Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଡ଼ାବଙ୍ଗା ସରପଞ୍ଚ ଓ ଗଦାପୁର ପଞ୍ଚାୟତ ୱାର୍ଡମେମ୍ବର ଉପନିର୍ବାଚନ ଶେଷ ୬୬.୨୩%ମତଦାନ
ଦାରିଙ୍ଗବାଡ଼ି,୨୩/୧୨: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବାଡ଼ାବଙ୍ଗା ପଂଚାୟତର ସରପଞ୍ଚ ପଦବୀ ଓ ଗଦାପୁର ପଞ୍ଚାୟତର ୧୨ ନଂ ୱାର୍ଡମେମ୍ବର ନିମନ୍ତେ ମଙ୍ଗଳବାର ଦିନ ଉପନିର୍ବାଚନର ଭୋଟ ଗ୍ରହଣ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଛି ।ବାଡ଼ାବାଙ୍ଗା ପଞ୍ଚାୟତ ଅନ୍ତର୍ଗତ ୧୫ଟି ୱାର୍ଡର!-->…
Read More...
Read More...
ଅଟୋ ଓ ଟ୍ରକ ମଧ୍ୟରେ ଧକ୍କା, 6 ଆହତ
ବୌଦ୍ଧ,୨୩/୧୨ - ଗତକାଲି ରାତିରେ ଜାତୀୟ ରାଜପଥ ନମ୍ବର 57ର ଚାରିଛକ ନିକଟରେ ଗୋଟିଏ ସଡକ ଦୁର୍ଘଟଣା ଘଟି 6 ଜଣ ଆହତ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍ ଆଡେନିଗଡ ଗ୍ରାମ ପଞ୍ଚାୟତ ରାଣୀଗଞ୍ଜ ଗ୍ରାମରୁ 6 ଜଣ ବ୍ୟକ୍ତି ଅଟୋ!-->…
Read More...
Read More...
ପାଲଝାର୍ କୃଷି ଫାର୍ମରେ ହାର୍ଭେଷ୍ଟର୍ ବିନିଯୋଗକୁ ନେଇ ପ୍ରଶ୍ନ କଲେ କୃଷି ଶ୍ରମିକ
ବୌଦ୍ଧ,୨୨/୧୨- ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତର ପାଲଝାର୍ ସରକାରୀ କୃଷି ଫାର୍ମରୁ ଦୁର୍ନୀତି ଓ ଅନିୟମିତତା ପିଛା ଛାଡିବାର ନାମ ଧରୁନାହିଁ l ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଫାର୍ମର ଧାନ ଅମଳ ପ୍ରକ୍ରିୟାକୁ ନେଇ l ପାଲଝାର୍ ସରକାରୀ କୃଷି ଫାର୍ମରୁ ଉତ୍ପାଦିତ ଧାନ ସାଧାରଣତଃ!-->…
Read More...
Read More...
ପାଲଝାର୍ କୃଷି ଫାର୍ମରେ ହାର୍ଭେଷ୍ଟର୍ ବିନିଯୋଗକୁ ନେଇ ପ୍ରଶ୍ନ କଲେ କୃଷି ଶ୍ରମିକ
ବୌଦ୍ଧ ,୨୨/୧୨- ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତର ପାଲଝାର୍ ସରକାରୀ କୃଷି ଫାର୍ମରୁ ଦୁର୍ନୀତି ଓ ଅନିୟମିତତା ପିଛା ଛାଡିବାର ନାମ ଧରୁନାହିଁ l ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଫାର୍ମର ଧାନ ଅମଳ ପ୍ରକ୍ରିୟାକୁ ନେଇ l ପାଲଝାର୍ ସରକାରୀ କୃଷି ଫାର୍ମରୁ ଉତ୍ପାଦିତ ଧାନ ସାଧାରଣତଃ!-->…
Read More...
Read More...
ଜୀଅନ୍ତା ଜଳିଗଲେ ଆଦିବାସୀ ବୃଦ୍ଧା
ବାଲିଗୁଡ଼ା,୨୨/୧୨: ଜୀଅନ୍ତା ଜଳିଗଲେ ଆଦିବାସୀ ବୃଦ୍ଧା ଫୁଲ ମଲ୍ଲିକ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କତେରିଭଟା ଗାଁ ରେ । ସୂଚନା ପ୍ରକାରେ ହାଡ଼ଭଙ୍ଗା ଶୀତରୁ ଟିକେ ରକ୍ଷା ପାଇବା ପାଇଁ ଗତ ରାତିରେ କତେରିଭଟା ଗାଁର ନିଳାମ୍ବର ମଲ୍ଲିକଙ୍କ ସ୍ତ୍ରୀ!-->…
Read More...
Read More...
ଶିମିଳିପଦର ପେକ୍ସରେ ୩୨୦ ଚାଷୀ ବିକିଲେଣି ପ୍ରାୟ ୧୪ ହଜାର କ୍ୱିଣ୍ଟାଲ୍ ଧାନ
ବୌଦ୍ଧ,୨୨/୧୨ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ସେବା ସମବାୟ ସମିତିର ଶିମିଳିପଦର ଓ ଖଟଖଟିଆ ଠାରେ ହୋଇଥିବା ଦୁଇଟି ଖରିଫ ଧାନକ୍ରୟ କେନ୍ଦ୍ରରେ ଶାନ୍ତି ଓ ଶୃଙ୍ଖଳାର ସହ ଚାଷୀ ଧାନ ବିକ୍ରୟ କରୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁଦ୍ଧା ଉଭୟ ଧାନକ୍ରୟ!-->…
Read More...
Read More...
ରାଜ୍ୟରେ ପୁଣି ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ
ଭୁବନେଶ୍ୱର ୨୨ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...
କାର୍ ଧକ୍କାରେ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ
ବୌଦ୍ଧ,୨୨/୧୨ - ଗତକାଲି ଘଟିଥିବା ଏକ ସଡକ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ରିଙ୍ଗାପଡା ଗ୍ରାମର ନୀଳମଣି ରଣା (୩୬) ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ନୀଳମଣି ରଣା କୌଣସି କାମରେ ବିନିକା ଅଞ୍ଚଳକୁ ତାଙ୍କର ବାଇକ ଓଡି ୩୧ ଏଫ ୮୧୪୧ ଯୋଗେ!-->…
Read More...
Read More...
ରାଜ୍ୟର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସର ଧାରଣା
ବୌଦ୍ଧ,୨୧/୧୨ - ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ଭୁଖରେ ଜିଲ୍ଲା କଂଗ୍ରେସ ତରଫରୁ ଆଜି ସକାଳ ୧୦.୩୦ ଠାରୁ ମଧ୍ୟାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା । ଆରକ୍ଷୀ ଅଧୀକ୍ଷକଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ,!-->…
Read More...
Read More...
ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୭୨ ହଜାର ଗଞ୍ଜେଇଗଛ ନଷ୍ଟ
ବୌଦ୍ଧ,୨୧/୧୨- ବୌଦ୍ଧ ଜିଲ୍ଲାପାଳଙ୍କ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ତତ୍ତ୍ୱାବଧାନରେ ଆଜି ବୌଦ୍ଧବ୍ଲକ ଦପଲା ପଞ୍ଚାୟତର ସିମେଲକଟା ଗ୍ରାମରେ ଚଢଉ କରାଯାଇଥିଲା । ଅବକାରୀ ନୀରିକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ ଏହି ଗ୍ରାମର!-->…
Read More...
Read More...