ଟାମାଳ ବ୍ଲକ ଯୋଗିନ୍ଦ୍ର ପୁର ଗ୍ରାମ ପଞ୍ଚାୟତର ଶାନ୍ତିପାଲି ଗ୍ରାମରେ ଛେଳି ଗୁହାଳରେ ନିଆଁ ଲାଗି ୪୦ ଗୋଟି ଛେଳି ନିଆଁରେ ପୋଡି ମରି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାତିରେ ସମସ୍ତେ ଶୋଇଥିବା ବେଳେ ଶାନ୍ତିପାଲି ଗ୍ରାମର!-->…
Read More...
Read More...
ଟିଟିଲାଗଡ଼ରେ ଚାଞ୍ଚଲ୍ୟ : ମହିଳାଙ୍କୁ ହତ୍ୟାକରି କୂଅରେ ଫିଙ୍ଗିଦେଲେ !
ଟିଟିଲାଗଡ: ଟିଟିଲାଗଡ଼ ସହର ସର୍ଗିଗୁଡ଼ାସ୍ଥିତ ଆନନ୍ଦ ଅଗ୍ରୱାଲଙ୍କ ଘର ଅଗଣାରେ ଥିବା କୂଅରୁ ଆନନ୍ଦଙ୍କ ପତ୍ନୀ ସୁମିତା ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ଘରୁ ଟଙ୍କା ଓ ସୁନାଗହଣା ଲୁଟ୍ ହୋଇଥିବାରୁ ଡକାୟତମାନେ ଲୁଟ୍କରି ସୁମିତ୍ରାଙ୍କୁ ହତ୍ୟାକରି କୂଅରେ ଫିଙ୍ଗି ଦେଇଥିବା!-->…
Read More...
Read More...
ପରୀ ପାଇଁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା
ବୌଦ୍ଧ /ବାଉଁଶୁଣୀ,୨୩/୧୨ - ନୟାଗଡ ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ପରୀକୁ ନ୍ୟାୟ ପ୍ରଦାନ ଦାବିରେ କଣ୍ଟାମାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଥିବା ବିଜେପି ନେତା କନ୍ହାଇ ଚରଣ ଡାଙ୍ଗଙ୍କ ନେତୃତ୍ବରେ ଆଜି ଏକ ପଦଯାତ୍ରା ବୌଦ୍ଧ ବ୍ଲକ୍ ବହିରା ଗ୍ରାମ ଠାରୁ!-->!-->!-->…
Read More...
Read More...
ଅସହ୍ୟ ଶୀତରେ ବୃଦ୍ଧାଙ୍କ ମୃତ୍ୟୁ
ବୌଦ୍ଧ,୨୩/୧୨ - କିଛି ଦିନ ହେଲା ଅସହ୍ୟ ଶୀତ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି l ବୌଦ୍ଧ ସହର 17 ନମ୍ବର ୱାର୍ଡ ବୁଟୁପାଲିର ଦୁଃଖୀ ମହାପାତ୍ର ନାମକ ଗତକାଲି ରାତି ଅସହ୍ୟ ଥଣ୍ଡା ଯୋଗୁଁ ମୃତ୍ୟୁ ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି l ତାଙ୍କର ପରିବାର ସଦସ୍ୟ କହିଲେ!-->!-->!-->…
Read More...
Read More...
ରାଜ୍ୟରେ ପୁଣି ୩୬୪ କରୋନା ପଜିଟିଭ ଚିହ୍ନଟ, ୩ ମୃତ
ଭୁବନେଶ୍ୱର ୨୩ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି । ଆଜିର ଚିହ୍ନଟଙ୍କୁ ମିଶାଇ!-->…
Read More...
Read More...